ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଟିମ
ଭୁବନେଶ୍ଵର: ଭିଜିଲାନ୍ସ ଜାଲରେ ଆର୍ ଆଣ୍ଡ ବି ଡିଭିଜନ୍ ର ସହକାରୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀ ରାଜକିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଟିମ। ସେ ଭୁବନେଶ୍ଵର ଆର୍ ଆଣ୍ଡ ବି ଡିଭିଜନ୍ ୩ରେ କାର୍ଯ୍ୟରତ ଅଛନ୍ତି। ଭୁବନେଶ୍ଵରର ୮ଟି ଏବଂ ନୟାଗଡର ଦୁଇଟି ସ୍ଥାନ , ପୈତୃକ ଗାଁ ଏବଂ ଶ୍ଵଶୂର ଘରେ ଛାନ୍ଭିନ୍ ଚାଲିଛି।
Powered by Froala Editor