Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, May 07, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆସାମ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା

  • ବିଜୟଙ୍କୁ ସମର୍ଥନ ପତ୍ର ପ୍ରଦାନ କଲେ ...

  • କେମିତି ଦୂର କରିବେ ଟେନ୍‌ସନ୍‌

  • ପଶ୍ଚିମବଙ୍ଗରେ ମେ ୯ ରେ ଅନୁଷ୍ଠିତ ହେବ ...

  • ଜବତ ହେଲା ୪୪ ଲକ୍ଷରୁ ଅଧିକ ମୂଲ୍ୟର ...

  • ଆକ୍ରମଣ କଲେ ଇରାନକୁ ପୃଥିବୀରୁ ...

  • ରଚିତଙ୍କ ହାତ ଧରିବେ ହୁମା

  • ଥାଲାପତିଙ୍କ ବିଜୟରେ ତ୍ରିଶାଙ୍କ ଲକ୍

  • ଜାମିନ ପାଇଁ ଅପମାନଜନକ ସର୍ତ୍ତ, ଭର୍ତ୍ସନା ...

  • ବିଜୟଙ୍କ ଆଡ଼କୁ କଂଗ୍ରେସ ‘ହାତ’, ...

Home ›› ››ଗୋମତୀ ନଦୀକୂଳ ଦୁର୍ନୀତି : ୪୦ଟି ସ୍ଥାନରେ ସିବିଆଇ ଚଢ଼ାଉ

ଗୋମତୀ ନଦୀକୂଳ ଦୁର୍ନୀତି : ୪୦ଟି ସ୍ଥାନରେ ସିବିଆଇ ଚଢ଼ାଉ

2021-07-05 18:43:26
14829
Share:
Facebook
Twitter
E-Mail
WhatsApp
Telegram
ଗୋମତୀ ନଦୀକୂଳ ଦୁର୍ନୀତି : ୪୦ଟି ସ୍ଥାନରେ ସିବିଆଇ ଚଢ଼ାଉ

ଉତ୍ତରପ୍ରଦେଶ ଗୋମତୀ ନଦୀକୂଳ ଦୁର୍ନୀତିର ତଦନ୍ତ ଆରମ୍ଭ ହୋଇଛି । ସିବିଆଇର ଦୁର୍ନୀତି ନିବାରଣ ୱିଙ୍ଗ ଦେଶର ତିନିଟି ରାଜ୍ୟର ଅନେକ ସ୍ଥାନରେ ଚଢ଼ାଉ କରିଛି । ଉତ୍ତରପ୍ରଦେଶ ବ୍ୟତୀତ ସିବିଆଇ ଟିମ୍ ରାଜସ୍ଥାନ ଏବଂ ପଶ୍ଚିମବଙ୍ଗର ୪୦ଟି ସ୍ଥାନରେ ଚଢ଼ାଉ କରିଛି। ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌ, ଗାଜିଆବାଦ, ନୋଏଡ଼ା ବୁଲନ୍ଦ ସହର ଓ ରାଏ ବରେଲିର ବିଭିନ୍ନ ଅଞ୍ଚଳରେ ସିବଆଇ ଟିମ୍ ଚଢ଼ାଉ ଜାରି ରଖିଛି ।

ଉଲ୍ଲେଖ ଥାଉ କି, ସମାଜବାଦୀ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଗୋମତୀ ନଦୀକୂଳ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ପ୍ରୋଜେକ୍ଟ ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ୧୫ ଶହ ୧୩ କୋଟି ଟଙ୍କା ମଞ୍ଜୁର କରିଥିଲେ । ୧୪ଶହ ୩୭ କୋଟି ଟଙ୍କା ମଞ୍ଜୁର ହେବା ପରେ ବି ମାତ୍ର ୬୦ ପ୍ରତିଶତ କାର୍ଯ୍ୟ ଶେଷ ହୋଇଥିଲା । ରିଭର ପ୍ରଣ୍ଟ ପ୍ରକଳ୍ପ ନିର୍ମାଣ ଦାୟିତ୍ବ ନେଇଥିବା ଠିକାସଂସ୍ଥା ୯୫ ପ୍ରତିଶତ ଟଙ୍କା ବଜେଟ ମଞ୍ଜୁର ହେବା ପରେ ବି କାମ ସମ୍ପୂର୍ଣ୍ଣ କରି ନଥିଲା ।

୨୦୧୭ରେ ଏହି ପ୍ରୋଜେକ୍ଟର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏ ନେଇ ଏକ ନ୍ୟାୟିକ ଆୟୋଗ ମଧ୍ୟ ଗଠନ କରାଯାଇଥିଲା । ନଦୀକୂଳ ନିର୍ମାଣ ଦାୟିତ୍ବରେ ଥିବା ଇଞ୍ଜିନିୟର ଅନେକ କଳା ତାଲିକାଭୁକ୍ତ କମ୍ପାନୀକୁ କାମ ଦେବା, ବିଦେଶରୁ ଅଧିକ ଦାମରେ ସାମଗ୍ରୀ କିଣିବା ଆଦି ସମ୍ପର୍କରେ ରିପୋର୍ଟରେ ଦର୍ଶାଇଥିଲେ ନ୍ୟାୟିକ ଆୟୋଗ । ଆଉ ନ୍ୟାୟିକ ଆୟୋଗର ରିପୋର୍ଟ ଆଧାରରେ ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗତ ଶୁକ୍ରବାର ଏହି ଦୁର୍ନୀତି ନେଇ ୧୯୦ ଜଣଙ୍କ ନାଁରେ ମାମଲା ହୋଇଥିଲା । 

Powered by Froala Editor

Tags gomati

Related articles Odisha News Lens 4.1

  • ରଚିତଙ୍କ ହାତ ଧରିବେ ହୁମା
    ମନୋରଞ୍ଜନ

    ରଚିତଙ୍କ ହାତ ଧରିବେ ହୁମା

    15097
    May 05, 2026
  • ଥାଲାପତିଙ୍କ ବିଜୟରେ ତ୍ରିଶାଙ୍କ ଲକ୍
    ଦେଶ-ଦେଶାନ୍ତର

    ଥାଲାପତିଙ୍କ ବିଜୟରେ ତ୍ରିଶାଙ୍କ ଲକ୍

    14933
    May 05, 2026
  • ଜବତ ହେଲା ୪୪ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନସୁଗାର, ୩ ଗିରଫ
    ଦେଶ-ଦେଶାନ୍ତର

    ଜବତ ହେଲା ୪୪ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନସୁଗାର, ୩ ଗିରଫ

    15517
    May 05, 2026
  • ବିଜୟଙ୍କ ଆଡ଼କୁ କଂଗ୍ରେସ ‘ହାତ’, ରାହୁଲଙ୍କ ସବୁଜ ସଙ୍କେତ
    ଦେଶ-ଦେଶାନ୍ତର

    ବିଜୟଙ୍କ ଆଡ଼କୁ କଂଗ୍ରେସ ‘ହାତ’, ରାହୁଲଙ୍କ ସବୁଜ ସଙ୍କେତ

    14141
    May 05, 2026
  • ବିଜୟଙ୍କୁ ସମର୍ଥନ ପତ୍ର ପ୍ରଦାନ କଲେ କଂଗ୍ରେସ ବିଧାୟକ
    ଦେଶ-ଦେଶାନ୍ତର

    ବିଜୟଙ୍କୁ ସମର୍ଥନ ପତ୍ର ପ୍ରଦାନ କଲେ କଂଗ୍ରେସ ବିଧାୟକ

    15162
    May 06, 2026
  •  ଆକ୍ରମଣ କଲେ ଇରାନକୁ ପୃଥିବୀରୁ ନିଶ୍ଚିହ୍ନ କରିଦିଆଯିବ: ଟ୍ରମ୍ପ
    ଦେଶ-ଦେଶାନ୍ତର

    ଆକ୍ରମଣ କଲେ ଇରାନକୁ ପୃଥିବୀରୁ ନିଶ୍ଚିହ୍ନ କରିଦିଆଯିବ: ଟ୍ରମ୍ପ

    14104
    May 05, 2026
  • ଜାମିନ ପାଇଁ ଅପମାନଜନକ ସର୍ତ୍ତ, ଭର୍ତ୍ସନା କଲେ ସର୍ବୋଚ୍ଚ ନ୍ୟାୟାଳୟ
    ଦେଶ-ଦେଶାନ୍ତର

    ଜାମିନ ପାଇଁ ଅପମାନଜନକ ସର୍ତ୍ତ, ଭର୍ତ୍ସନା କଲେ ସର୍ବୋଚ୍ଚ ନ୍ୟାୟାଳୟ

    14015
    May 05, 2026
  • ଆସାମ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା
    ଦେଶ-ଦେଶାନ୍ତର

    ଆସାମ ମୁଖ୍ୟମନ୍ତ୍ରୀ ଦେଲେ ଇସ୍ତଫା

    13547
    May 06, 2026
  • କେମିତି ଦୂର କରିବେ ଟେନ୍‌ସନ୍‌
    ବିଶେଷ

    କେମିତି ଦୂର କରିବେ ଟେନ୍‌ସନ୍‌

    14842
    May 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜବତ ହେଲା ୪୪ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନସୁଗାର, ୩ ଗିରଫ

    15517
    May 05, 2026
  • ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ମେ ୯ ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

    13720
    May 05, 2026
  • ଦେଶ-ଦେଶାନ୍ତର

    ବିଜୟଙ୍କ ଆଡ଼କୁ କଂଗ୍ରେସ ‘ହାତ’, ରାହୁଲଙ୍କ ସବୁଜ ସଙ୍କେତ

    14141
    May 05, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17458
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17508
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17865
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16338
    Apr 03, 2021

ବିଶେଷ

  • କେମିତି ଦୂର କରିବେ ଟେନ୍‌ସନ୍‌

    14842
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15081
    May 03, 2026
  • ଖରାଦିନେ ଆଖୁ ରସ ପିଇବା ଲାଭ କି କ୍ଷତି ଜାଣନ୍ତୁ.....

    13873
    May 02, 2026
  • ଏପରି ନିଅନ୍ତୁ ନିଜର ଯତ୍ନ

    14095
    May 01, 2026
  • ମସ୍ତିଷ୍କକୁ ଗ୍ଲୁକୋଜ୍ ଯୋଗାଇଥାଏ ସକାଳ ଜଳଖିଆ

    14285
    Apr 30, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15377
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15113
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15610
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13927
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପଶ୍ଚିମବଙ୍ଗରେ ମେ ୯ ରେ ଅନୁଷ୍ଠିତ ହେବ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

    13720
    May 05, 2026
  • ଜାମିନ ପାଇଁ ଅପମାନଜନକ ସର୍ତ୍ତ, ଭର୍ତ୍ସନା କଲେ ସର୍ବୋଚ୍ଚ ନ୍ୟାୟାଳୟ

    14015
    May 05, 2026
  • ଜବତ ହେଲା ୪୪ ଲକ୍ଷରୁ ଅଧିକ ମୂଲ୍ୟର ବ୍ରାଉନସୁଗାର, ୩ ଗିରଫ

    15517
    May 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In