ଝୁଲନ୍ତା ଅବସ୍ଥାରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ଫୁଲନଖରା: ପାହାଳ ଥାନା ବାଇଁଡୋଳ ଗାଁ ପୋଖରୀ କୂଳ ଗଛରୁ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଏହା ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଥିବାବେଳେ ପାହାଳ ପୁଲିସ ତଦନ୍ତ ଆରମ୍ଭ କରିଛି।
Powered by Froala Editor