ମାଲକାନଗିରିରେ ବି ଛୁଟି ବାତିଲ
ଭୁବନେଶ୍ବର:କୋରାପୁଟ ପରେ ମାଲକାନଗିରିରେ ବି ସରକାରୀ କର୍ମୀଚାରୀଙ୍କ ଛୁଟି ବାତିଲ କରାଯାଇଛି । ଆସନ୍ତା ୨୮ ତାରିଖ ଯାଏଁ ଜିଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲାପାଳ । ଏହାସହିତ ହେଡ୍ କ୍ୱାର୍ଟର୍ସ ନଛାଡିବା ପାଇଁ ସରକାରୀ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି । ଜିଲାପାଳଙ୍କ ଅନୁମତି ବିନା ମୁଖ୍ୟାଳୟ ନଛାଡିବାକୁ କୁହାଯାଇଛି ।
Powered by Froala Editor