Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, October 25, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନରେ ଗ୍ୟାସ ଦର ଆକାଶଛୁଆଁ, ୭ ହଜାର ...

  • ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ...

  • କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଲେ ...

  • ଉଷା ମଙ୍ଗେଶକରଙ୍କୁ ମିଳିବ ‘ଭାରତ ରତ୍ନ ...

  • ୧୫୪ ବର୍ଷ ପରେ ଗୁଜରାଟରେ ଦେଖାଦେଲା ...

  • ନବଜାତ ଶିଶୁ ମୁହଁରେ ନିଶ !

  • ବିବାହ ପାଇଁ ଚୋରି କରି ଗିରଫ ହେଲେ ...

  • ୭ ଟଙ୍କା ଲଟେରୀରେ ଭାଗ୍ୟ ଚମକିଗଲା

  • ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

ବିଶେଷ
Home ›› ବିଶେଷ ››ଫୋପାଡ଼ନ୍ତୁ ନାହିଁ, ୪ ଗୁଣ ଅଧିକ ଲାଭପ୍ରଦ କମଳା ଚୋପା

ଫୋପାଡ଼ନ୍ତୁ ନାହିଁ, ୪ ଗୁଣ ଅଧିକ ଲାଭପ୍ରଦ କମଳା ଚୋପା

2024-06-19 05:19:06
15275
Share:
Facebook
Twitter
E-Mail
WhatsApp
Telegram
ଫୋପାଡ଼ନ୍ତୁ ନାହିଁ, ୪ ଗୁଣ ଅଧିକ ଲାଭପ୍ରଦ କମଳା ଚୋପା

କମଳା ଯେତିକି ଗୁଣକାରୀ ଓ ଉପକାରୀ, ତା’ ଠୁ ଅଧିକ ଉପକାରୀ ହେଉଛି ତା’ ଚୋପା । ତେଣୁ କେବେ କି କମଳା ଖାଇବା ବେଳେ ତା’ ଚୋପାକୁ ଫୋପାଡ଼ନ୍ତୁ ନାହିଁ। କାହିଁକି ନା କମଳା ଚୋପାର ଗୁଣ ଥରେ ଜାଣିଲେ ଆପଣଙ୍କୁ ସବୁବେଳେ ସାଇତି ରଖିବାକୁ ଇଚ୍ଛା ହେବ । କମଳାଠୁ ୪ ଗୁଣ ଅଧିକ ଲାଭପ୍ରଦ ହେଉଛି ତାହାର ଚୋପା।

କମଳା ଚୋପାରେ ରହିଛି ପ୍ଳେବୋନାଇଟସ୍‌ ପରି ପାଲିମେଥାକ୍ସି ପ୍ଳେବୋନ୍ସ ଓ ହେସ୍ପୋରିଡିନ । ଏଥିସହ ସେଥିରେ ବହୁ ଫାଇଟୋକେମିକାଲ୍ସ ଥିବା ବେଳେ ତାହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ହୋଇଥାଏ।
ପ୍ଳେବୋନାଇଟସ୍‌ ଏପରି ଏକ ଆଣ୍ଟି ଅକ୍ସଡେଣ୍ଟ ଯାହା କ୍ୟାନସର ଓ ହୃଦରୋଗ ପରି କ୍ରୋନିକ ବେମାରକୁ ରୋକିବାରେ ସାହାଯ୍ୟ କରିଥାଏ।
୮.୫ କମଳା ଚୋପାରେ ୧୩୬ ଗ୍ରାମ ଭିଟାମିନ-ଉ ମିଳିଥାଏ । ଏହା ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ ବୃଦ୍ଧି କରିଥାଏ। ଏଥିସହ ଏହା ବହୁ ରୋଗୁ ରକ୍ଷା କରିଥାଏ।
କମଳା ଚୋପାରେ ବହୁ ମାତ୍ରାରେ କପର, କ୍ୟାଲଶିୟମ, ମ୍ୟାଗନିସିୟମ, ଭିଟାମିନ ଏ ଓ ଫାଇବର ଥାଏ । ତାହା ଶରୀର ପାଇଁ ଖୁବ୍‌ ଲାଭଦାୟକ ।
କମଳା ଚୋପାରେ ଥିବା ହେସ୍ପୋରିଡିନ ଫ୍ଳେବୋନାଇଟ ରକ୍ତଚାପ ଓ କୋଲେଷ୍ଟରଲକୁ ନିୟନ୍ତ୍ରଣ କରିଥାଏ।
ଏହା ଆପଣଙ୍କ ମେଟାବୋଲିଜିମକୁ ବୃଦ୍ଧି କରିଥାଏ। ଓଜନ ହ୍ରାସ କରିବା ନିମନ୍ତେ ବହୁ ଡାକ୍ତର ନିୟମିତ ରୂପେ ଡାଏଟରେ କମଳା ଚୋପା ସାମିଲ କରିବାକୁ ପରାମର୍ଶ ଦେଇଥାନ୍ତି।
ଏହାକୁ ସେବନ କଲେ ଗ୍ୟାଷ୍ଟିକ ସମସ୍ୟା ନିୟନ୍ତ୍ରଣରେ ରହିଥାଏ। ଖାଦ୍ୟ ଠିକ୍‌ ଭାବେ ପାଚନ ହୋଇଥାଏ। ଏଥିସହ ଛାତି ଜଳାପୋଡ଼ା,ଏସିଡିଟି ଆଦି ସମସ୍ୟା ଦୂର ହୋଇଥାଏ।
ଏହା ତ୍ୱଚାର ବିଭିନ୍ ସମସ୍ୟା ପାଇଁ ବି ରାମବାଣ। କମଳା ଚୋପାରେ ପ୍ରସ୍ତୁତ ମିଶ୍ରଣ ଲଗାଇଲେ ମୁହଁରେ ହୋଇଥିବା ବ୍ଲାକହେଡ୍ସ, ମୃତ କୋଷିକା, ଡାର୍କ ସର୍କଲ, ଡ୍ରାଏ ସ୍କିନ୍‌ ସମସ୍ୟା ଦୂର ହୋଇଥାଏ।
କମଳା ଚୋପାକୁ ଖରାରେ ଶୁଖାଇ ଏହାର ପାଉଡର ପ୍ରସ୍ତୁତ କରି ବହୁ ଦିନ ପର୍ୟ୍ୟନ୍ତ ବି ବ୍ୟବହାର କରି ପାରିବେ।

 କମଳା କିଣିବା ବେଳେ ଏଥିପ୍ରତି ଧ୍ୟାନ ଦିଅନ୍ତୁ

ଆପଣ କମଳା ସହ ତା’ ଚୋପାକୁ ବି ଗ୍ରହଣ କରିବାକୁ ସ୍ଥିର କରିଥିଲେ ପ୍ରଥମେ ବଜାରରୁ ଫ୍ରେଶ୍‌ କମଳା ଘରକୁ ଆଣନ୍ତୁ। ଏହାର ଚୋପାରେ ପେଷ୍ଟିସାଇଡ ଥିବାର ଆଶଙ୍କା ଥିବାରୁ ତାହାକୁ ଗରମ ପାଣିରେ ଧୋଇ ଦିଅନ୍ତୁ। ଏହାପରେ କମଳା ଚୋପାକୁ ଆପଣ ନିଜ ଖାଇବାରେ ସାମିଲ କରି ପାରିବେ।

କିପରି ଖାଇବେ କମଳା ଚୋପା

ଏହାକୁ ସିଧାସଳଖ କାଟି ଛୋଟ ଛୋଟ ଖଣ୍ଡ କରି ଆପଣ ନିଜ ଖାଇବାରେ ସାମିଲ କରି ପାରିବେ। ଏହାର କଡ଼ା ସ୍ୱାଦ ଭଲ ନ ଲାଗିଲେ ତାହା ଉପରେ ଲୁଣ, ଚାଟ୍‌ ମସାଲା ଆଦି ପକାଇ ଗ୍ରହଣ କରି ପାରିବେ। ନଚେତ ଏହାକୁ ସିଝାଇ ଏହାର ରସକୁ ଆପଣ ନିଜ ଖାଦ୍ୟରେ ଗ୍ରହଣ କରି ପାରିବେ।

Powered by Froala Editor

Tags Orange peels

Related articles Odisha News Lens 4.1

  • ନବଜାତ ଶିଶୁ ମୁହଁରେ ନିଶ !
    ଦେଶ-ଦେଶାନ୍ତର

    ନବଜାତ ଶିଶୁ ମୁହଁରେ ନିଶ !

    14101
    Oct 25, 2026
  • ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର
    ବାଣିଜ୍ୟ

    ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

    13895
    Oct 25, 2026
  • ପାକିସ୍ତାନରେ ଗ୍ୟାସ ଦର ଆକାଶଛୁଆଁ, ୭ ହଜାର ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର
    ଦେଶ-ଦେଶାନ୍ତର

    ପାକିସ୍ତାନରେ ଗ୍ୟାସ ଦର ଆକାଶଛୁଆଁ, ୭ ହଜାର ଟଙ୍କାରେ ବିକ୍ରି ହେଉଛି ସିଲିଣ୍ଡର

    13325
    Oct 25, 2026
  • ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ଜାଣନ୍ତୁ.....
    ଦେଶ-ଦେଶାନ୍ତର

    ଡିଏ ବୃଦ୍ଧି ଘୋଷଣା ନେଇ ଆସିଲା ଏହି ଖବର ଜାଣନ୍ତୁ.....

    13411
    Oct 25, 2026
  • ୧୫୪ ବର୍ଷ ପରେ ଗୁଜରାଟରେ ଦେଖାଦେଲା  ସ୍ୟାଣ୍ଡ ସ୍ନେକ୍
    ଦେଶ-ଦେଶାନ୍ତର

    ୧୫୪ ବର୍ଷ ପରେ ଗୁଜରାଟରେ ଦେଖାଦେଲା ସ୍ୟାଣ୍ଡ ସ୍ନେକ୍

    13746
    Oct 25, 2026
  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ
    ବିଶେଷ

    ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14454
    Oct 25, 2026
  • ୭ ଟଙ୍କା ଲଟେରୀରେ ଭାଗ୍ୟ ଚମକିଗଲା
    ଦେଶ-ଦେଶାନ୍ତର

    ୭ ଟଙ୍କା ଲଟେରୀରେ ଭାଗ୍ୟ ଚମକିଗଲା

    15202
    Oct 25, 2026
  • କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଲେ ସୋନମ ୱାଙ୍ଗଚୁକ, କହିଲେ ଏହା.....
    ଦେଶ-ଦେଶାନ୍ତର

    କେନ୍ଦ୍ର ସରକାରଙ୍କୁ ବଡ଼ ଚେତାବନୀ ଦେଲେ ସୋନମ ୱାଙ୍ଗଚୁକ, କହିଲେ ଏହା.....

    15267
    Oct 25, 2026
  • ବିବାହ ପାଇଁ ଚୋରି କରି ଗିରଫ ହେଲେ ପ୍ରେମୀଯୁଗଳ
    ଦେଶ-ଦେଶାନ୍ତର

    ବିବାହ ପାଇଁ ଚୋରି କରି ଗିରଫ ହେଲେ ପ୍ରେମୀଯୁଗଳ

    14923
    Oct 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୧୫୪ ବର୍ଷ ପରେ ଗୁଜରାଟରେ ଦେଖାଦେଲା ସ୍ୟାଣ୍ଡ ସ୍ନେକ୍

    13746
    Oct 25, 2026
  • ଦେଶ-ଦେଶାନ୍ତର

    ନବଜାତ ଶିଶୁ ମୁହଁରେ ନିଶ !

    14101
    Oct 25, 2026
  • ବାଣିଜ୍ୟ

    ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

    13895
    Oct 25, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17214
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17911
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17854
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18278
    Sep 06, 2023

ବିଶେଷ

  • ଏଭଳି ନେତାଙ୍କୁ ଚିହ୍ନିଥାଏ ସାରା ବିଶ୍ଵ

    14454
    Oct 25, 2026
  • ଏହି ରଙ୍ଗର ଜୋତା ପିନ୍ଧିଲେ ସୌଭାଗ୍ୟ ପାଲଟିଯାଏ ଦୁର୍ଭାଗ୍ୟ

    15381
    Oct 23, 2026
  • ଏପରି କଲେ ଛାଡି ପଳେଇବେ ମା' ଲକ୍ଷ୍ମୀ

    15702
    Oct 23, 2026
  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    15069
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15535
    Oct 16, 2026

ବାଣିଜ୍ୟ

ଧନ୍‌ ତେରସ୍ ପୂର୍ବରୁ କମିଲା ସୁନା ଦର

ଦୀପାବଳିର ଠିକ୍ ପୂର୍ବରୁ ସୁନା ଦରରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି । ଚଳିତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ପାଖାପାଖି ୪% ଖସିଛି । ଏହି ୪ ମାସରେ ସୁନାର ଏହା ସର୍ବବୃହତ୍ ହ୍ରାସ । ଅଶୋଧିତ ତୈଳ ଦରରେ ବୃଦ୍ଧି, ଦରଦାମ ଚିନ୍ତା ଏବଂ କଡ଼ା ମୁଦ୍ରାନୀତି ଆଶଙ୍କା ଯୋଗୁ ସୁନା ଆଉନ୍ସ ପିଛା ୪,୦୦୦ ଡଲାର ପର୍ଯ୍ ...

  • ଜିଓ ଆଇପିଓ ଆବେଦନ ସଂଖ୍ୟା କୋଟିଏ ଟପିଲା

    14943
    Oct 24, 2026
  • ଲକ୍ଷ୍ମୀପୁରରେ ଭିଏଏମ୍ଏଲ୍ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ, ପ୍ରାୟ ୨୦୦ ଜଣ ଗୋଷ୍ଠୀ ସଦସ୍ୟ ଉପକୃତ

    14644
    Oct 23, 2026
  • ମହଙ୍ଗା ହେବ ତେଲ, ଅଶୋଧିତ ତୈଳ ବ୍ୟାରେଲ୍‌ ପିଛା ୧୪୦ ଡଲାର ଛୁଇଁବ

    15237
    Oct 22, 2026
  • ହମାରା ବଚ୍‌ପନ ଟ୍ରଷ୍ଟ ରଜୋନିବୃତ୍ତି ଦିବସ ୨୦୨୬ ପାଳନ କରିବାକୁ ଓଡ଼ିଶା ଓ ମଧ୍ୟପ୍ରଦେଶରେ ୨୫ଟି ସମ୍ପ୍ରଦାୟରେ ୧୦୦୦ରୁ ଅଧିକ ମହିଳାଙ୍କ ନିକଟରେ ପହଞ୍ଚିଲା

    14421
    Oct 21, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିବାହ ପାଇଁ ଚୋରି କରି ଗିରଫ ହେଲେ ପ୍ରେମୀଯୁଗଳ

    14923
    Oct 25, 2026
  • ଉଷା ମଙ୍ଗେଶକରଙ୍କୁ ମିଳିବ ‘ଭାରତ ରତ୍ନ ଡକ୍ଟର ଭୂପେନ ହଜାରିକା ଜାତୀୟ ପୁରସ୍କାର’

    13615
    Oct 25, 2026
  • ନବଜାତ ଶିଶୁ ମୁହଁରେ ନିଶ !

    14101
    Oct 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In