Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, August 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ...

  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ...

  • ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ...

  • ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ...

  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ...

  • ହୁତୁହୁତୁ ହୋଇ ଜଳୁଛି ଔଷଧ କମ୍ପାନୀ: ୨ ମୃତ, ...

  • ‘ମାଝୀରେ’ ଗୀତରୁ ମିଳିଥିଲା ସ୍ୱତନ୍ତ୍ର ...

  • ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ...

  • ଫୋନ୍ ବିବାଦ: ଖାଇରେ ପଡ଼ି ବାପା, ମା, ପୁଅର ...

  • ଦୁଇ ପିଲାଙ୍କୁ ଛାଡ଼ି ଯୁବକ ସହ ମହିଳା ...

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଜୋତା ଚୋରିକୁ ନେଇ ବରକୁ ଭିକାରୀ କହିଲା ଶାଳୀ

ଜୋତା ଚୋରିକୁ ନେଇ ବରକୁ ଭିକାରୀ କହିଲା ଶାଳୀ

2025-04-07 11:42:26
14777
Share:
Facebook
Twitter
E-Mail
WhatsApp
Telegram
ଜୋତା ଚୋରିକୁ ନେଇ ବରକୁ ଭିକାରୀ କହିଲା ଶାଳୀ

ନୂଆଦିଲ୍ଲୀ: ବିବାହ ସମାରୋହରେ ଅନେକ ରୀତିନୀତି ପାଳନ କରାଯାଏ । ଏହି ସମୟରେ ଅନେକ ଛୋଟ ବଡ କଳହ ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ । ମାତ୍ର ଉତ୍ତରପ୍ରଦେଶର ବିଜନୌରରେ ଜୋତା ଚୋରି କରିବା ପ୍ରଥାରୁ ମହାଭାରତ ସୃଷ୍ଟି ହୋଇଥିଲା । ମାମଲା ସିଧାସଳଖ ଥାନାରେ ପହଞ୍ଚିଥିଲା । ଶାଳୀ ଜୋତା ଫେରାଇବା ବଦଳରେ ଟଙ୍କା ମାଗିବା ପରେ ବିବାହ ମଣ୍ଡପରେ ଆରମ୍ଭ ହୋଇଥିଲା ଖାଲି ଗୋଇଠା, ବିଧା, ଲାଠି ମାଡ । ଉଭୟ ବର ଓ କନ୍ୟା ପକ୍ଷଙ୍କ ମଧ୍ୟରେ ପ୍ରବଳ ମାଡ୍‌ପିଟ୍‌ ପରେ ପୁଲିସ ଆସି ପହଞ୍ଚିଥିଲା ।

ଘଟଣା କ୍ରମେ ଡେରାଡୁନ୍‌ର ଚକରୌତାରୁ ମହମ୍ମଦଙ୍କ ବରଯାତ୍ରୀ ବିଜନୌରର ଗଡମପୁରରେ ପହଞ୍ଚିଥିଲା । ବର ପହଞ୍ଚିବା ପରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ବାଜା, ନାଚଗୀତରେ ସଭିଏଁ ହସଖୁସିରେ ଥିଲେ । ମାତ୍ର ଜୋତା ଚୋରି ପ୍ରଥା ପରେ ହିଁ ସବୁକିଛି ବଦଳିଯାଇଥିଲା । ଆରମ୍ଭ ହୋଇଥିଲା ପ୍ରବଳ ମାଡପିଟ୍‌ । ଶାଳୀ ପରମ୍ପରା ଅନୁଯାୟୀ, ବରଙ୍କ ଜୋତା ଚୋରି କରିଥିଲେ। ଜୋତା ବଦଳରେ ୫୦ ହଜାର ଟଙ୍କା ମାଗି ଥିଲେ । ମାତ୍ର ବର ଜଣଙ୍କ ୫ ହଜାର ହିଁ ଦେବେ ବୋଲି ରାଜି ହୋଇଥିଲେ। ଏହାପରେ ଶାଳୀ ବରକୁ ଭିକାରୀ କହିବା ପରେ ମହାଭାରତ ଆରମ୍ଭ ହୋଇଯାଇଥିଲା। ବର ଆଉ କନ୍ୟାଙ୍କୁ ସାଙ୍ଗରେ ନେବାକୁ ରାଜି ନହେବାରୁ କଳହ ବଢିଥିଲା । ମାଡ୍‌ପିଟ୍‌ ପରେ କନ୍ୟାପକ୍ଷ ବରପକ୍ଷଙ୍କୁ ଏକ ଘରେ ବନ୍ଦ କରି ଦେଇଥିଲେ।

ଏହାପରେ ଘଟଣା ବିଷୟରେ ଖବର ପାଇ ପୁଲିସ ଆସି ସଭିଁଙ୍କୁ ଶାନ୍ତ କରି ଉଭୟ ପକ୍ଷଙ୍କୁ ଥାନାକୁ ନେଇଥିଲା । ଏହାପରେ ବୁଝାସୁଝା କରିବା ପରେ ସଭିଏଁ ଶାନ୍ତ ହୋଇଥିଲେ ।

Powered by Froala Editor

Tags Marriage

Related articles Odisha News Lens 4.1

  • ଫୋନ୍ ବିବାଦ: ଖାଇରେ ପଡ଼ି ବାପା, ମା, ପୁଅର ଜୀବନ ଚାଲିଗଲା
    ଦେଶ-ଦେଶାନ୍ତର

    ଫୋନ୍ ବିବାଦ: ଖାଇରେ ପଡ଼ି ବାପା, ମା, ପୁଅର ଜୀବନ ଚାଲିଗଲା

    15551
    Aug 22, 2026
  • ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର
    ଦେଶ-ଦେଶାନ୍ତର

    ବନ୍ଦ ଘରୁ ବାପା, ମାଆ ଓ ଦୁଇ ସନ୍ତାନଙ୍କ ମୃତଦେହ ଉଦ୍ଧାର

    15474
    Aug 23, 2026
  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ
    ଦେଶ-ଦେଶାନ୍ତର

    ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ

    14050
    Aug 23, 2026
  • ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ...
    ଦେଶ-ଦେଶାନ୍ତର

    ଜାତୀୟ ଶିକ୍ଷକ ପୁରସ୍କାର: ସମ୍ମାନିତ ହେବେ ୪୮ ଜଣ ଶିକ୍ଷକ, ଓଡ଼ିଶାରୁ ପଦରାଜ ଉମାକାନ୍ତ ...

    15673
    Aug 22, 2026
  •  ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍
    ଦେଶ-ଦେଶାନ୍ତର

    ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍

    15600
    Aug 22, 2026
  • ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ଶିଶୁର ଜୀବନ ଚାଲିଗଲା
    ଦେଶ-ଦେଶାନ୍ତର

    ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ଶିଶୁର ଜୀବନ ଚାଲିଗଲା

    13685
    Aug 22, 2026
  • ଦୁଇ ପିଲାଙ୍କୁ ଛାଡ଼ି ଯୁବକ ସହ ମହିଳା ଫେରାର
    ଦେଶ-ଦେଶାନ୍ତର

    ଦୁଇ ପିଲାଙ୍କୁ ଛାଡ଼ି ଯୁବକ ସହ ମହିଳା ଫେରାର

    14222
    Aug 22, 2026
  • ‘ମାଝୀରେ’ ଗୀତରୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ
    ମନୋରଞ୍ଜନ

    ‘ମାଝୀରେ’ ଗୀତରୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ

    13682
    Aug 22, 2026
  • କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ
    ଦେଶ-ଦେଶାନ୍ତର

    କାନାଡ଼ା ସାମଗ୍ରୀ ଉପରେ ଆମେରିକା ଲଗାଇଲା ୫୦% ସୀମା ଶୁଳ୍କ

    15342
    Aug 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଏହି ନେତାଙ୍କୁ ମିଳିବ ବୁଲେଟପ୍ରୁଫ୍ ଜ୍ୟାକେଟ୍

    15600
    Aug 22, 2026
  • ଦେଶ-ଦେଶାନ୍ତର

    ଦୁଇ ପିଲାଙ୍କୁ ଛାଡ଼ି ଯୁବକ ସହ ମହିଳା ଫେରାର

    14222
    Aug 22, 2026
  • ଦେଶ-ଦେଶାନ୍ତର

    ଫୋନ୍ ବିବାଦ: ଖାଇରେ ପଡ଼ି ବାପା, ମା, ପୁଅର ଜୀବନ ଚାଲିଗଲା

    15551
    Aug 22, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17048
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17677
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17719
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18115
    Sep 06, 2023

ବିଶେଷ

  • ସ୍ୱାସ୍ଥ ପାଇଁ ମହୋଷଧି ଭୃଷଙ୍ଗ ପତ୍ର

    15491
    Aug 21, 2026
  • ଏହା କଲେ ହେବ ନାହିଁ ଗ୍ୟାସ୍

    16034
    Aug 17, 2026
  • ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ

    13955
    Aug 16, 2026
  • ରୋଗର ପ୍ରଥମ ସଙ୍କେତ ଦିଏ ଓଠର ରଙ୍ଗ

    14978
    Aug 13, 2026
  • ଝିଅମାନେ କାହିଁକି ଲୁଚାନ୍ତି ତାଙ୍କ ପାଖରେ ଥିବା ଏହି ଗୁଣ ଜାଣନ୍ତୁ....

    14751
    Aug 10, 2026

ବାଣିଜ୍ୟ

ପରମ୍ପରାରୁ ବାହାରି ଉତ୍କର୍ଷତା ନିର୍ମାଣ : ବେଦାନ୍ତ ଆଲୁମିନିୟମ୍ ଲାଞ୍ଜିଗଡ଼ର କଣ୍ଟ୍ରୋଲ୍ ରୁମରେ ମହିଳା ଶକ୍ତି

କଣ୍ଟ୍ରୋଲ ରୁମକୁ ଶକ୍ତି ଯୋଗାଉଛନ୍ତି  ବେଦାନ୍ତର ୧୦୦% ମହିଳା ଅପରେଟର

ଭୁବନେଶ୍ୱର : ଔଦ୍ୟୋଗିକ କାର୍ଯ୍ୟକଳାପର ମୂଳରେ ଥିବା ଦାୟିତ୍ୱ ଗ୍ରହଣ କରି, ଉତ୍ପାଦନ କ୍ଷେତ୍ରର ଭବିଷ୍ୟତକୁ ରୂପ ଦେବାରେ ...

  • ବେଦାନ୍ତ ଆଲୁମିନିୟମ୍ କୋଇଲା ଖଣି: ପ୍ରତିଭାର ଶକ୍ତିରେ ପ୍ରଗତିର ପଥେ

    15967
    Aug 19, 2026
  • ଆଇଟିସି ଆଶୀର୍ବାଦ ସଲ୍ଟ ୬ ଲକ୍ଷ ପିଲାଙ୍କ ଭୋଜନକୁ ଆୟୋଡିନ ପୋଷଣ ଯୋଗାଉଛି

    14003
    Aug 13, 2026
  • ବେଦାନ୍ତ ଆଲୁମିନିୟମ ସମ୍ପ୍ରଦାୟର ଯୋଗଦାନ ମାଧ୍ୟମରେ ବିଶ୍ୱ ଜନଜାତି ଦିବସ ପାଳନ କରିଛି

    14268
    Aug 12, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

    14392
    Aug 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହୋମ୍ ୱାର୍କ ପ୍ରେସର: ଭୟରେ ହୃଦ୍‌ଘାତ, ଶିଶୁର ଜୀବନ ଚାଲିଗଲା

    13685
    Aug 22, 2026
  • ‘ମାଝୀରେ’ ଗୀତରୁ ମିଳିଥିଲା ସ୍ୱତନ୍ତ୍ର ପରିଚୟ

    13682
    Aug 22, 2026
  • ଏହି କାରଣରୁ ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ହେଲା ମାମଲା ରୁଜୁ

    14050
    Aug 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In