ଅବକାରୀ ବିଭାଗର ଚଢାଉ, ୮୦ ଲିଟର ମଦ ଜବତ
ବାସୁଦେବପୁର: ବାସୁଦେବପୁର ଅଞ୍ଚଳରେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୮୦ ଲିଟର ମଦ ଜବତ କରାଯାଇଛି। ଏଥିସହ ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ବାସୁଦେବପୁର ଥାନା ଓ ନାୟକାଣିଡିହି ଥାନା ଅଧିନ ଅଞ୍ଚଳରେ ଏହି ଚଢାଉ କରାଯାଇଛି।
Powered by Froala Editor