ବଜେଟ୍: କେଉଁ ଜିନିଷ ଶସ୍ତା କେଉଁ ଜିନିଷ ମହଙ୍ଗା ହେଲା ଜାଣନ୍ତୁ....

ନୂଆଦିଲ୍ଲୀ : ଶନିବାର ସଂସଦରେ ସାଧାରଣ ବଜେଟ ଆଗତ ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଆଗତ କରିଛନ୍ତି । ଲଗାତାର ଅଷ୍ଟମ ଥର ପାଇଁ ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ୍ରେ କେଉଁ ଜିନିଷ ଶସ୍ତା, ମହଙ୍ଗା ହେଲା ଜାଣନ୍ତୁ..
ଶସ୍ତା
କର୍କଟ ରୋଗ ଔଷଧ
ଅନ୍ୟାନ୍ୟ ଦୂରାରୋଗ୍ୟ ବ୍ୟାଧି ଔଷଧ
୫୬ଟି ଜୀବନରକ୍ଷାକାରୀ ଔଷଧ
ଟିଭି
ବ୍ୟାଟେରୀ କାର୍ (ଇ-କାର୍)
ମୋବାଇଲ୍ ଓ ମୋବାଇଲ୍ ଉପକରଣ
ଏଲଇଡି ଓ ଏଲଇଡି ଟିଭି
କପଡା, ଜୋତା, ବେଲ୍ଟ, ପର୍ସ (ବୁଣାକାରଙ୍କ ପ୍ରସ୍ତୁତ କପଡା ବି ଶସ୍ତା ହେବ )
ବୈଦୁତିକ ଉପକରଣ
ମେଡିକାଲ ଉପକରଣ
ଲିଥିୟମ ଆୟନ ବ୍ୟାଟେରୀ
ଚମଡା ଜ୍ୟାକେଟ୍
ସାମୁଦ୍ରିକ ଖାଦ୍ୟ
ମହଙ୍ଗା
ପ୍ଲାଷ୍ଟିକ ଜାତ ଉପôାଦନ ସାମଗ୍ରୀ
ନିଟେଡ ଫାବ୍ରିକ
ଫ୍ଲାଟ ସ୍କ୍ରିନ ଟିଭି
Powered by Froala Editor