୪୦ଭରି ସୁନା ସହ ୨୫ଲକ୍ଷ ଟଙ୍କା ନେଇ ଲୁଟେରା ଫେରାର
ଭୁବନେଶ୍ବର: ବନ୍ଧୁକ ଦେଖାଇଲେ, ହାତଗୋଡ ବାନ୍ଧି ୪୦ଭରି ସୁନା ଲୁଟି ନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଜଣେ ବ୍ୟବସାୟୀଙ୍କ ଘରେ । ୫ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଘରେ ପଶି ଜଣେ ମହିଳା ଓ ତାଙ୍କ ଝିଅକୁ ବାନ୍ଧି ଲୁଟ କରିଥିବା ଅଭିଯୋଗ ହୋଇଛି । ୪୦ଭରି ସୁନା ନଗଦ ୨୫ଲକ୍ଷ ଟଙ୍କା ନେଇ ୫ଜଣ ଦୁର୍ବୃତ୍ତ ଫେରାର ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।
Powered by Froala Editor