Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, July 22, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓବାମାଙ୍କୁ ଟାର୍ଗେଟ କରି AI ଭିଡିଓ ଶେୟାର ...

  • ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ...

  • ନିୟମିତ ମୁଗ ଡ଼ାଲି ପାଣି ପିଇଲେ ହୃଦୟ ...

  • ବାର ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇପାରେ ...

  • ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

  • ଏୟାର ଇଣ୍ଡିଆ ବିମାନର ୩ଟି ଟାୟାର ଫାଟିଗଲା

  • ୟୁଏଇ ଫ୍ଲାଟରୁ ମିଳିଲା ମହିଳାଙ୍କ ମୃତଦେହ

  • ଦକ୍ଷିଣ ଭାରତର ୪ ଫିଲ୍ମ ଷ୍ଟାରଙ୍କୁୁ ଇଡି ...

  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ...

  • ଶ୍ରାବଣ ମାସରେ ଏହା କଲେ ମିଳେ ପ୍ରଭୁଙ୍କ ...

ବିଶେଷ
Home ›› ବିଶେଷ ››ଶ୍ରାବଣ ମାସରେ ଏହା କଲେ ମିଳେ ପ୍ରଭୁଙ୍କ କୃପା

ଶ୍ରାବଣ ମାସରେ ଏହା କଲେ ମିଳେ ପ୍ରଭୁଙ୍କ କୃପା

2025-07-21 16:19:40
14998
Share:
Facebook
Twitter
E-Mail
WhatsApp
Telegram
ଶ୍ରାବଣ ମାସରେ ଏହା କଲେ ମିଳେ ପ୍ରଭୁଙ୍କ କୃପା

ହିନ୍ଦୁ ଧର୍ମରେ ଶ୍ରାବଣ ମାସର ବିଶେଷ ମହତ୍ତ୍ୱ ରହିଛି। ଭଗବାନ ଶିବଙ୍କୁ ଏହି ପବିତ୍ର ମାସରେ ନିଷ୍ଠାର ସହ ଉପାସନା କଲେ ପ୍ରଭୁ କୃପା ମିଳିବା ସହ ରୋଗବ୍ୟାଧିରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ଅଛି। ତେବେ ଏହି ମାସରେ ଆଉ କ’ଣ କରିବା ଶୁଭ ହୋଇଥାଏ ଜାଣନ୍ତୁ ସେ ସମ୍ପର୍କରେ…
* ଏହି ମାସରେ ବ୍ରାହ୍ମଣ ତଥା ଗରିବ, ଅସହାୟ ଲୋକଙ୍କୁ ଦାନପୁଣ୍ୟ କରିବା ଶୁଭ। ଖାସ୍‌ କରି ଅନ୍ନ, ବସ୍ତ୍ର, ଜଳ, ଛତା ତଥା ଧାର୍ମିକ ପୁସ୍ତକ ଦାନ କରିବା ଉତ୍ତମ ଫଳ ପ୍ରଦାନ କରିଥାଏ।
* ସାତ୍ତ୍ୱିକ ଭୋଜନ କରିବା ଏ ମାସରେ ଶୁଭ ହୋଇଥାଏ।
* ମହାଦେବଙ୍କୁ ବେଲପତ୍ର, ଦୁଦୁରା ଫୁଲ ଆଦି ଅର୍ପଣ କରିବା ଶୁଭ ହୋଇଥାଏ।
* ରୁଦ୍ରାଭିଷେକ କରାଇବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। ପ୍ରଭୁଙ୍କର କରୁଣା ଥିଲେ ପୂଜା ସଫଳ ହୋଇ ମନୋସ୍କାମନା ପୂରଣ ହୁଏ।
* ଏହି ମାସରେ ପ୍ରତି ସୋମବାର ଦିନ ପବିତ୍ର ମନରେ ୧୦୮ ଥର ଓଁନମଃ ଶିବାୟ ଏବଂ ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ପ୍ରଭୁ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି।
* ଗୋ-ସେବା କରିବା ମଧ୍ୟ ଏହି ମାସରେ ଶୁଭ ଫଳ ପ୍ରଦାନ କରିଥାଏ।

Powered by Froala Editor

Tags Mahadev

Related articles Odisha News Lens 4.1

  •  ବାର ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇପାରେ ଏହି ରୋଗର ଲକ୍ଷଣ
    ବିଶେଷ

    ବାର ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇପାରେ ଏହି ରୋଗର ଲକ୍ଷଣ

    15531
    Jul 22, 2025
  • ୟୁଏଇ ଫ୍ଲାଟରୁ ମିଳିଲା ମହିଳାଙ୍କ ମୃତଦେହ
    ଦେଶ-ଦେଶାନ୍ତର

    ୟୁଏଇ ଫ୍ଲାଟରୁ ମିଳିଲା ମହିଳାଙ୍କ ମୃତଦେହ

    14786
    Jul 21, 2025
  • ନିୟମିତ ମୁଗ ଡ଼ାଲି ପାଣି ପିଇଲେ ହୃଦୟ ରହିଥାଏ ସୁସ୍ଥ
    ବିଶେଷ

    ନିୟମିତ ମୁଗ ଡ଼ାଲି ପାଣି ପିଇଲେ ହୃଦୟ ରହିଥାଏ ସୁସ୍ଥ

    14507
    Jul 22, 2025
  • ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର
    ଦେଶ-ଦେଶାନ୍ତର

    ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

    15611
    Jul 21, 2025
  • ଶ୍ରାବଣ ମାସରେ ଏହା କଲେ ମିଳେ ପ୍ରଭୁଙ୍କ କୃପା
    ବିଶେଷ

    ଶ୍ରାବଣ ମାସରେ ଏହା କଲେ ମିଳେ ପ୍ରଭୁଙ୍କ କୃପା

    14998
    Jul 21, 2025
  • ଦକ୍ଷିଣ ଭାରତର ୪ ଫିଲ୍ମ ଷ୍ଟାରଙ୍କୁୁ ଇଡି ସମନ
    ମନୋରଞ୍ଜନ

    ଦକ୍ଷିଣ ଭାରତର ୪ ଫିଲ୍ମ ଷ୍ଟାରଙ୍କୁୁ ଇଡି ସମନ

    14847
    Jul 21, 2025
  • ଏୟାର ଇଣ୍ଡିଆ ବିମାନର ୩ଟି ଟାୟାର ଫାଟିଗଲା
    ଦେଶ-ଦେଶାନ୍ତର

    ଏୟାର ଇଣ୍ଡିଆ ବିମାନର ୩ଟି ଟାୟାର ଫାଟିଗଲା

    14697
    Jul 21, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ...
    ବାଣିଜ୍ୟ

    ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ...

    13893
    Jul 21, 2025
  • ଓବାମାଙ୍କୁ ଟାର୍ଗେଟ କରି AI ଭିଡିଓ ଶେୟାର କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ଓବାମାଙ୍କୁ ଟାର୍ଗେଟ କରି AI ଭିଡିଓ ଶେୟାର କଲେ ଟ୍ରମ୍ପ

    14393
    Jul 22, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଶ୍ରାବଣ ମାସରେ ଏହା କଲେ ମିଳେ ପ୍ରଭୁଙ୍କ କୃପା

    14998
    Jul 21, 2025
  • ଦେଶ-ଦେଶାନ୍ତର

    ୟୁଏଇ ଫ୍ଲାଟରୁ ମିଳିଲା ମହିଳାଙ୍କ ମୃତଦେହ

    14786
    Jul 21, 2025
  • ଦେଶ-ଦେଶାନ୍ତର

    ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର

    15611
    Jul 21, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16632
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16744
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17064
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15547
    Apr 03, 2021

ବିଶେଷ

  • ନିୟମିତ ମୁଗ ଡ଼ାଲି ପାଣି ପିଇଲେ ହୃଦୟ ରହିଥାଏ ସୁସ୍ଥ

    14507
    Jul 22, 2025
  • ବାର ବାର ମୁଣ୍ଡବିନ୍ଧା ହେଉଥିଲେ ହୋଇପାରେ ଏହି ରୋଗର ଲକ୍ଷଣ

    15531
    Jul 22, 2025
  • ଶ୍ରାବଣ ମାସରେ ଏହା କଲେ ମିଳେ ପ୍ରଭୁଙ୍କ କୃପା

    14999
    Jul 21, 2025
  • ଚପଲ ଓଲଟା ରଖିଲେ ହୋଇଥାଏ ଏହା

    14203
    Jul 19, 2025
  • ଶୁଭ କଳସ ବସାଇବାର ନିୟମ

    13880
    Jul 19, 2025

ବାଣିଜ୍ୟ

ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

ନ୍ୟୁବର୍ଗ ଗ୍ରୁପ ଆସନ୍ତା ଦୁଇ-ତିନି ବର୍ଷ ମଧ୍ୟରେ ସମଗ୍ର ଝାଡ଼ଖଣ୍ଡରେ ନିଦାନ ସୁବିଧା ଆରମ୍ଭ କରିବା ପାଇଁ ୧୦୦କୋଟିରୁ ଅଧିକ ଟଙ୍କା ନିବେଶର ପ୍ରତିଶ୍ରୁତି ଦେଇଛି, ହର୍ମୁ କଲୋନିରେ ୩୦ କୋଟି ଟଙ୍କା ବ୍ୟୟରେ ପ୍ରଥମ କ ...

  • ଋଥଯାତ୍ରା ୨୦୨୫ରେ ୧ ଲକ୍ଷରୁ ଅଧିକ ଭକ୍ତ ଆଧ୍ୟାତ୍ମିକ ଭାବରେ ନିଜକୁ ଆଶୀର୍ବାଦର ‘ଭକ୍ତି ପଥେ’ ଅଭିଯାନରେ ତଲ୍ଲୀନ କଲେ

    14430
    Jul 19, 2025
  • ଆଦିତ୍ୟ ଆଲୁମିନିୟମ ର ପ୍ରତିଭା ସମ୍ମାନ ରେ ସମ୍ମାନିତ ହେଲେ ରେଙ୍ଗାଲି ବ୍ଲକ ର ୨୩ ଜଣ ଛାତ୍ର ଛାତ୍ରୀ

    15010
    Jul 09, 2025
  • ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି

    15894
    Jul 04, 2025
  • ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି

    16423
    Jul 01, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫା

    13276
    Jul 22, 2025
  • ଦକ୍ଷିଣ ଭାରତର ୪ ଫିଲ୍ମ ଷ୍ଟାରଙ୍କୁୁ ଇଡି ସମନ

    14847
    Jul 21, 2025
  • ନ୍ୟୁବର୍ଗ ପଲ୍ସ-ମହେନ୍ଦ୍ର ସିଂହ ଧୋନିଙ୍କ ସହଭାଗିତାରେ ରାଞ୍ଚିରେ ସ୍ୱୟଂ ସମ୍ପୂର୍ଣ୍ଣ ସମନ୍ଵିତ ନିଦାନ କେନ୍ଦ୍ର ଆରମ୍ଭ, ଏଥିରେ ରହିଛି, ସହରର ପ୍ରଥମ ଉନ୍ନତ ପେଟ୍-ସିଟି (PET-CT) ବ୍ୟବସ୍ଥା

    13893
    Jul 21, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In