ଓକିଲାତନାମା ଦାଖଲ କଲେ ୪୪ଜଣ ଓକିଲ, ବିକ୍ରମଙ୍କ ପାଇଁ ଲଢିବେ
ଭୁବନେଶ୍ବର: ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇଥିବା ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ପାଇଁ ଲଢିବେ ୪୪ଜଣ ଓକିଲ । ଏନେଇ କୋର୍ଟରେ ଓକିଲାତନାମା ଦାଖଲ କରିଛନ୍ତି ୪୪ଜଣ ଓକିଲ । ବିକ୍ରମଙ୍କ ସହ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ବି ସେମାନେ ଲଢିବେ ବୋଲି ସୂଚନା ମିଳୁଛି । ଆଜି ବିକ୍ରମ ପଣ୍ଡାଙ୍କ ପାଇଁ ଜାମିନ ଆବେଦନ କରାଯିବ ।
Powered by Froala Editor