Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 23, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଠାରୁ ଅଧିକ ଆୟ ...

  • ଭାରତରେ ପହଞ୍ଚିଲା ୩ଟି ଆପାଚି ଆଟାକ୍ ...

  • ୬୨ ବର୍ଷ ପରେ ଲଢ଼ୁଆ ବିମାନ ମିଗ୍‌-୨୧କୁ ...

  • ଶ୍ରମିକଙ୍କ ପାଇଁ ଲିଫ୍ଟରୁ ଉଦ୍ଧାର ପାଇଲେ ...

  • ଖଣ୍ଡାରେ ଦୋକାନୀଙ୍କୁ ହାଣି ପକାଇଲେ ...

  • ଦିଖାଙ୍କ ‘ଡଙ୍ଗା ନୃତ୍ୟ’ ପରେ ଟ୍ରେଣ୍ଡ୍ ...

  • ଓବାମାଙ୍କୁ ଟାର୍ଗେଟ କରି AI ଭିଡିଓ ଶେୟାର ...

  • ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ...

  • ନିୟମିତ ମୁଗ ଡ଼ାଲି ପାଣି ପିଇଲେ ହୃଦୟ ...

  • ବାର ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇପାରେ ...

ବିଶେଷ
Home ›› ବିଶେଷ ››ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଠାରୁ ଅଧିକ ଆୟ କରନ୍ତି ତାଙ୍କ ନାତୁଣୀ

ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଠାରୁ ଅଧିକ ଆୟ କରନ୍ତି ତାଙ୍କ ନାତୁଣୀ

2025-07-22 19:06:27
15293
Share:
Facebook
Twitter
E-Mail
WhatsApp
Telegram
ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଠାରୁ ଅଧିକ ଆୟ କରନ୍ତି ତାଙ୍କ ନାତୁଣୀ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଆୟଠୁ ତାଙ୍କ ନାତୁଣୀ କାଇ ଟ୍ରମ୍ପ୍‌ଙ୍କ ଆୟ ବେଶୀ । ୧୮ ବର୍ଷୀୟା କାଇ ଟ୍ରମ୍ପ୍ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ତୁଳନାରେ ୫ ଗୁଣ ଅଧିକ ଆୟ କରୁଛନ୍ତି । ମଡେଲିଂ ଓ ବିଜ୍ଞାପନରୁ ସେ ବର୍ଷକୁ ୨୫ ଲକ୍ଷ ଡଲାର ଆୟ କରୁଛନ୍ତି । ଡୋନାଲ୍ଡ ଟ୍ରମ୍ପ୍ ରାଷ୍ଟ୍ରପତି ଭାବେ ବର୍ଷକୁ ୪ ଲକ୍ଷ ଡଲାର ପାଉଛନ୍ତି । ଯାହା ତାଙ୍କ ରାଷ୍ଟ୍ରପତି ଜେଜେଙ୍କ ଦରମାଠୁ ଅଧିକ ।

୨୦୨୫ରେ କାଇ ଟ୍ରମ୍ପ୍‌ଙ୍କ ନେଟ୍ ସମ୍ପତ୍ତି ୨.୧ କୋଟି ଡଲାର ଆକଳନ କରାଯାଇଛି । ଏହା କେମିତି ସମ୍ଭବ ବୋଲି ଅନେକଙ୍କୁ ଚକିତ କରିଛି । ସୋସିଆଲ ମିଡିଆରେ କାଇଙ୍କର ୬୦ ଲକ୍ଷ ଫଲୋଅର୍ ଅଛନ୍ତି । ମଡେଲିଂ, ସୋସିଆଲ ମିଡିଆ ସ୍ପନ୍‌ସରସିପ୍ ଓ ବିଜ୍ଞାପନ ଚୁକ୍ତି ଜରିଆରେ ସେ ବର୍ଷକୁ ଏହି ଆୟ କରୁଛନ୍ତି । ତାଙ୍କ ପରିବାର ଦ୍ୱାରା ସ୍ଥାପିତ ୧.୬ କୋଟି ଡଲାର ଟ୍ରଷ୍ଟ୍ ପାଣ୍ଠି ତାଙ୍କ ପାଖରେ ରହିଛି, ଯାହା ଜେପିମୋର୍ଗାନ ଦ୍ୱାରା ପରିଚାଳିତ ହେଉଛି । ଏହି ଟ୍ରଷ୍ଟ୍ ତାଙ୍କୁ ଭବିଷ୍ୟତରେ ଅଧିକ ଆର୍ଥିକ ସୁରକ୍ଷା ଓ ସ୍ୱାଧୀନତା ଦେବ । ଟିକ୍‌ଟକ୍‌ରେ ତାଙ୍କର ୩୨ ଲକ୍ଷ ଫଲୋଅର୍ ଅଛନ୍ତି । ଇନ୍‌ଷ୍ଟାଗ୍ରାମ୍‌ରେ ୧୮ ଲକ୍ଷ ଏବଂ ୟୁଟ୍ୟୁବ୍‌ରେ ୧୧.୭ ଲକ୍ଷ ଫଲୋଅର୍ ଅଛନ୍ତି । କାଇ ମିଆମି ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବା ପୂର୍ବରୁ ଆସେଲେରେଟର୍ ଆକ୍ଟିଭ୍ ଏନର୍ଜି, ଲିଫ୍ ଟ୍ରେଡିଂ କାର୍ଡସ୍ ଓ ଟେଲର୍‌ମେଡ୍ ଗଲ୍‌ଫ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି ।

Powered by Froala Editor

Tags trump

Related articles Odisha News Lens 4.1

  • ଭାରତରେ ପହଞ୍ଚିଲା ୩ଟି ଆପାଚି ଆଟାକ୍ ହେଲିକପ୍ଟର
    ଦେଶ-ଦେଶାନ୍ତର

    ଭାରତରେ ପହଞ୍ଚିଲା ୩ଟି ଆପାଚି ଆଟାକ୍ ହେଲିକପ୍ଟର

    13703
    Jul 22, 2025
  • ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଠାରୁ ଅଧିକ ଆୟ କରନ୍ତି ତାଙ୍କ ନାତୁଣୀ
    ବିଶେଷ

    ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଠାରୁ ଅଧିକ ଆୟ କରନ୍ତି ତାଙ୍କ ନାତୁଣୀ

    15293
    Jul 22, 2025
  • ଓବାମାଙ୍କୁ ଟାର୍ଗେଟ କରି AI ଭିଡିଓ ଶେୟାର କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଓବାମାଙ୍କୁ ଟାର୍ଗେଟ କରି AI ଭିଡିଓ ଶେୟାର କଲେ ଟ୍ରମ୍ପ

    14581
    Jul 22, 2025
  • ଦିଖାଙ୍କ ‘ଡଙ୍ଗା ନୃତ୍ୟ’ ପରେ ଟ୍ରେଣ୍ଡ୍ କରୁଛି ‘ଅରା ଫାର୍ମିଂ’
    ବିଶେଷ

    ଦିଖାଙ୍କ ‘ଡଙ୍ଗା ନୃତ୍ୟ’ ପରେ ଟ୍ରେଣ୍ଡ୍ କରୁଛି ‘ଅରା ଫାର୍ମିଂ’

    15329
    Jul 22, 2025
  • ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା
    ଦେଶ-ଦେଶାନ୍ତର

    ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା

    13467
    Jul 22, 2025
  • ୬୨ ବର୍ଷ ପରେ ଲଢ଼ୁଆ ବିମାନ ମିଗ୍‌-୨୧କୁ ଅବସର
    ଦେଶ-ଦେଶାନ୍ତର

    ୬୨ ବର୍ଷ ପରେ ଲଢ଼ୁଆ ବିମାନ ମିଗ୍‌-୨୧କୁ ଅବସର

    14181
    Jul 22, 2025
  • ଶ୍ରମିକଙ୍କ ପାଇଁ ଲିଫ୍ଟରୁ ଉଦ୍ଧାର ପାଇଲେ ବିଧାୟକମାନେ
    ଦେଶ-ଦେଶାନ୍ତର

    ଶ୍ରମିକଙ୍କ ପାଇଁ ଲିଫ୍ଟରୁ ଉଦ୍ଧାର ପାଇଲେ ବିଧାୟକମାନେ

    14948
    Jul 22, 2025
  •  ବାର ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇପାରେ ଏହି ରୋଗର ଲକ୍ଷଣ
    ବିଶେଷ

    ବାର ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇପାରେ ଏହି ରୋଗର ଲକ୍ଷଣ

    15719
    Jul 22, 2025
  • ଖଣ୍ଡାରେ ଦୋକାନୀଙ୍କୁ ହାଣି ପକାଇଲେ ମୁଖାପିନ୍ଧା ଯୁବକ
    ଅପରାଧ

    ଖଣ୍ଡାରେ ଦୋକାନୀଙ୍କୁ ହାଣି ପକାଇଲେ ମୁଖାପିନ୍ଧା ଯୁବକ

    15123
    Jul 22, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଶ୍ରମିକଙ୍କ ପାଇଁ ଲିଫ୍ଟରୁ ଉଦ୍ଧାର ପାଇଲେ ବିଧାୟକମାନେ

    14948
    Jul 22, 2025
  • ଦେଶ-ଦେଶାନ୍ତର

    ଭାରତରେ ପହଞ୍ଚିଲା ୩ଟି ଆପାଚି ଆଟାକ୍ ହେଲିକପ୍ଟର

    13703
    Jul 22, 2025
  • ଦେଶ-ଦେଶାନ୍ତର

    ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା

    13467
    Jul 22, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16633
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16746
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17066
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15549
    Apr 03, 2021

ବିଶେଷ

  • ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଠାରୁ ଅଧିକ ଆୟ କରନ୍ତି ତାଙ୍କ ନାତୁଣୀ

    15294
    Jul 22, 2025
  • ଦିଖାଙ୍କ ‘ଡଙ୍ଗା ନୃତ୍ୟ’ ପରେ ଟ୍ରେଣ୍ଡ୍ କରୁଛି ‘ଅରା ଫାର୍ମିଂ’

    15329
    Jul 22, 2025
  • ନିୟମିତ ମୁଗ ଡ଼ାଲି ପାଣି ପିଇଲେ ହୃଦୟ ରହିଥାଏ ସୁସ୍ଥ

    14694
    Jul 22, 2025
  • ବାର ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇପାରେ ଏହି ରୋଗର ଲକ୍ଷଣ

    15719
    Jul 22, 2025
  • ଶ୍ରାବଣ ମାସରେ ଏହା କଲେ ମିଳେ ପ୍ରଭୁଙ୍କ କୃପା

    15180
    Jul 21, 2025

ବାଣିଜ୍ୟ

ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

ନ୍ୟୁବର୍ଗ ଗ୍ରୁପ ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ସମଗ୍ର ଝାଡ଼ଖଣ୍ଡରେ ନିଦାନ ସୁବିଧା ଆରମ୍ଭ କରିବା ପାଇଁ ୧୦୦କୋଟିରୁ ଅଧିକ ଟଙ୍କା ନିବେଶର ପ୍ରତିଶ୍ରୁତି ଦେଇଛି, ହର୍ମୁ କଲୋନିରେ ୩୦ କୋଟି ଟଙ୍କା ବ୍ୟୟରେ ପ୍ରଥମ କ ...

  • ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ‘ଭକ୍ତି ପଥେ’ ଅଭିଯାନରେ ତଲ୍ଲୀନ କଲେ

    14431
    Jul 19, 2025
  • ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

    15011
    Jul 09, 2025
  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15895
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16424
    Jul 01, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା

    13467
    Jul 22, 2025
  • ବାର ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇପାରେ ଏହି ରୋଗର ଲକ୍ଷଣ

    15719
    Jul 22, 2025
  • ଖଣ୍ଡାରେ ଦୋକାନୀଙ୍କୁ ହାଣି ପକାଇଲେ ମୁଖାପିନ୍ଧା ଯୁବକ

    15123
    Jul 22, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In