Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, March 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପେଟ୍ରୋଲିୟମ୍ ଗ୍ୟାସ୍ ଟ୍ୟାଙ୍କର ...

  • ଏସସିବି ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ...

  • ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ...

  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ...

  • ଏକ୍ସପ୍ରେସୱେର ଭୂମି ପୂଜନ କଲେ ମୋଦୀ

  • ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ...

  • ତୈଳ ଅଭାବର ପ୍ରଭାବ : ଥାଇଲାଣ୍ଡରେ ...

  • ସୁନା ଓ ରୂପା ଦର କେତେ ଅଛି ଜାଣନ୍ତୁ.....

  • LPG ସଙ୍କଟ : ୮୮ ଲକ୍ଷ ବୁକିଂ

  • ବିବାହ ବନ୍ଧନରେ ଷ୍ଟାର କ୍ରିକେଟର କୁଲଦୀପ

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ତାଞ୍ଜାନିଆରେ ବିକ୍ଷୋଭ, ୭୦୦ ମୃତ

ତାଞ୍ଜାନିଆରେ ବିକ୍ଷୋଭ, ୭୦୦ ମୃତ

2025-11-01 10:11:38
15687
Share:
Facebook
Twitter
E-Mail
WhatsApp
Telegram
ତାଞ୍ଜାନିଆରେ ବିକ୍ଷୋଭ, ୭୦୦ ମୃତ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ଦେଖାଦେଇଥିବା ଅନିୟମିତତାକୁ କେନ୍ଦ୍ରକରି ଆଫ୍ରିକୀୟ ରାଷ୍ଟ୍ର ତାଞ୍ଜାନିଆରେ ଗୁରୁବାର ବିକ୍ଷୋଭ ପ୍ରଦର୍ଶିତ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଏହା ହିଂସାର ରୂପ ନେଇଥିଲା। ପୁଲିସ ସହ ସଂଘର୍ଷରେ ପ୍ରାୟ ୭୦୦ ଲୋକ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ବିରୋଧୀ ଦଳର ପ୍ରାର୍ଥୀଙ୍କୁ ନିର୍ବାଚନ ଲଢିବାରୁ ବଞ୍ଚିତ କରାଯାଇଥିବାରୁ ଏହାର ପ୍ରତିବାଦରେ ତାଙ୍କର ସମର୍ଥକମାନେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିବା କୁହାଯାଇଛି। ହିଂସା ପରିପ୍ରେକ୍ଷୀରେ ଦେଶର ଡାର୍‌-ଏସ୍‌-ସଲାମ, ମୱାନ୍‌ଜା ଓ ଆରୁଶା ଭଳି ଏକାଧିକ ଗୁରୁତ୍ବପୂର୍ଣ୍ଣ ସହରରେ କର୍ଫ୍ୟୁ ଜାରି କରାଯାଇଛି। ଇଣ୍ଟରନେଟ ସେବାକୁ ବାତିଲ କରାଯାଇଥିବାବେଳେ ରାସ୍ତରେ ସେନା ଯବାନ ପଇଁତରା ମାରୁଛନ୍ତି। ୨୦୨୧ରେ କ୍ଷମତାକୁ ଆସିବା ପରଠାରୁ ରାଷ୍ଟ୍ରପତି ସାମିଆ ସୁଲୁହୁ ହାସାନ ଏକଛତ୍ରବାଦ ଶାସନ ଚଳାଉଥିବା ଅଭିଯୋଗ ହୋଇଛି। ମୁଖ୍ୟ ବିରୋଧୀ ଦଳ ଚାଡେମାର ନେତା ଟୁଣ୍ଡୁ ଲିସୁ ବର୍ତ୍ତମାନ ଜେଲରେ ଥିବାବେଳେ ଅନ୍ୟତମ ପ୍ରତିଦ୍ବନ୍ଦ୍ବୀ ଲୁହାଗା ଏମ୍‌ପିନାଙ୍କ ପ୍ରାର୍ଥିପତ୍ରକୁ ନାକଚ କରାଯାଇଛି।

ସୂଚନାଯୋଗ୍ୟ ଗତ ବୁଧବାର ଦେଶରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରପତି ସାମିଆ ଏଥିରେ ପ୍ରତିଦ୍ବନ୍ଦ୍ବିତା କରୁୁଥିବାବେଳେ ବିରୋଧୀ ଦଳର ଦୁଇ ଜଣ ପ୍ରତିଦ୍ବନ୍ଦ୍ବୀଙ୍କୁ ନିର୍ବାଚନ ଲଢିବାରୁ ବଞ୍ଚିତ କରାଯାଇଥିଲା। ବାଲଟ୍‌ ପେପରରେ ବିରୋଧୀ ପ୍ରାର୍ଥୀଙ୍କ ନାମ ନ ଥିବାରୁ ସେମାନଙ୍କର ସମର୍ଥକମାନେ ଉତ୍‌କ୍ଷିପ୍ତ ହୋଇପଡିଥିଲେ। ବୁଧବାରଠାରୁ ତାଞ୍ଜାନିଆର ବିଭିନ୍ନ ସହରରେ ଲୋକେ ରାସ୍ତାକୁ ଓହ୍ଲାଇ ଆସି ବିକ୍ଷୋଭ ପ୍ରଦର୍ଶନ କରିବା ସହ ବ୍ୟାପକ ପୋଡାଜଳା ମଧ୍ୟ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବାକୁ ପୁଲିସ ପକ୍ଷରୁ ପ୍ରଥମେ ଲାଠିଚାଳନା ଓ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ସେନାକୁ ମୁତୟନ କରାଯାଇଥିଲା। ସେନା ଯବାନଙ୍କ କାର୍ଯ୍ୟାନୁଷ୍ଠାନରେ ୭୦୦ ଲୋକଙ୍କର ପ୍ରାଣହାନି ଘଟିଥିବା ଜଣାପଡିଛି। 

Powered by Froala Editor

Tags 700 dead

Related articles Odisha News Lens 4.1

  • ପେଟ୍ରୋଲିୟମ୍ ଗ୍ୟାସ୍ ଟ୍ୟାଙ୍କର ଶିବାଲିକ୍ ପହଞ୍ଚିଲା ଗୁଜରାଟର ମୁନ୍ଦ୍ରା ବନ୍ଦରରେ
    ଦେଶ-ଦେଶାନ୍ତର

    ପେଟ୍ରୋଲିୟମ୍ ଗ୍ୟାସ୍ ଟ୍ୟାଙ୍କର ଶିବାଲିକ୍ ପହଞ୍ଚିଲା ଗୁଜରାଟର ମୁନ୍ଦ୍ରା ବନ୍ଦରରେ

    13987
    Mar 16, 2026
  • ବିବାହ ବନ୍ଧନରେ ଷ୍ଟାର କ୍ରିକେଟର କୁଲଦୀପ
    ମନୋରଞ୍ଜନ

    ବିବାହ ବନ୍ଧନରେ ଷ୍ଟାର କ୍ରିକେଟର କୁଲଦୀପ

    14679
    Mar 15, 2026
  • ଏକ୍ସପ୍ରେସୱେର ଭୂମି ପୂଜନ କଲେ ମୋଦୀ
    ଦେଶ-ଦେଶାନ୍ତର

    ଏକ୍ସପ୍ରେସୱେର ଭୂମି ପୂଜନ କଲେ ମୋଦୀ

    14626
    Mar 15, 2026
  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର
    ବିଶେଷ

    ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13659
    Mar 15, 2026
  • ଏସସିବି ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ...
    ଦେଶ-ଦେଶାନ୍ତର

    ଏସସିବି ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ...

    13570
    Mar 16, 2026
  • ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ହେବ ଘୋଷଣା
    ଦେଶ-ଦେଶାନ୍ତର

    ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ହେବ ଘୋଷଣା

    13722
    Mar 15, 2026
  • LPG ସଙ୍କଟ : ୮୮ ଲକ୍ଷ ବୁକିଂ
    ଦେଶ-ଦେଶାନ୍ତର

    LPG ସଙ୍କଟ : ୮୮ ଲକ୍ଷ ବୁକିଂ

    14357
    Mar 15, 2026
  • ତୈଳ ଅଭାବର ପ୍ରଭାବ : ଥାଇଲାଣ୍ଡରେ “ଓ଼୍ବାର୍କ ଫର୍ମ ହୋମ”, ଫିଲିପାଇନ୍ସରେ ୪ ଦିନିଆ ...
    ଦେଶ-ଦେଶାନ୍ତର

    ତୈଳ ଅଭାବର ପ୍ରଭାବ : ଥାଇଲାଣ୍ଡରେ “ଓ଼୍ବାର୍କ ଫର୍ମ ହୋମ”, ଫିଲିପାଇନ୍ସରେ ୪ ଦିନିଆ ...

    13691
    Mar 15, 2026
  • ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ୮ ଆହତ
    ଦେଶ-ଦେଶାନ୍ତର

    ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ୮ ଆହତ

    14606
    Mar 16, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏସସିବି ମୃତକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

    13570
    Mar 16, 2026
  • ବିଶେଷ

    ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13659
    Mar 15, 2026
  • ମନୋରଞ୍ଜନ

    ବିବାହ ବନ୍ଧନରେ ଷ୍ଟାର କ୍ରିକେଟର କୁଲଦୀପ

    14679
    Mar 15, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17372
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17436
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17782
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16254
    Apr 03, 2021

ବିଶେଷ

  • ନିୟମିତ କ୍ଷୀର ପିଇଲେ ଦନ୍ତକ୍ଷୟଜନିତ ସମସ୍ୟା ହେବ ଦୂର

    13659
    Mar 15, 2026
  • ବର୍ଷେ ପୂର୍ବରୁ ପିଲାଙ୍କ ଖାଦ୍ୟରେ ଲୁଣ ଦେବା ସ୍ୱାସ୍ଥ୍ୟ ପାଇଁ ହୋଇପାରେ କ୍ଷତିକାରକ

    14183
    Mar 14, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13940
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    14510
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15125
    Mar 08, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15681
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15143
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14993
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14503
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଇରାନର କ୍ଷେପଣାସ୍ତ୍ର ମାଡରେ ଇସ୍ରାଏଲରେ ୮ ଆହତ

    14606
    Mar 16, 2026
  • ଏକ୍ସପ୍ରେସୱେର ଭୂମି ପୂଜନ କଲେ ମୋଦୀ

    14626
    Mar 15, 2026
  • ବିବାହ ବନ୍ଧନରେ ଷ୍ଟାର କ୍ରିକେଟର କୁଲଦୀପ

    14679
    Mar 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In