Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, December 13, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କେନ୍ଦ୍ର ସରକାର ବଦଳାଇ ଦେଲେ ମନରେଗାର ନାଁ

  • ଏହି କାରଣରୁ ମମତା ମାଗିଲେ କ୍ଷମା

  • ମେସିଙ୍କୁ ଦେଖିବା ପାଇଁ କୋଲକାତାରେ ...

  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

  • ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ...

  • ବାର୍ବି କ୍ୟୁ ନେସନ୍‌ ଦେବ ଜରିମାନା, ...

  • ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣା: ଚାରି ...

  • କେଶ ଝଡିବା ରୋକିବ ଏହି ମାସ୍କ

  • ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ...

  • ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର ...

ରାଜ୍ୟ
Home ›› ରାଜ୍ୟ ››କପି ଯୋଗାଇବାକୁ ନେଇ ମାର୍‌ପିଟ୍‌, ଜଣଙ୍କ ପିଠି ଫଟାଇଦେଲେ

କପି ଯୋଗାଇବାକୁ ନେଇ ମାର୍‌ପିଟ୍‌, ଜଣଙ୍କ ପିଠି ଫଟାଇଦେଲେ

2025-03-03 19:50:47
15494
Share:
Facebook
Twitter
E-Mail
WhatsApp
Telegram
କପି ଯୋଗାଇବାକୁ ନେଇ ମାର୍‌ପିଟ୍‌, ଜଣଙ୍କ ପିଠି ଫଟାଇଦେଲେ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍‌ରେ କପି ଯୋଗାଇବାକୁ ନେଇ ଘଟିଛି ଘମାଘୋଟ ଗୋଷ୍ଠୀ ସଂଘର୍ଷ । ଦଶମ ଶ୍ରେଣୀ ପରୀକ୍ଷାରେ କପି ଦେବାକୁ କେନ୍ଦ୍ର କରି ଦୁଇ ଗାଁ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଯେଉଁଥିରେ ବରିପାଳ ଗାଁର ଅଭିଷେକ ଦାସ ଗୁରୁତର ଆହତ ହୋଇଥିବାବେଳେ ସୌମ୍ୟରଞ୍ଜନ ଦାସ ଆହତ ହୋଇଛନ୍ତି । ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଷେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଗଣ୍ଡଗୋଳରେ ତାଙ୍କ ପିଠି ନୋଳା ଫାଟି ଯାଇଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି ।

ଘସିପୁରା ବ୍ଲକ୍ ଦେଓଗାଁ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଚାଲିଥିଲା । ଏହି ବିଦ୍ୟାଳୟରେ କେଶଦୁରାପାଳ, ବରିପାଳ, ବଳରାମପୁର ଓ ଦେଓଗାଁ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କେନ୍ଦ୍ର ହୋଇଥିଲା । ସୋମବାର ଦିନ ପରୀକ୍ଷା ଚାଲିଥିବା ସମୟରେ ଝରକା ପାଖରେ ବସିଥିବା ପିଲାଙ୍କୁ ବାହାରୁ କପି ଯୋଗାଇ ଦିଆଯାଇଥିଲା । କିନ୍ତୁ କପି ଯୋଗାଣକୁ କିଛି ଛାତ୍ର ବାରଣ କରିଥିଲେ । ବାହାରେ ଥିବା ଛାତ୍ରଙ୍କ ଅଭିଭାବକମାନେ ମଧ୍ୟ ବିରୋଧ କରିଥିଲେ । ଫଳରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଘସିପୁରା ଥାନା ବରିପାଳ ଓ ତରୀମୂଳ ଗାଁ ଯୁବକଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ବଚସା ଉଗ୍ରରୂପ ନେବାରୁ ହାତାହାତି ଯାଏ କଥା ଯାଇଥିଲା । ଉପସ୍ଥିତ ଅଭିଭାବକମାନେ ଏହାର ସମାଧାନ କରି ପରିସ୍ଥିତିକୁ ଶାନ୍ତ କରିଥିଲେ ।

ପୁଣି ଷେଣ୍ଢେଇ ଛକରେ ଘଟଣାକୁ କେନ୍ଦ୍ର କରି ବରିପାଳର ଦୁଇ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଅଭିଷେକ ଗୁରୁତର ହୋଇପଡିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସର ତଦନ୍ତ ଆରମ୍ଭ କରିଛି ।

Powered by Froala Editor

Tags keonjhar

Related articles Odisha News Lens 4.1

  • କେନ୍ଦ୍ର ସରକାର ବଦଳାଇ ଦେଲେ ମନରେଗାର ନାଁ
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାର ବଦଳାଇ ଦେଲେ ମନରେଗାର ନାଁ

    13805
    Dec 13, 2025
  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର
    ବିଶେଷ

    ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

    13793
    Dec 13, 2025
  • ଏହି କାରଣରୁ ମମତା ମାଗିଲେ କ୍ଷମା
    ଦେଶ-ଦେଶାନ୍ତର

    ଏହି କାରଣରୁ ମମତା ମାଗିଲେ କ୍ଷମା

    13657
    Dec 13, 2025
  • ମେସିଙ୍କୁ ଦେଖିବା ପାଇଁ କୋଲକାତାରେ ପ୍ରବଳ ହଙ୍ଗାମା
    ଦେଶ-ଦେଶାନ୍ତର

    ମେସିଙ୍କୁ ଦେଖିବା ପାଇଁ କୋଲକାତାରେ ପ୍ରବଳ ହଙ୍ଗାମା

    15294
    Dec 13, 2025
  • ବାର୍ବି କ୍ୟୁ ନେସନ୍‌ ଦେବ ଜରିମାନା, ଜାଣନ୍ତୁ କାହିଁକି?
    ଦେଶ-ଦେଶାନ୍ତର

    ବାର୍ବି କ୍ୟୁ ନେସନ୍‌ ଦେବ ଜରିମାନା, ଜାଣନ୍ତୁ କାହିଁକି?

    15730
    Dec 12, 2025
  • ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା
    ମନୋରଞ୍ଜନ

    ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା

    15683
    Dec 11, 2025
  • କେଶ ଝଡିବା ରୋକିବ ଏହି ମାସ୍କ
    ବିଶେଷ

    କେଶ ଝଡିବା ରୋକିବ ଏହି ମାସ୍କ

    15592
    Dec 12, 2025
  • ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍‌ ଖାନ୍‌
    ମନୋରଞ୍ଜନ

    ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ସୁପରଷ୍ଟାର କିଙ୍ଗ୍‌ ଖାନ୍‌

    15304
    Dec 11, 2025
  • ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ଚଢାଉ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ଚଢାଉ

    13563
    Dec 12, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା

    15683
    Dec 11, 2025
  • ବିଶେଷ

    କେଶ ଝଡିବା ରୋକିବ ଏହି ମାସ୍କ

    15592
    Dec 12, 2025
  • ଦେଶ-ଦେଶାନ୍ତର

    ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏର ଚଢାଉ

    13563
    Dec 12, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17211
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17301
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17644
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16117
    Apr 03, 2021

ବିଶେଷ

  • ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ମଲାଇ ପନିର

    13793
    Dec 13, 2025
  • କେଶ ଝଡିବା ରୋକିବ ଏହି ମାସ୍କ

    15592
    Dec 12, 2025
  • ଏହି ପୁରୁଷଙ୍କୁ ପସନ୍ଦ କରନ୍ତି ମହିଳା

    15416
    Dec 11, 2025
  • କାର୍ଯ୍ୟରତ ବ୍ୟକ୍ତି କିପରି ହୃଦରୋଗକୁ କରିବେ ନିୟନ୍ତ୍ରଣ ଜାଣନ୍ତୁ......

    16089
    Dec 09, 2025
  • ଧୂପକାଠି ଧୂଆଁ କରିଥାଏ ଏହି କ୍ଷତି....

    13942
    Dec 09, 2025

ବାଣିଜ୍ୟ

ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

ଟାଟା ମୋଟର୍ସ ସିଏରାର ୨୪ ପ୍ରକାର ମଡେଲ ଲଞ୍ଚ ହୋଇଛି । ଟାଟା ସିଏରାର ଏକ୍ସ-ଶୋରୁମ୍ ମୂଲ୍ୟ ୧୧.୪୯ ଲକ୍ଷରୁ ଆରମ୍ଭ ହୋଇ ୧୮.୪୯ ଲକ୍ଷ ପର୍ଯ୍ୟନ୍ତ ରହିଛି। ଟାଟା ସିଏରା ୫-ସିଟ୍ ବିଶିଷ୍ଟ ମଡେଲ ଭାରତୀୟ ବଜାରରେ ଲଞ୍ଚ୍ ହୋଇଥିଲା। ଲଞ୍ଚ୍ ସମୟରେ କେବଳ ସିଏରାର ମୂଳ ମଡେଲର ମୂଲ୍ୟ ପ୍ରକାଶ କରାଯାଇଥିଲା। ଏବେ ୨୪ ପ୍ରକାର ମଡ ...

  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15140
    Dec 08, 2025
  • ଏସଏସ୍‌ଆଇ ପକ୍ଷରୁ ୧୫୦ ଯୁବ ଆଥ୍‌ଲେଟଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ପ୍ରଥମ ବୋନ୍‌ ମିନେରାଲ ଡେନ୍‌ସିଟି କ୍ୟାମ୍ପ ଆୟୋଜିତ

    14237
    Dec 06, 2025
  • ଆଦିତ୍ୟ ଆଲୁମିନିୟମ ପକ୍ଷରୁ ଜଳ ପରିଚାଳନା ଏବଂ ଜୈବ ବିବିଧତା ଉପରେ କର୍ପୋରେଟ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

    14972
    Nov 20, 2025
  • ଓଡ଼ିଶାସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ଏ .ଜେ.ଏସ୍‌.ଏ ଇଣ୍ଡିଆକୁ କପ୍‌ ୩୦ ସମ୍ମିଳନୀରେ ମିଳିଲା ବିଶ୍ୱସ୍ତରୀୟ ମାନ୍ୟତା

    15208
    Nov 15, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାର୍ବି କ୍ୟୁ ନେସନ୍‌ ଦେବ ଜରିମାନା, ଜାଣନ୍ତୁ କାହିଁକି?

    15730
    Dec 12, 2025
  • ‘ଭି. ଶାନ୍ତାରାମ’ ବାୟୋପିକ୍‌ : ଜୟଶ୍ରୀଙ୍କ ଭୂମିକାରେ ଆସିବେ ତମନ୍ନା

    15683
    Dec 11, 2025
  • କେନ୍ଦ୍ର ସରକାର ବଦଳାଇ ଦେଲେ ମନରେଗାର ନାଁ

    13805
    Dec 13, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In