ନିତି ଆୟୋଗ କମିଟି ସଦସ୍ୟଭାବେ ମନୋନୀତ ହେଲେ ଜୁଏଲ ଓରାମ
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ନେଇ ଏକ ଭଲ ଖବର ସାମନାକୁ ଆସିଛି । ତାହା ହେଲା ଶ୍ରୀ ଓରାମ ନିତି ଆୟୋଗ କମିଟି ସଦସ୍ୟଭାବେ ମନୋନୀତ ହୋଇଛନ୍ତି । କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ ନିତି ଆୟୋଗ କମିଟିର ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟଭାବେ ମନୋନୀତ ହୋଇଛନ୍ତି । ଜୁଏଲଙ୍କ ସହ ନୀତିନ ଗଡ଼କାରୀ, ଜେ.ପି ନଡ୍ଡା, ଏଚ ଡି କୁମାରସ୍ୱାମୀ ପ୍ରମୁଖ ସଦସ୍ୟ ରହିଛନ୍ତି ।
Powered by Froala Editor