'ସୁଭଦ୍ରା"କୁ ନେଇ ଆସିଲା ବଡ ଖବର ଜାଣନ୍ତୁ କ’ଣ ?

ଭୁବନେଶ୍ୱର : ‘ସୁଭଦ୍ରା’ ଯୋଜନାକୁ ନେଇ ପୁଣି ଆସିଲା ବଡ ଓ ଖୁସି ଖବର । ଅଗଷ୍ଟ ୯ ତାରିଖ ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ୍ । ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ୨୧ ବର୍ଷ ହୋଇଥିବା ଯୁବତୀ/ମହିଳା ଆବେଦନ କରି ପାରିବେ । ଅଗଷ୍ଟ ୯ ତାରିଖରେ ତୃତୀୟ କିସ୍ତି ଟଙ୍କା ହିତାଧିକାରୀଙ୍କୁ ମିଳିବା ପରେ ସୁଭଦ୍ରା ପୋର୍ଟାଲ୍ ପୁଣି ଖୋଲିବ । ୨ ଲକ୍ଷ ମହିଳାଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ଯେଉଁମାନେ ଗାଡି କିଣିଛନ୍ତି, ଆୟକର ରିର୍ଟନ ଦେଇଛନ୍ତି, ଜମି କିଣିଛନ୍ତି, ସେମାନଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ବାଦ୍ ପଡିଥିବା ହିତାଧିକାରୀଙ୍କୁ ଯୋଡିବାକୁ ଆଉ ଥରେ ସର୍ଭେ ହେବ।
Powered by Froala Editor