ହୋଟେଲରେ ପୁଲିସର ଚଢାଉ
କଟକ: ସକାଳୁ ସକାଳୁ କଟକ ଶିଖରପୁର ଅଞ୍ଚଳରେ ଥିବା ଏକ ହୋଟେଲରେ ପୁଲିସର ଚଢାଉ । ଏନେଇ ହୋଟେଲ ଭିତରେ ଥିବା କିଛି ସନ୍ଦିଗ୍ଦ ଲୋକଙ୍କୁ ପଚରା ଉଚୁରା କରୁଛି ପୁଲିସ । ମିଳିଥିବା ସୂଚନା ଅନୁସାରେ ବାହାର ରାଜ୍ୟରୁ ୩୦ଜଣ ସନ୍ଦିଗ୍ଧ ହୋଟେଲରେ ଏକାଧିକ ରୁମ୍ ନେଇ ରହିଥିଲେ । କ୍ରିପ୍ଟୋ କରେନ୍ସି ନେଇ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି ।
Powered by Froala Editor