Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, June 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଧାରକାର୍ଡ ଅପଡେଟକୁ ନେଇ ଆସିଲା ଏହି ଖବର, ...

  • କେରଳରେ ପ୍ରବେଶ କଲା ମୌସୁମୀ

  • ତୃତୀୟ ବିବାହ କରିବେ ଅମିର ଖାନ୍

  • ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁ ...

  • ମାଲବିୟ ନଗର ଅଗ୍ନିକାଣ୍ଡ : ହସ୍ପିଟାଲରେ ...

  • ମାନବିକତା ଭୁଲିଗଲେ ଡାକ୍ତର, ଅପରେସନ ବାକି ...

  • କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ...

  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ...

  • ଦିଲ୍ଲୀ ମାଲବ୍ୟ ନଗର ଅଗ୍ନିକାଣ୍ଡରେ ୨୧ ...

  • ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’

Home ›› ››ଆରାବଳି ବିବାଦ : ନିଜ ରାୟରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ

ଆରାବଳି ବିବାଦ : ନିଜ ରାୟରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ

2025-12-29 20:05:32
14972
Share:
Facebook
Twitter
E-Mail
WhatsApp
Telegram
ଆରାବଳି ବିବାଦ : ନିଜ ରାୟରେ ରହିତାଦେଶ ଲଗାଇଲେ ସୁପ୍ରିମକୋର୍ଟ

ଆରାବଳି ପର୍ବତମାଳାକୁ ନେଇ ଚାଲିଥିବା ବିବାଦ ଭିତରେ ଆସିଛି ସୁପ୍ରିମକୋର୍ଟଙ୍କ ରାୟ।  ନଭେମ୍ବର ୨୦ ତାରିଖରେ ସୁପ୍ରିମକୋର୍ଟ ଦେଇଥିବା ନିଜ ରାୟ ଉପରେ ରହିତାଦେଶ ଜାରି କରିଛନ୍ତି । ଏହାସହିତ କେନ୍ଦ୍ର ସରକାର, ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ଗୁଜୁରାଟ ସରକାରଙ୍କ ନୋଟିସ୍‌ ମଧ୍ୟ ଜାରି କରିଛନ୍ତି । କମିଟିର ସୁପାରିଶକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୨୧ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ ।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, କୋର୍ଟଙ୍କ ରିପୋର୍ଟ କିମ୍ବା ନିର୍ଦେଶ ଲାଗୁ କରିବା ପୂର୍ବରୁ ନିରପେକ୍ଷ ଓ ସ୍ବତନ୍ତ୍ର ବିଶେଷଜ୍ଞଙ୍କ ରାୟ ଉପରେ ବିଚାର କରାଯିବା ଉଚିତ। ଆରାବଳୀ ରେଞ୍ଜର ପରିଭାଷା ସଠିକ ଭାବରେ ହେବା ଦରକାର ନଚେତ ପରିବେଶକୁ କ୍ଷତି ହୋଇପାରେ।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜେ.କେ. ମହେଶ୍ୱରୀ ଏବଂ ଜଷ୍ଟିସ୍ ଏ.ଜି. ମସିହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆରାବଳୀ ପାହାଡ଼ର ସଂଜ୍ଞା ବଦଳିଲେ ବେଆଇନ ଖଣି ଖନନ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ କୋର୍ଟ ଏହା ଉପରେ ଏକ ସ୍ୱତଃ ପ୍ରବୃତ୍ତ ମାମଲା ରୁଜୁ କରିଥିଲେ। ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, କୌଣସି ନୂତନ ନିୟମ ଲାଗୁ ହେବା ପୂର୍ବରୁ ଏହାର ନିରପେକ୍ଷ ଏବଂ ସ୍ୱାଧୀନ ଭାବରେ ବିଶେଷଜ୍ଞଙ୍କ ତଦନ୍ତ ହେବା ଆବଶ୍ୟକ। ବିଶେଷଜ୍ଞ କମିଟିର ରିପୋର୍ଟ ଏବଂ କୋର୍ଟଙ୍କ ପର୍ଯ୍ୟବେକ୍ଷଣର ଭୁଲ୍ ବ୍ୟାଖ୍ୟା କରାଯାଉଥିବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି।

ଉଲ୍ଲେଖନୀୟ ଯେ, ୨୦ ନଭେମ୍ବରରେ ସୁପ୍ରିମକୋର୍ଟ ଆରାବଳୀ ପର୍ବତ ଓ ପର୍ବତମାଳାର ଏକାଭଳି ପରିଭାଷାକୁ ସ୍ବୀକାର କରି ଏହା ଉପରେ ମୋହର ଲଗାଇ ଦେଇଥିଲେ। କୋର୍ଟ ଦିଲ୍ଲୀ, ହରିୟାଣା, ରାଜସ୍ଥାନ ଓ ଗୁଜରାଟ ପର୍ଯ୍ୟନ୍ତ ବ୍ୟାପିଥିବା ଏହି ପର୍ବତ ଶୃଙ୍ଖଳାରେ ବିଶେଷଜ୍ଞଙ୍କ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଖନନ ଉପରେ ରୋକ ଲଗାଇ ଦେଇଥିଲେ। ପର୍ବତର ସ୍ପଷ୍ଟ ପରିଭାଷା ନହେବା କାରଣରୁ ବହୁବାର ନିର୍ମାଣ କାର୍ଯ୍ୟ ଓ ଖନନ ନେଇ ନିୟମ ଉଲଂଘନ ହେଉଛି। ଏହା ପୂର୍ବରୁ କୋର୍ଟ ଆରାବଳରେ ଖନନ ଉପରେ ପୂର୍ଣ୍ଣ କଟକଣା ଲଗାଇବା ବିରୋଧରେ ନିଷ୍ପତ୍ତି ନେଇଥିଲେ। କୋର୍ଟଙ୍କ ମତରେ ଏଭଳି ନିଷେଧ ବେଆଇନ ଖନନ ଗତିବିଧିକୁ ଜନ୍ମ ଦେଇପାରେ। ଶୁଣାଣି ସମୟରେ, ସୁପ୍ରିମକୋର୍ଟ ସରକାରଙ୍କୁ ଅନେକ ପ୍ରଶ୍ନ ମଧ୍ୟ ପଚାରିଥିଲେ। ଆରାବଳୀ ଅଞ୍ଚଳରେ ଖଣି ଖନନ ବନ୍ଦ ହେବ ନା ଜାରି ରହିବ ତାହା ସ୍ପଷ୍ଟ ଭାବରେ କହିବାକୁ ସରକାରଙ୍କୁ କହିଥିଲେ।

Powered by Froala Editor

Tags aravali

Related articles Odisha News Lens 4.1

  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର
    ଦେଶ-ଦେଶାନ୍ତର

    କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର

    15719
    Jun 03, 2026
  • ମାନବିକତା ଭୁଲିଗଲେ ଡାକ୍ତର, ଅପରେସନ ବାକି ଟଙ୍କା ନମିଳିବାରୁ ଝିଅର ଗୋଡ଼ ଭାଙ୍ଗିଦେଲେ
    ଦେଶ-ଦେଶାନ୍ତର

    ମାନବିକତା ଭୁଲିଗଲେ ଡାକ୍ତର, ଅପରେସନ ବାକି ଟଙ୍କା ନମିଳିବାରୁ ଝିଅର ଗୋଡ଼ ଭାଙ୍ଗିଦେଲେ

    14525
    Jun 04, 2026
  • କେରଳରେ ପ୍ରବେଶ କଲା ମୌସୁମୀ
    ଦେଶ-ଦେଶାନ୍ତର

    କେରଳରେ ପ୍ରବେଶ କଲା ମୌସୁମୀ

    14482
    Jun 04, 2026
  • ଆଧାରକାର୍ଡ ଅପଡେଟକୁ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ଆଧାରକାର୍ଡ ଅପଡେଟକୁ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ ?

    13645
    Jun 04, 2026
  • ତୃତୀୟ ବିବାହ କରିବେ ଅମିର ଖାନ୍
    ଦେଶ-ଦେଶାନ୍ତର

    ତୃତୀୟ ବିବାହ କରିବେ ଅମିର ଖାନ୍

    13444
    Jun 04, 2026
  • କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ସମେତ ୨୪ଟି ରାଜ୍ୟରେ ବର୍ଷା ସତର୍କତା
    ଦେଶ-ଦେଶାନ୍ତର

    କେରଳମ୍ ଛୁଇଁଲା ମୌସୁମୀ ବାୟୁ, ଓଡ଼ିଶା ସମେତ ୨୪ଟି ରାଜ୍ୟରେ ବର୍ଷା ସତର୍କତା

    13843
    Jun 04, 2026
  • ମାଲବିୟ ନଗର ଅଗ୍ନିକାଣ୍ଡ : ହସ୍ପିଟାଲରେ ବୁଢ଼ା ବାପାକୁ ଛାଡି ଜଳିଗଲେ ପୂରା ପରିବାର
    ଦେଶ-ଦେଶାନ୍ତର

    ମାଲବିୟ ନଗର ଅଗ୍ନିକାଣ୍ଡ : ହସ୍ପିଟାଲରେ ବୁଢ଼ା ବାପାକୁ ଛାଡି ଜଳିଗଲେ ପୂରା ପରିବାର

    14751
    Jun 04, 2026
  • ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’
    ମନୋରଞ୍ଜନ

    ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’

    15893
    Jun 03, 2026
  • ଦିଲ୍ଲୀ ମାଲବ୍ୟ ନଗର ଅଗ୍ନିକାଣ୍ଡରେ ୨୧ ମୃତକଙ୍କ ମଧ୍ୟରୁ ୧୮ ଜଣ ବିଦେଶୀ
    ଦେଶ-ଦେଶାନ୍ତର

    ଦିଲ୍ଲୀ ମାଲବ୍ୟ ନଗର ଅଗ୍ନିକାଣ୍ଡରେ ୨୧ ମୃତକଙ୍କ ମଧ୍ୟରୁ ୧୮ ଜଣ ବିଦେଶୀ

    13755
    Jun 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଆଧାରକାର୍ଡ ଅପଡେଟକୁ ନେଇ ଆସିଲା ଏହି ଖବର, ଜାଣନ୍ତୁ କ’ଣ ?

    13645
    Jun 04, 2026
  • ମନୋରଞ୍ଜନ

    ଜୁଲାଇ ୩ରେ ମୁକ୍ତିଲାଭ କରିବ ‘ଆଲ୍‌ଫା’

    15893
    Jun 03, 2026
  • ଦେଶ-ଦେଶାନ୍ତର

    କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର

    15719
    Jun 03, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16906
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17524
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17573
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17961
    Sep 06, 2023

ବିଶେଷ

  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14773
    Jun 03, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14687
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15229
    May 31, 2026
  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....

    15298
    May 30, 2026
  • ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ

    14904
    May 29, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15449
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15193
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15679
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14017
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର

    15719
    Jun 03, 2026
  • ତୃତୀୟ ବିବାହ କରିବେ ଅମିର ଖାନ୍

    13444
    Jun 04, 2026
  • ମୁଜାଫରପୁରର ପ୍ରସାଦ ହସ୍ପିଟାଲ ଆଇସିୟୁ ୱାର୍ଡରେ ନିଆଁ, ୩ ଜଣ ରୋଗୀଙ୍କ ମୃତ୍ୟୁ

    15612
    Jun 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In