Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, August 13, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ...

  • ସର୍ଟକଟ୍‌ ପ୍ରତି ସାବଧାନ ଓ ...

  • ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି

  • ମୁମ୍ବାଇର କୁର୍ଲାରେ ଭୂସ୍ଖଳନ

  • ସସ୍‌ପେଣ୍ଡ ହେଲା Blinkit ଲାଇସେନ୍ସ, ଜାଣନ୍ତୁ ...

  • ‘ବନ୍ଦେ ମାତରମ’ ବିଲ୍ କୁ ରାଷ୍ଟ୍ରପତିଙ୍କ ...

  • ପାନ ମସଲା ପ୍ୟାକେଟରେ ବ୍ୟବହାର ହେବନି ...

  • ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, ...

  • ଆତଙ୍କବାଦୀ ଆକ୍ରମଣ ଘଟାଇବା ନେଇ ...

  • କ୍ୟାଟରିଂ କାରରେ ଲୁଚି ଯାତ୍ରା କଲେ ...

ବାଣିଜ୍ୟ
Home ›› ବାଣିଜ୍ୟ ››କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

2026-07-28 01:03:22
15059
Share:
Facebook
Twitter
E-Mail
WhatsApp
Telegram
କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

ଭୁବନେଶ୍ୱର: ଅଧିକାଂଶ ଲୋକଙ୍କର ବିଶ୍ୱାସ ଯେ ସେମାନେ ପ୍ରତ୍ୟେକ ଦିନ କେବଳ କିଛି ପରିମାଣର ଜଳ ବ୍ୟବହାର କରନ୍ତି । କିନ୍ତୁ ବାସ୍ତବତା ହେଉଛି ଯେ ସକାଳେ ପ୍ରଥମ ଗ୍ଲାସ ପିଇବା ଏବଂ ଖାଦ୍ୟ ପ୍ରସ୍ତୁତି ଠାରୁ ଆରମ୍ଭ କରି ଘର ସଫା କରିବା ଓ ରାତିରେ ଶୋଇବା ପର୍ଯ୍ୟନ୍ତ ଜଳ ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ସହିତ ଓତଃପ୍ରୋତ ଭାବରେ ଜଡିତ । ଆମେ ଯେତେବେଳେ ଜଳ ଦେଖୁ, ସେତେବେଳେ ଆମେ ଆମକୁ ନିରବଚ୍ଛିନ୍ନ ଭାବରେ ପ୍ରଦାନ କରିଚାଲିଥିବା ସେହି ନିରୀବ ସୁଗମକାରୀକୁ କ୍ୱଚିତ ଚିହ୍ନିପାରୁ । ଚଳିତ ରଥ ଯାତ୍ରାରେ କ୍ରମ୍ପଟନ ଗ୍ରୀଭ୍‌ସ୍‌ କଞ୍ଜୁମର ଇଲେକ୍‌ଟ୍ରିକାଲ୍ସ ଲିମିଟେଡ ସେହି ଅନ୍ତର୍ଦୃଷ୍ଟିକୁ ସମଗ୍ର ପୁରୀ ଓ ଭୁବନେଶ୍ୱର-ପୁରୀ କରିଡରରେ ଏକ ସାଂସ୍କୃତିକ ଦୃଷ୍ଟିରୁ ପ୍ରତିନିଧିତ୍ୱ କରୁଥିବା ସକ୍ରିୟକରଣରେ ପରିବର୍ତ୍ତିତ କରିଛି ।

ପିଢି ପରେ ପିଢି ରଥ ଯାତ୍ରା ବିଶ୍ୱାସ ଓ ଆସ୍ଥାର ଏକ ଦୀର୍ଘସ୍ଥାୟୀ ଯାତ୍ରାର ପ୍ରତୀକ ହୋଇ ରହିଆସିଛି । କ୍ରମ୍ପଟନ ପମ୍ପ୍‌ସ୍‌ ଏହି ପରମ୍ପରାରେ ଭକ୍ତଗଣ ରଖୁଥିବା ଆସ୍ଥା ଏବଂ ଦୈନନ୍ଦିନ ଗ୍ରାହକମାନେ ଜଳ-ଯୋଗାଣ ପ୍ରଯୁକ୍ତି ଉପରେ ରଖୁଥିବା ଆସ୍ଥା ମଧ୍ୟରେ ଏକ ଉଦ୍ଦେଶ୍ୟମୂଳକ ସମାନ୍ତରାଳ ଉପସ୍ଥାପନା କରୁଛି । ଏହି ପ୍ରଚାର ଅଭିଯାନ କେବଳ ପାର୍ବଣ ସମୟରେ ପରିଦୃଶ୍ୟ ହେବା ନିମନ୍ତେ ନୁହେଁ, ବରଂ ଦିନ ପରେ ଦିନ କ୍ରମ୍ପଟନର ପ୍ରଦର୍ଶନ ଭରସାଯୋଗ୍ୟ ବୋଲି ଏକ ମଜଭୁତ ବ୍ରାଣ୍ଡ୍‌କୁ ତତ୍‌କ୍ଷଣାତ ଇନ୍ଦ୍ରିୟଗତ ପ୍ରମାଣରେ ପରିବର୍ତ୍ତିତ କରିବା ନିମନ୍ତେ ଡିଜାଇନ କରାଯାଇଛି । ନିରନ୍ତରତା ଉପରେ ଆଧାରିତ ଏକ ପାର୍ବଣ ସମୟରେ ବ୍ରାଣ୍ଡ୍‌କୁ ଉପସ୍ଥାପିତ କରିବା ଏହି ବାର୍ତ୍ତା ନିମନ୍ତେ ସାଂସ୍କୃତିକ ଦୃଷ୍ଟିରୁ ଏକ ଭରସାଯୋଗ୍ୟ ବିଷୟ କରି ଗଢିତୋଳୁଛି ଏବଂ ଏହାର ଭାବଗତ ସାମଞ୍ଜସ୍ୟକୁ ଉତ୍‌ଥିତ କରୁଛି ।

ଏହି ଚିନ୍ତାଧାରାକୁ ଜୀବନ୍ତ କରି ଗଢିତୋଳିବା ସକାଶେ କ୍ରମ୍ପଟନ ଏକାଧିକ ପରୀକ୍ଷାମୂଳକ ସ୍ପର୍ଶସ୍ଥଳ ନିୟୋଜିତ କରିଛି ଯାହା ଉଭୟ ବ୍ୟବହାରିତା ଏବଂ ଏକ ଦୀର୍ଘସ୍ଥାୟୀ କାର୍ଯ୍ୟକାରିତାକୁ ପ୍ରଦର୍ଶିତ କରୁଛି । ଦୁଇଟି ସ୍ପ୍ରିଙ୍କଲର ଆର୍କ ତୋରଣ କ୍ରମ୍ପଟନ ପମ୍ପ୍‌ସ୍‌ ସାହାଯ୍ୟରେ ଏକ ଶୀତଳ, କୁହୁଡି ଭଳି ସ୍ୱାଗତ ପରିବେଶ ସୃଷ୍ଟି କରୁଛି, ଯାହା ଉତ୍ପାଦର ଭରସାଯୋଗ୍ୟତା ସମ୍ପର୍କରେ ଏକ ପ୍ରତ୍ୟକ୍ଷ ଅନୁଭବକାରୀ ପ୍ରଦର୍ଶନ ହୋଇଛି । ନାମୀ ବ୍ରାଣ୍ଡ୍‌ର ହସ୍ତ ପ୍ରକ୍ଷାଳନ ସ୍ୱାସ୍ଥ୍ୟରକ୍ଷା ପଡ୍‌ ପହଞ୍ଚୁଥିବା ଭକ୍ତଗଣଙ୍କ ନିମନ୍ତେ ତତ୍‌କ୍ଷଣାତ, ସ୍ୱାସ୍ଥ୍ୟରକ୍ଷା ଆଶ୍ୱସ୍ତି ପ୍ରଦାନ କରୁଛି, ଯାହା ଆବଶ୍ୟକ ମୁହୂର୍ତ୍ତଗୁଡିକରେ ବ୍ରାଣ୍ଡ୍‌ ସହିତ ବାସ୍ତବ ବ୍ୟବହାରିତାର ଅତୁଟ ବନ୍ଧନ ହୋଇଛି । ଭୁବନେଶ୍ୱର-ପୁରୀ ପଥରେ ଚଳାଚଳ କରୁଥିବା ୧୨ଟି ବସ୍‌ କ୍ରମ୍ପଟନର ବାର୍ତ୍ତାକୁ ସେମାନଙ୍କର ସମୁଦାୟ ଯାତ୍ରାରେ ଗସ୍ତକାରୀ ପ୍ରଦର୍ଶନ ନିମନ୍ତେ ରଖି ଏହି ପ୍ରଚାର ଅଭିଯାନର ପହଞ୍ଚକୁ ପରିବର୍ଦ୍ଧିତ କରୁଛନ୍ତି ।

କ୍ଷେତ୍ର ସ୍ତରରେ ପ୍ରତିଫଳନକୁ ଉଦ୍ରେକ କରିବା ଏବଂ ଅସଲି ଗ୍ରାହକଙ୍କ ପ୍ରତିକି୍ରୟା ଧରି ରଖିବାକୁ ନିୟୋଜନକାରୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଉପସ୍ଥାପକମାନେ ଭକ୍ତମାନଙ୍କୁ ଏକ ସରଳ, ସାମଞ୍ଜସ୍ୟ ଥିବା ପ୍ରଶ୍ନ ପଚାରୁଛନ୍ତି; ତାହା ହେଉଛି, “ଏକ୍‌ ଦିନ୍‌ ମେଁ ଆପ୍‌ ପାନି କିତ୍‌ନି ବାର ୟୁଜ୍‌ କରତେ ହୈ” (ଆପଣ ଦିନକରେ କେତେ ଥର ପାଣି ବ୍ୟବହାର କରନ୍ତି)?, ଯାହା ଦିନକ ଭିତରେ ବିରାମ ଦିଆଯାଉଥିବା ଜଳ ବ୍ୟବହାର ମୁହୂର୍ତ୍ତଗୁଡିକ ସହିତ ମେଳ ଖୁଆଇବାକୁ ଜନସାଧାରଣଙ୍କୁ ଉତ୍ସାହିତ କରୁଛି । 

ଓଟିଭି ଓ କନକ ନ୍ୟୁଜ ଭଳି ଅଗ୍ରଣୀ ଚାନେଲଗୁଡିକ ସମେତ ଆଞ୍ଚଳିକ ଗଣମାଧ୍ୟମଗୁଡିକ ସହିତ ସମନ୍ୱୟ ଏବଂ ତତ୍‌ସହିତ କ୍ରମ୍ପଟନର ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଏକ ଏଆଇ ଫିଲ୍ମ ଜରିଆରେ ‘ରଥ ଯାତ୍ରା କି ତର୍‌ହା ଭରୋସା କା ସଫର ଭି ହର୍‌ ଦିନ୍‌’ (ରଥ ଯାତ୍ରା ଭଳି ଭରସାର ଯାତ୍ରା ପ୍ରତିଦିନ) ଚିନ୍ତାଧାରା ସମ୍ପର୍କିତ ପ୍ରୟାସକୁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି । ଅନୁଭୂତିଗତ ପ୍ରମାଣ, କାର୍ଯ୍ୟକାରିତାଗତ ବ୍ୟବହାରିତା ଏବଂ ସାଂସ୍କୃତିକ ଦୃଷ୍ଟିରୁ ମେଳ ଖାଉଥିବା କାହାଣୀ କଥନର ସମ୍ମିଶ୍ରଣରେ ଏକ ସମନ୍ୱିତ ଆଭିମୁଖ୍ୟ ଉଭୟ ଭାବଗତ ଦୃଢତା ଏବଂ କାର୍ଯ୍ୟକାରିତାଗତ ଭରସାଯୋଗ୍ୟତା ପ୍ରଦାନ ନିମନ୍ତେ ଇଛାକୃତ ଭାବରେ ଡିଜାଇନ କରାଯାଇଛି ।

ଏକ ପାର୍ବଣ ସମୟର ସକ୍ରିୟକରଣ ଠାରୁ ଅଧିକ ଏହି ପ୍ରଚାର ଅଭିଯାନ ପିଢି ପରେ ପିଢି ଗ୍ରାହକଙ୍କ ଜୀବନରେ କ୍ରମ୍ପଟନ ପମ୍ପ୍‌ସ୍‌ ନିର୍ବାହ କରୁଥିବା ଅଦୃଶ୍ୟ ଭୂମିକାକୁ ପାଳନ କରୁଛି । ଏହା କେବଳ ଜୀବନର ବଡ ମୁହୂର୍ତ୍ତଗୁଡିକରେ ନୁହେଁ, ତାହାସହିତ ଦୈନନ୍ଦିନ ଜୀବନର ମାମୁଲି, ବାରମ୍ବାର କରାଯାଉଥିବା କାର୍ଯ୍ୟସମୂହ ନିମନ୍ତେ ଗୁରୁତ୍ୱ ରଖୁଥିବା ବିଶ୍ୱସନୀୟ ପ୍ରଦର୍ଶନର ପ୍ରତିଶ୍ରୁତିକୁ ପୁନଃ ସୁଦୃଢୀକରଣ କରୁଛି । ଏହି ପ୍ରୟାସ ସମ୍ପର୍କରେ ମତ ଦେଇ ତନ୍ମୟ ପୃଷ୍ଟି, ସିଏମ୍‌ଓ, କ୍ରମ୍ପଟନ ଗ୍ରୀଭ୍‌ସ୍‌ କଞ୍ଜୁମର ଇଲେକ୍‌ଟ୍ରିକାଲ୍ସ ଲିମିଟେଡ କହିଥିଲେ, “ରଥ ଯାତ୍ରା ହେଉଛି ଏକ ଶାନ୍ତ, ଅଟଳ ବିଶ୍ୱାସର ପରମ୍ପରା ଯାହା ପିଢି ପରେ ପିଢି ଚାଲିଆସୁଛି । ସେହି ସମାନ ବିଶ୍ୱାସ ଆଧାରରେ କ୍ରମ୍ପଟନ ପମ୍ପ୍‌ସ୍‌ ସ୍ଥିର, ନିର୍ଭରଯୋଗ୍ୟ ପ୍ରବାହ ପ୍ରତ୍ୟେକ ଗୃହକୁ, ପ୍ରତି ଦିନ ପ୍ରଦାନ କରିଚାଲିଛି, ଯାହା ଭରସାଯୋଗ୍ୟତାକୁ ଦୈନନ୍ଦିନ ଜୀବନର ଅଂଶ ଭାବରେ ଗଢିତୋଳୁଛି । ଏହା ପ୍ରତ୍ୟେକ ବ୍ୟକ୍ତି ଭରସା କରିବା ଭଳି ଏକ ପ୍ରତିଶ୍ରୁତି, ଯାହା କେବଳ ଜୀବନର ବଡ ମୁହୂର୍ତ୍ତଗୁଡିକରେ ନୁହେଁ, ତାହାସହିତ ଆମକୁ ବାନ୍ଧି ରଖୁଥିବା ମାମୁଲି ନିୟମିତ କାର୍ଯ୍ୟଗୁଡିକ ସମୟରେ ମଧ୍ୟ ପ୍ରଦାନ କରୁଛି । ରଥ ଯେଉଁଭଳି ଭାବରେ ଆଗକୁ ଆଗକୁ ଗଡିଚାଲୁଛି, ସେହିଭଳି ଆପଣଙ୍କର ଜଳ । କ୍ରମ୍ପଟନ ପମ୍ପ୍‌ସ୍‌ । ବିଶ୍ୱସନୀୟ ପ୍ରଦର୍ଶନ । ହର୍‌ ଦିନ୍‌ ।”

Powered by Froala Editor

Tags Crompton

Related articles Odisha News Lens 4.1

  • ମୁମ୍ବାଇର କୁର୍ଲାରେ ଭୂସ୍ଖଳନ
    ଦେଶ-ଦେଶାନ୍ତର

    ମୁମ୍ବାଇର କୁର୍ଲାରେ ଭୂସ୍ଖଳନ

    14041
    Aug 12, 2026
  • ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି
    ଦେଶ-ଦେଶାନ୍ତର

    ପ୍ଲାଷ୍ଟିକ ନୋଟକୁ ମିଳିଲା ମଞ୍ଜୁରି

    14206
    Aug 12, 2026
  • ‘ବନ୍ଦେ ମାତରମ’ ବିଲ୍ କୁ ରାଷ୍ଟ୍ରପତିଙ୍କ ମୋହର
    ଦେଶ-ଦେଶାନ୍ତର

    ‘ବନ୍ଦେ ମାତରମ’ ବିଲ୍ କୁ ରାଷ୍ଟ୍ରପତିଙ୍କ ମୋହର

    13783
    Aug 12, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ ...

    13590
    Aug 12, 2026
  • ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, କିନ୍ତୁ ତଣ୍ଟିଚିପି ମାରିଦେଲା ପ୍ରେମିକ
    ଅପରାଧ

    ସ୍ୱାମୀଙ୍କୁ ଛାଡି ପ୍ରେମିକକୁ ବାହାହେଲେ, କିନ୍ତୁ ତଣ୍ଟିଚିପି ମାରିଦେଲା ପ୍ରେମିକ

    14976
    Aug 12, 2026
  • ସର୍ଟକଟ୍‌ ପ୍ରତି ସାବଧାନ ଓ ଇନଫ୍ଲୁଏନ୍ସର୍‌ଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଲେ ...
    ଦେଶ-ଦେଶାନ୍ତର

    ସର୍ଟକଟ୍‌ ପ୍ରତି ସାବଧାନ ଓ ଇନଫ୍ଲୁଏନ୍ସର୍‌ଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଲେ ...

    14897
    Aug 12, 2026
  • ପାନ ମସଲା ପ୍ୟାକେଟରେ ବ୍ୟବହାର ହେବନି ପ୍ଲାଷ୍ଟିକ୍
    ଦେଶ-ଦେଶାନ୍ତର

    ପାନ ମସଲା ପ୍ୟାକେଟରେ ବ୍ୟବହାର ହେବନି ପ୍ଲାଷ୍ଟିକ୍

    14364
    Aug 12, 2026
  • ସସ୍‌ପେଣ୍ଡ ହେଲା Blinkit ଲାଇସେନ୍ସ, ଜାଣନ୍ତୁ କେଉଁଠି
    ଦେଶ-ଦେଶାନ୍ତର

    ସସ୍‌ପେଣ୍ଡ ହେଲା Blinkit ଲାଇସେନ୍ସ, ଜାଣନ୍ତୁ କେଉଁଠି

    13636
    Aug 12, 2026
  • କ୍ୟାଟରିଂ କାରରେ ଲୁଚି ଯାତ୍ରା କଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    କ୍ୟାଟରିଂ କାରରେ ଲୁଚି ଯାତ୍ରା କଲେ ଟ୍ରମ୍ପ

    15182
    Aug 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ‘ବନ୍ଦେ ମାତରମ’ ବିଲ୍ କୁ ରାଷ୍ଟ୍ରପତିଙ୍କ ମୋହର

    13783
    Aug 12, 2026
  • ଦେଶ-ଦେଶାନ୍ତର

    ପାନ ମସଲା ପ୍ୟାକେଟରେ ବ୍ୟବହାର ହେବନି ପ୍ଲାଷ୍ଟିକ୍

    14364
    Aug 12, 2026
  • ଦେଶ-ଦେଶାନ୍ତର

    ମୁମ୍ବାଇର କୁର୍ଲାରେ ଭୂସ୍ଖଳନ

    14041
    Aug 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17026
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17638
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17688
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18089
    Sep 06, 2023

ବିଶେଷ

  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14375
    Aug 10, 2026
  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14301
    Aug 07, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ସୁଖୀ ହୋଇଥାଏ ଦାମ୍ପତ୍ୟ ଜୀବନ

    15884
    Aug 05, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    16300
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    15154
    Jul 31, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

- ବୋରିଙ୍ଗପଦର ଏବଂ ପାଲବେରୀ ଗ୍ରାମରୁ ୩୫୦ ରୁ ଅଧିକ ଅଂଶଗ୍ରହଣ କରିଥିଲେ

- ପାରମ୍ପରିକ ପୋଷାକ, ସ୍ୱଦେଶୀ ଖାଦ୍ୟ ଏବଂ ସାଂସ୍କୃତିକ ପ୍ରତିଯୋଗିତା ମାଧ୍ୟମରେ ଜନଜାତି ଐତିହ୍ୟ ପ୍ରଦର୍ଶନ

ଭୁବନେଶ ...

  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14349
    Aug 09, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    15258
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14627
    Aug 07, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି

    14159
    Aug 04, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସର୍ଟକଟ୍‌ ପ୍ରତି ସାବଧାନ ଓ ଇନଫ୍ଲୁଏନ୍ସର୍‌ଙ୍କ ଠାରୁ ସତର୍କ ରହିବାକୁ ପରାମର୍ଶ ଦେଲେ ମୋଦୀ

    14897
    Aug 12, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    13590
    Aug 12, 2026
  • ସସ୍‌ପେଣ୍ଡ ହେଲା Blinkit ଲାଇସେନ୍ସ, ଜାଣନ୍ତୁ କେଉଁଠି

    13636
    Aug 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In