ବ୍ୟାଣ୍ଡପାର୍ଟି ଗାଡି ଓଲଟି ୨ ଜଣଙ୍କ ମୃତ୍ୟୁ
ସୁବର୍ଣ୍ଣପୁର : ଏକ ବ୍ୟାଣ୍ଡପାର୍ଟି ଗାଡି ଓଲଟି ୨ ଜଣଙ୍କ ମୃତ୍ୟୁ ହେବା ସହ ୮ ଜଣ ଗୁରୁତର ହୋଇଛନ୍ତି । ବାହାଘର ପ୍ରୋସେସନ ସାରି ଫେରୁଥିବାବେଳେ ସୋନପୁର- ବଲାଙ୍ଗୀର ରାସ୍ତା ହରଡଖୋଲ ନିକଟରେ ଏହି ଦୁର୍ଘଟଣା ଘଟିଛି । ୮ ଜଣ ଗୁରୁତରଙ୍କୁ ସୋନପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।
Powered by Froala Editor