କମିଲା ସୁନା ଦାମ୍, ଜାଣନ୍ତୁ କେତେ ?
ଭୁବନେଶ୍ୱର : କମିଲା ସୁନା ଦାମ୍ । ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୧,୦୦,୯୭୦ ଟଙ୍କା ରହିଛି । ଗତକାଲି ୧,୦୨,୩୩୦ ଟଙ୍କା ଥିଲା । ଏଥିରେ ୧,୩୬୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ୧୦ ଗ୍ରାମ୍ ସୁନା ଦାମ୍ ୯୨,୫୫୦ ଟଙ୍କା ରହିଛି । ଗତକାଲି ୯୩,୮୦୦ ଟଙ୍କା ଥିଲା । ଏଥିରେ ୧,୨୫୦ ଟଙ୍କା ହ୍ରାସ ହୋଇଛି ।
Powered by Froala Editor