Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, September 16, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ...

  • ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ ...

  • ମୋଦୀଙ୍କ ପାଇଁ ଏହି ଗୀତ ପୋଷ୍ଟ କଲେ ...

  • ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ ...

  • ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା

  • ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ

  • ପାର୍ବଣରେ ବଢ଼ିଯିବ ସୁନା, ରୁପା ଦର

  • ଏହି ମାସରେ ହେବ ତିନି ଶକ୍ତିଶାଳୀ ବାତ୍ୟା

  • ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ...

  • ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି ...

ବିଶେଷ
Home ›› ବିଶେଷ ››ସନଡେ ରେ ବନାନ୍ତୁ ମସଲା ସାଣ୍ଡ୍ଉଇଚ୍

ସନଡେ ରେ ବନାନ୍ତୁ ମସଲା ସାଣ୍ଡ୍ଉଇଚ୍

2024-05-19 03:04:42
16077
Share:
Facebook
Twitter
E-Mail
WhatsApp
Telegram
ସନଡେ ରେ ବନାନ୍ତୁ ମସଲା ସାଣ୍ଡ୍ଉଇଚ୍

ଆବଶ୍ୟକ ସାମଗ୍ରୀ:  ବ୍ରେଡ୍‌, ଆଳୁ, କଟା ପିଆଜ, ଧନିଆ ପତ୍ର, କଟା କଞ୍ଚାଲଙ୍କା, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଗରମମସଲା ଗୁଣ୍ଡ, ମାୟୋନିଜ, ବଟର, ଟମାଟୋ ସସ୍

ପ୍ରସ୍ତୁତି ପ୍ରଣାଳୀ: ବଜାରରୁ ବ୍ରେଡ୍ ଆଣି ତାକୁ ଦୁଇ ସାଇଟ୍‌ରେ ବଟର ଲଗାଇ ଦିଅନ୍ତୁ। ଏହାକୁ ଅଳ୍ପ ଆଞ୍ଚରେ ଭାଜନ୍ତୁ। ଏହା ଅଳ୍ପ ଭାଜି ହେଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ପରେ ମସଲା କରିବା ପାଇଁ ପ୍ରଥମେ ଆଳୁକୁ ସିଝାଇ ଏକ ପାତ୍ରରେ ରଖନ୍ତୁ। ପରେ ତାକୁ ଭଲ ଭାବରେ ଚକଟି ଦିଅନ୍ତୁ। ଏହା ପରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ କଟା ପିଆଜ ଓ କଟା କଞ୍ଚା ଲଙ୍କାକୁ ସେଥିରେ ପକାଇ ଭାଜି ଦିଅନ୍ତୁ। ପରେ ସେଥିରେ ଚକଟି ରଖିଥିବା ଆଳୁକୁ ପକାଇ ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ। ତା’ ପରେ ସେଥିରେ ସ୍ୱାଦ ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ପରେ ସେଥିରେ ଜିରା ପାଉଡର, ଗରମ ମସଲା ଓ ଲଙ୍କା ପାଉଡର ପକାଇ କିଛି ସମୟ କଷନ୍ତୁ। ତା’ପରେ ଏକପାତ୍ରକୁ ଥଣ୍ଡା ହେବା ପାଇଁ କାଢ଼ି ଦିଅନ୍ତୁ।

ପୂର୍ବରୁ ଭାଜି ରଖିଥିବା ବ୍ରେଡ ଉପରେ ଟମାଟୋ ସସ୍ ଲଗାଇ ଦିଅନ୍ତୁ। ଏହାପରେ ତା’ ଉପରେ ଆଳୁ ମସଲାକୁ ଦେଇ ଦିଅନ୍ତୁ। ତା’ ପରେ ସେଥିରେ ଆପଣଙ୍କ ପସନ୍ଦ ଅନୁସାରେ ମାୟୋନିଜ ଲଗାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ସାଣ୍ଡ୍ଉଇଚ୍।  ଘରେ ତିଆରି କରନ୍ତୁ ମସଲା ସାଣ୍ଡ୍ଉଇଚ୍।

Powered by Froala Editor

Tags Masala sandwich

Related articles Odisha News Lens 4.1

  • ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ କରିବ ଭାରତ
    ଦେଶ-ଦେଶାନ୍ତର

    ନେପାଳକୁ ୬୫୪ ମେଗାୱାଟ ବିଦ୍ୟୁତ୍ ଯୋଗାଣ କରିବ ଭାରତ

    13451
    Sep 15, 2026
  • ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି କନେଷ୍ଟବଳ ହଟହଟା
    ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି କନେଷ୍ଟବଳ ହଟହଟା

    14830
    Sep 14, 2026
  • ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ଫେରସ୍ତ ମାଗିଲେ ସିଇଓ
    ଦେଶ-ଦେଶାନ୍ତର

    ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ଫେରସ୍ତ ମାଗିଲେ ସିଇଓ

    14151
    Sep 14, 2026
  • ପାର୍ବଣରେ ବଢ଼ିଯିବ ସୁନା, ରୁପା ଦର
    ଦେଶ-ଦେଶାନ୍ତର

    ପାର୍ବଣରେ ବଢ଼ିଯିବ ସୁନା, ରୁପା ଦର

    13550
    Sep 15, 2026
  • ଏହି ମାସରେ ହେବ ତିନି ଶକ୍ତିଶାଳୀ ବାତ୍ୟା
    ଦେଶ-ଦେଶାନ୍ତର

    ଏହି ମାସରେ ହେବ ତିନି ଶକ୍ତିଶାଳୀ ବାତ୍ୟା

    15628
    Sep 15, 2026
  •  ମୋଦୀଙ୍କ ପାଇଁ  ଏହି ଗୀତ ପୋଷ୍ଟ କଲେ ମାଲେସିଆ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ମୋଦୀଙ୍କ ପାଇଁ ଏହି ଗୀତ ପୋଷ୍ଟ କଲେ ମାଲେସିଆ ପ୍ରଧାନମନ୍ତ୍ରୀ

    14017
    Sep 15, 2026
  • ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା
    ଦେଶ-ଦେଶାନ୍ତର

    ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା

    15630
    Sep 15, 2026
  • ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ କବଜା କଲେ ହାଉତି ବିଦ୍ରୋହୀ
    ଦେଶ-ଦେଶାନ୍ତର

    ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ କବଜା କଲେ ହାଉତି ବିଦ୍ରୋହୀ

    14125
    Sep 15, 2026
  • ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ଟିକେଟ
    ଦେଶ-ଦେଶାନ୍ତର

    ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ଟିକେଟ

    15321
    Sep 15, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ଫେରସ୍ତ ମାଗିଲେ ସିଇଓ

    14151
    Sep 14, 2026
  • ଦେଶ-ଦେଶାନ୍ତର

    ଦକ୍ଷିଣ ଲୋହିତ ସାଗରର ରଣନୈତିକ ଦ୍ୱୀପ କବଜା କଲେ ହାଉତି ବିଦ୍ରୋହୀ

    14125
    Sep 15, 2026
  • ଦେଶ-ଦେଶାନ୍ତର

    ଗଙ୍ଗା ଆରତି ଉତ୍ସବ: ବିକ୍ରି ହୋଇଗଲା ସବୁ ଟିକେଟ

    15321
    Sep 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17095
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17776
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17764
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18167
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14534
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16154
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14686
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13996
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14801
    Aug 31, 2026

ବାଣିଜ୍ୟ

୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍‌ର ଏକ ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14314
    Sep 09, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14079
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14707
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15042
    Sep 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାର୍ବତୀକୁ ମିଳିଲା ନୂଆ ସାଥୀ ଦୁର୍ଗା

    15630
    Sep 15, 2026
  • ଏହି ମାସରେ ହେବ ତିନି ଶକ୍ତିଶାଳୀ ବାତ୍ୟା

    15628
    Sep 15, 2026
  • ଆସୁଛି ବଡ଼ ବର୍ଷା, ରେଡ୍ ଆଲର୍ଟରେ ଗୁଜୁରାଟ

    15070
    Sep 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In