Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, May 25, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
Breaking News

୮.୨୫% ଇପିଏଫ ସୁଧହାରକୁ ଅନୁମୋଦନ

ମନୋରଞ୍ଜନ
Home ›› ମନୋରଞ୍ଜନ ››ଟିକୁ ତଲସାନିଆଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌

ଟିକୁ ତଲସାନିଆଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌

2025-01-11 20:02:42
15958
Share:
Facebook
Twitter
E-Mail
WhatsApp
Telegram
ଟିକୁ ତଲସାନିଆଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌

ବଲିଉଡର ଖ୍ୟାତନାମା ଅଭିନେତା ଟିକୁ ତଲସାନିଆଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ହେବା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତତ କରାଯାଇଛି। ଟିକୁ ହୃଦଘାତର ଶିକାର ହୋଇଥିବା ନେଇ ପ୍ରଥମେ ଖବର ମିଳିଥିଲା। ହେଲେ ଏବେ ହୃଦଘାତ ନୁହେଁ ଅଭିନେତା ଟିକୁ ତଲସାନିଆଙ୍କର ବ୍ରେନ ଷ୍ଟ୍ରୋକ୍ ହୋଇଥିବା ସାମ୍ନାକୁ ଆସିଛି। ତାଙ୍କ ପତ୍ନୀ ଦୀପ୍ତି ତଲସାନିଆ ଏହି ଖୁଲାସା କରିଛନ୍ତି।

ଦୀପ୍ତି କହିଛନ୍ତି, ଟିକୁଙ୍କୁ ବ୍ରେନ୍‌ ଷ୍ଟ୍ରୋକ୍‌ ହୋଇଛି, ହୃଦଘାତ ନୁହେଁ। ସେ ରାତି ପ୍ରାୟ ୮ଟାରେ ଫିଲ୍ମର ସ୍କ୍ରିନିଂ ପାଇଁ ଯାଇଥିଲେ। ସେଠାରେ ତାଙ୍କୁ ଅସୁସ୍ଥ ଅନୁଭବ ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ଏବେ ସେ କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଚିକିତ୍ସା ଜାରି ରହିଛି।

ଟିକୁ ତଲସାନିଆ ମନୋରଞ୍ଜନ ଜଗତର ଜଣେ ଲୋକପ୍ରିୟ ଚେହେରା। ଟିକୁ ଏଭଳି ଜଣେ ଅଭିନେତା ଯିଏ ୨୫୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ ଅନ୍ଦାଜ୍ ଅପନା ଅପନା, ଇସ୍କ, ଯୋଡ଼ି ନମ୍ବର ୧, ହଙ୍ଗାମା, ସ୍ପେଶାଲ୍ ୨୬, ଧମାଲ ଓ ପାର୍ଟନର ଭଳି କମେଡି ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ପାଇଁ ଜଣାଶୁଣା। ଏହାଛଡ଼ା ସେ ଅନେକ ଟେଲିଭିଜନ ଶୋ’ରେ ଅଭିନୟ କରିଛନ୍ତି। ବିଶେଷକରି ଜଣେ କମେଡିଆନ ଭାବେ ସେ ଖ୍ୟାତି ଅର୍ଜନ କରିଛନ୍ତି। ଏବେ ତାଙ୍କୁ ନେଇ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି।

୧୯୮୪ରେ ଟେଲି ଧାରାବାହିକ ‘ୟେ ହୈ ଜିନ୍ଦେଗୀ’ରୁ ଟିକୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ୧୯୮୬ରେ ‘ପ୍ୟାର କେ ଦୋ ପଲ’ରୁ ଡେବ୍ୟୁ କରିଥିଲେ। ଶେଷ ଥର ପାଇଁ ସେ ‘ବିକ୍କି ବିଦ୍ୟା କି ବୋ ଓ୍ବାଲା ଭିଡିଓ’ରେ ନଜର ଆସିଥିଲେ।


 

Powered by Froala Editor

Tags tiku

Related articles Odisha News Lens 4.1

  • ଦେଶବ୍ୟାପୀ ବୃଦ୍ଧି ପାଇବାରେ ଲାଗିଛି କରୋନା
    ଦେଶ-ଦେଶାନ୍ତର

    ଦେଶବ୍ୟାପୀ ବୃଦ୍ଧି ପାଇବାରେ ଲାଗିଛି କରୋନା

    13955
    May 24, 2025
  • ଜେଲ୍‌ରୁ ବାହାରି ରାସ୍ତାରେ ସେଲିବ୍ରେସନ, ପୁଣି ଧରିଲା ପୁଲିସ
    ଦେଶ-ଦେଶାନ୍ତର

    ଜେଲ୍‌ରୁ ବାହାରି ରାସ୍ତାରେ ସେଲିବ୍ରେସନ, ପୁଣି ଧରିଲା ପୁଲିସ

    14728
    May 24, 2025
  • ଗିନିଜ ବିଶ୍ଵ ରେକର୍ଡରେ ସ୍ଥାନ ପାଇଲା ଏଲଆଇସି
    ଦେଶ-ଦେଶାନ୍ତର

    ଗିନିଜ ବିଶ୍ଵ ରେକର୍ଡରେ ସ୍ଥାନ ପାଇଲା ଏଲଆଇସି

    13941
    May 24, 2025
  • ହାର୍ବାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ପ୍ରବେଶ ଉପରେ ରୋକ ଲଗାଇଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ହାର୍ବାର୍ଡ ବିଶ୍ୱବିଦ୍ୟାଳୟରେ ବିଦେଶୀ ଛାତ୍ରଙ୍କ ପ୍ରବେଶ ଉପରେ ରୋକ ଲଗାଇଲେ ଟ୍ରମ୍ପ

    15071
    May 23, 2025
  • କୋଚି ଉପକୂଳରେ ବୁଡ଼ିଗଲା ପଣ୍ୟବାହୀ ଜାହଜ, ୯ ଉଦ୍ଧାର
    ଦେଶ-ଦେଶାନ୍ତର

    କୋଚି ଉପକୂଳରେ ବୁଡ଼ିଗଲା ପଣ୍ୟବାହୀ ଜାହଜ, ୯ ଉଦ୍ଧାର

    14891
    May 24, 2025
  • ୫୪ ବର୍ଷରେ ଅଭିନେତା ମୁକୁଲ ଦେବଙ୍କ ପରଲୋକ
    ମନୋରଞ୍ଜନ

    ୫୪ ବର୍ଷରେ ଅଭିନେତା ମୁକୁଲ ଦେବଙ୍କ ପରଲୋକ

    14716
    May 24, 2025
  • ମା ! ମୁଁ ଚିପ୍ସ ଚୋରି କରିନି... ଲେଖି କୀଟନାଶକ ପିଇଦେଲା ଛାତ୍ର
    ଦେଶ-ଦେଶାନ୍ତର

    ମା ! ମୁଁ ଚିପ୍ସ ଚୋରି କରିନି... ଲେଖି କୀଟନାଶକ ପିଇଦେଲା ଛାତ୍ର

    14463
    May 24, 2025
  • ଭାରତକୁ ଏମିତି ଧମକ ଦେଲା ପାକିସ୍ତାନ
    ଦେଶ-ଦେଶାନ୍ତର

    ଭାରତକୁ ଏମିତି ଧମକ ଦେଲା ପାକିସ୍ତାନ

    15527
    May 23, 2025
  • ସୁପ୍ରିମକୋର୍ଟଙ୍କ ଗୁରତ୍ଵପୂର୍ଣ୍ଣ ରାୟ, ୩ୟ ସନ୍ତାନ ପାଇଁ ବି ମହିଳା ନେଇପାରିବେ ଛୁଟି
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରତ୍ଵପୂର୍ଣ୍ଣ ରାୟ, ୩ୟ ସନ୍ତାନ ପାଇଁ ବି ମହିଳା ନେଇପାରିବେ ଛୁଟି

    15379
    May 24, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଜେଲ୍‌ରୁ ବାହାରି ରାସ୍ତାରେ ସେଲିବ୍ରେସନ, ପୁଣି ଧରିଲା ପୁଲିସ

    14728
    May 24, 2025
  • ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରତ୍ଵପୂର୍ଣ୍ଣ ରାୟ, ୩ୟ ସନ୍ତାନ ପାଇଁ ବି ମହିଳା ନେଇପାରିବେ ଛୁଟି

    15379
    May 24, 2025
  • ଦେଶ-ଦେଶାନ୍ତର

    ଦେଶବ୍ୟାପୀ ବୃଦ୍ଧି ପାଇବାରେ ଲାଗିଛି କରୋନା

    13955
    May 24, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16617
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16909
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15452
    Apr 03, 2021

ବିଶେଷ

  • ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ କଲରା

    14072
    May 23, 2025
  • ଜୁଆଣି ପାଣି ପିଇଲେ କ"ଣ ଲାଭ ମିଳିଥାଏ ଜାଣନ୍ତୁ......

    15350
    May 23, 2025
  • ପତଳା ହେବାର ଉପାୟ ଜାଣନ୍ତୁ....

    15168
    May 22, 2025
  • ଏହି ଦିଗକୁ ମୁଣ୍ଡ କରି ଶୋଇଲେ ହୋଇଥାଏ ଆରାମଦାୟକ ନିଦ

    14600
    May 22, 2025
  • ଶୀଘ୍ର ବିବାହ ପାଇଁ ଉପାୟ, ଏହା କଲେ ମିଳିବ ମନପସନ୍ଦର ଜୀବନସାଥୀ

    15075
    May 21, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16279
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13994
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14792
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15315
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭାରତକୁ ଏମିତି ଧମକ ଦେଲା ପାକିସ୍ତାନ

    15527
    May 23, 2025
  • ମା ! ମୁଁ ଚିପ୍ସ ଚୋରି କରିନି... ଲେଖି କୀଟନାଶକ ପିଇଦେଲା ଛାତ୍ର

    14463
    May 24, 2025
  • କୋଚି ଉପକୂଳରେ ବୁଡ଼ିଗଲା ପଣ୍ୟବାହୀ ଜାହଜ, ୯ ଉଦ୍ଧାର

    14891
    May 24, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In