ଏନକାଉଣ୍ଟର: ଦୁଇ ମାଓବାଦୀ ନିହତ
ମାଲକାନଗିରି: ଛତିଶଗଡ଼ ଵିଜାପୁର ଜିଲ୍ଲାରେ ପୁଲିସ୍ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଡିଆରଜି, ଏସଟିଏଫ୍ ଏବଂ ସିଆରପିଏଫ୍ କୋବ୍ରା ଜବାନ ଅପରେସନ୍ ବେଳେ ଏହି ସଫଳତା ମିଳିଛି। ଘଟଣା ସ୍ଥଳରେ ମାଓ ସଂଗଠନର ଶିର୍ଷ ନେତା ପାପା ରାଓ ଥିବା ସୂଚନା ମିଳିଛି ।
Powered by Froala Editor