ନବମ ଶ୍ରେଣୀ ଛାତ୍ରୀଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ
ଜଗତସିଂହପୁର: ଜଗତସିଂହପୁରର କୁଜଙ୍ଗ ଥାନା ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ତାଙ୍କର ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇଛି । ପୀଡ଼ିତା ଜଗତସିଂହପୁର ସଦର ମହକୁମା ମେଡିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଏହି ଘଟଣାର ତଦନ୍ତ କରୁଛି କୁଜଙ୍ଗ ଥାନା ପୁଲିସ ।
Powered by Froala Editor