Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, December 14, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କେନ୍ଦ୍ର ସରକାର ବଦଳାଇ ଦେଲେ ମନରେଗାର ନାଁ

  • ଏହି କାରଣରୁ ମମତା ମାଗିଲେ କ୍ଷମା

  • ମେସିଙ୍କୁ ଦେଖିବା ପାଇଁ କୋଲକାତାରେ ...

  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

  • ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ...

  • ବାର୍ବି କ୍ୟୁ ନେସନ୍‌ ଦେବ ଜରିମାନା, ...

  • ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣା: ଚାରି ...

  • କେଶ ଝଡିବା ରୋକିବ ଏହି ମାସ୍କ

  • ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ...

  • ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ଶେଫାଳିଙ୍କ ମୃତ୍ୟୁ ପରେ ଏମିତି କହିଲେ ପ୍ରଥମ ସ୍ୱାମୀ...

ଶେଫାଳିଙ୍କ ମୃତ୍ୟୁ ପରେ ଏମିତି କହିଲେ ପ୍ରଥମ ସ୍ୱାମୀ...

2025-07-02 11:29:54
16128
Share:
Facebook
Twitter
E-Mail
WhatsApp
Telegram
ଶେଫାଳିଙ୍କ ମୃତ୍ୟୁ ପରେ ଏମିତି କହିଲେ ପ୍ରଥମ ସ୍ୱାମୀ...

‘କାଣ୍ଟା ଲଗା ଗାର୍ଲ’ ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ମାତ୍ର ୪୨ ବର୍ଷ ବୟସରେ ପରଲୋକ ଘଟିଥିଲା। ତାଙ୍କ ସ୍ବାମୀ ପରାଗ ତ୍ୟାଗୀ ତାଙ୍କ ମୃତ୍ୟୁରେ ଗଭୀର ମର୍ମାହତ ଅଛନ୍ତି। ଶେଫାଳିଙ୍କ ପୂର୍ବତନ ସ୍ବାମୀ ତଥା ଗାୟକ ହରମିତ୍‌ ସିଂହ ମଧ୍ୟ ଏଥିରେ ଆଘାତ ପାଇଛନ୍ତି। 

ହରମିତ୍‌ଙ୍କଠାରୁ ଅଲଗା ହେବା ପରେ, ଟିଭି ଅଭିନେତା ପରାଗ ତ୍ୟାଗୀ ଶେଫାଳିଙ୍କ ଜୀବନରେ ପ୍ରବେଶ କରିଥିଲେ। ଏକ ପାର୍ଟି ସମୟରେ ଉଭୟଙ୍କ ସାକ୍ଷାତ ହୋଇଥିଲା। ଏହା ପରେ ଆଲୋଚନା ଏବଂ ସାକ୍ଷାତର ଏକ ଧାରାବାହିକ ଚାଲିଲା। ଶେଷରେ, ପରସ୍ପର ସହିତ ସମୟ ବିତାଇବା ପରେ, ଉଭୟ ୨୦୧୪ରେ ବିବାହ କରିଥିଲେ। କିନ୍ତୁ, ୧୧ ବର୍ଷ ପରେ, ଏହି ସମ୍ପର୍କର ଏକ ଦୁଃଖଦ ଅନ୍ତ ଘଟିଥିଲା। ଶେଫାଳି ଗତ ଜୁନ ୨୭ରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ଏବେ ଶେଫାଳିଙ୍କ ମୃତ୍ୟୁ ପରେ ହରମିତ୍‌ ମୁହଁ ଖୋଲିଛନ୍ତି।

ହରମିତ୍‌ କହିଛନ୍ତି, ମୁଁ ଦୁଇ-ତିନ ବର୍ଷ ପୂର୍ବେ ଏକ ଶୋ’ ପାଇଁ ବାଂଲାଦେଶରେ ଥିଲି। ଶେଫାଳି ଏବଂ ସନି ଲିଓନ ମଧ୍ୟ ସେଠାରେ ଥିଲେ। ଆମେ ତିନିଜଣ ଏକାଠି ଗୋଟିଏ ପ୍ରାଇଭେଟ୍‌ ପ୍ଲେନ୍‌ରେ ଭାରତ ଆସିଥିଲୁ। ମୁଁ ଶେଫାଳିଙ୍କ ପାଖରେ ଥିବା ସିଟ୍‌ରେ ବସିଥିଲି। ସେତେବେଳେ ଆମର ବହୁତ କଥାବାର୍ତ୍ତା ହୋଇଥିଲା। 

ହରମିତ୍‌ ସିଂହ ଏବଂ ଶେଫାଳି ଜରିୱାଲା ୨୦୦୪ରେ ବହୁତ ଧୁମ୍‌ଧାମ୍‌ରେ ବିବାହ କରିଥିଲେ। କିନ୍ତୁ ୨୦୦୯ରେ ଛାଡପତ୍ର ନେଇ ସେମାନଙ୍କ ସମ୍ପର୍କ ଶେଷ କରିଥିଲେ। 

Powered by Froala Editor

Tags SEFALI

Related articles Odisha News Lens 4.1

  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର
    ବିଶେଷ

    ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

    13886
    Dec 13, 2025
  • ଏହି କାରଣରୁ ମମତା ମାଗିଲେ କ୍ଷମା
    ଦେଶ-ଦେଶାନ୍ତର

    ଏହି କାରଣରୁ ମମତା ମାଗିଲେ କ୍ଷମା

    13750
    Dec 13, 2025
  • କେଶ ଝଡିବା ରୋକିବ ଏହି ମାସ୍କ
    ବିଶେଷ

    କେଶ ଝଡିବା ରୋକିବ ଏହି ମାସ୍କ

    15685
    Dec 12, 2025
  • କେନ୍ଦ୍ର ସରକାର ବଦଳାଇ ଦେଲେ ମନରେଗାର ନାଁ
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାର ବଦଳାଇ ଦେଲେ ମନରେଗାର ନାଁ

    13900
    Dec 13, 2025
  • ମେସିଙ୍କୁ ଦେଖିବା ପାଇଁ କୋଲକାତାରେ ପ୍ରବଳ ହଙ୍ଗାମା
    ଦେଶ-ଦେଶାନ୍ତର

    ମେସିଙ୍କୁ ଦେଖିବା ପାଇଁ କୋଲକାତାରେ ପ୍ରବଳ ହଙ୍ଗାମା

    15388
    Dec 13, 2025
  • ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା
    ମନୋରଞ୍ଜନ

    ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା

    15776
    Dec 11, 2025
  • ବାର୍ବି କ୍ୟୁ ନେସନ୍‌ ଦେବ ଜରିମାନା, ଜାଣନ୍ତୁ କାହିଁକି?
    ଦେଶ-ଦେଶାନ୍ତର

    ବାର୍ବି କ୍ୟୁ ନେସନ୍‌ ଦେବ ଜରିମାନା, ଜାଣନ୍ତୁ କାହିଁକି?

    15821
    Dec 12, 2025
  • ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ଚଢାଉ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ଚଢାଉ

    13653
    Dec 12, 2025
  • ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍‌ ଖାନ୍‌
    ମନୋରଞ୍ଜନ

    ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍‌ ଖାନ୍‌

    15396
    Dec 11, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କେନ୍ଦ୍ର ସରକାର ବଦଳାଇ ଦେଲେ ମନରେଗାର ନାଁ

    13900
    Dec 13, 2025
  • ଦେଶ-ଦେଶାନ୍ତର

    ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ଚଢାଉ

    13653
    Dec 12, 2025
  • ମନୋରଞ୍ଜନ

    ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍‌ ଖାନ୍‌

    15396
    Dec 11, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17231
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17319
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17663
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16135
    Apr 03, 2021

ବିଶେଷ

  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

    13886
    Dec 13, 2025
  • କେଶ ଝଡିବା ରୋକିବ ଏହି ମାସ୍କ

    15685
    Dec 12, 2025
  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

    15507
    Dec 11, 2025
  • କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......

    16101
    Dec 09, 2025
  • ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....

    13953
    Dec 09, 2025

ବାଣିଜ୍ୟ

ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

ଟାଟା ମୋଟର୍ସ ସିଏରାର ୨୪ ପ୍ରକାର ମଡେଲ ଲଞ୍ଚ ହୋଇଛି । ଟାଟା ସିଏରାର ଏକ୍ସ-ଶୋରୁମ୍ ମୂଲ୍ୟ ୧୧.୪୯ ଲକ୍ଷରୁ ଆରମ୍ଭ ହୋଇ ୧୮.୪୯ ଲକ୍ଷ ପର୍ଯ୍ୟନ୍ତ ରହିଛି। ଟାଟା ସିଏରା ୫-ସିଟ୍ ବିଶିଷ୍ଟ ମଡେଲ ଭାରତୀୟ ବଜାରରେ ଲଞ୍ଚ୍ ହୋଇଥିଲା। ଲଞ୍ଚ୍ ସମୟରେ କେବଳ ସିଏରାର ମୂଳ ମଡେଲର ମୂଲ୍ୟ ପ୍ରକାଶ କରାଯାଇଥିଲା। ଏବେ ୨୪ ପ୍ରକାର ମଡ ...

  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15141
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14239
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    14990
    Nov 20, 2025
  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    15226
    Nov 15, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍‌ ଖାନ୍‌

    15396
    Dec 11, 2025
  • କେଶ ଝଡିବା ରୋକିବ ଏହି ମାସ୍କ

    15685
    Dec 12, 2025
  • କେନ୍ଦ୍ର ସରକାର ବଦଳାଇ ଦେଲେ ମନରେଗାର ନାଁ

    13900
    Dec 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In