ଏହି ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ କାଏମ
ନୂଆପଡା: ସତ୍ୟପାଠରେ ନିଜ ଅପରାଧିକ ତଥ୍ୟ ଲୁଚାଇଥିବାରୁ ନୂଆପଡା ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥିପତ୍ର ନାକଚ କରିବା ପାଇଁ ଭାରତୀୟ ଜନତା ପାର୍ଟି ଦାବି କରିଥିଲା । ଏନେଇ ଆଜି ବିଜେପି ପକ୍ଷରୁ ଉଚ୍ଚ ନ୍ୟାୟାଳୟରୁ ଓକିଲ ଆଣି ଜାତୀୟ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମାଙ୍କନ ନାକଚ କରିବା ପାଇଁ ଆବେଦନ କରିଥିଲେ। ଘାସିରାମଙ୍କ ପାଇଁ ମଧ୍ୟ ନିଜେ ଭକ୍ତଦସଙ୍କ ସହ ନୂଆପଡ଼ାର ବରିଷ୍ଠ ଓକିଲ ଶେତରାମ୍ ଦେୱାଙ୍ଗନ ଉପସ୍ଥିତ ଥିଲେ। ସୂଚନା ମୁତାବକ ଉଭୟ ବିଜେପିର ପ୍ର।।ର୍ଥୀ ଜୟ ଢୋଲକିଆ ଓ ଜାତୀୟ କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମାଙ୍କନ କାଏମ ରହିଛି।
Powered by Froala Editor