ଗୃହରେ ମୁଲତବୀ ନୋଟିସ୍ ଆଣିଛି ବିରୋଧୀ ବିଜେଡି
ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଆଜି ତୃତୀୟ ଦିନ । ସେପଟେ ଗୃହରେ ମୁଲତବୀ ନୋଟିସ୍ ଆଣିଛି ବିରୋଧୀ ବିଜେଡି । ଶୂନ୍ୟକାଳରେ ଆଲୋଚନା ପାଇଁ ବିଜୁ ଜନତା ଦଳ ପକ୍ଷରୁ ମୁଲତବୀ ନୋଟିସ୍ ଦିଆଯାଇଛି । E-KYC ପରେ ସର୍ଭେ ନାଁରେ ରାସନ କାର୍ଡ କଟାଯାଉଥିବା ଅଭିଯୋଗ ଆଣିଛି ବିଜେଡି । ହିତାଧିକାରୀ ହଇରାଣ ହରକତ ହେଉଥିବା ବିଜେଡି ଅଭିଯୋଗ କରିଛି ।
Powered by Froala Editor