Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, July 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ...

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ...

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ...

  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ ...

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ...

  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ...

  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ...

  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ...

  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ...

  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ ...

Home ›› ››ଘୋଷଣା ହେଲା ବିଜେପି ପ୍ରାର୍ଥୀ ତାଲିକା, ୧୧୨ ପ୍ରାର୍ଥୀଙ୍କ ନାମ ଘୋଷଣା

ଘୋଷଣା ହେଲା ବିଜେପି ପ୍ରାର୍ଥୀ ତାଲିକା, ୧୧୨ ପ୍ରାର୍ଥୀଙ୍କ ନାମ ଘୋଷଣା

2024-04-02 07:37:27
14433
Share:
Facebook
Twitter
E-Mail
WhatsApp
Telegram
ଘୋଷଣା ହେଲା ବିଜେପି ପ୍ରାର୍ଥୀ ତାଲିକା, ୧୧୨ ପ୍ରାର୍ଥୀଙ୍କ ନାମ ଘୋଷଣା

ଭୁବନେଶ୍ୱର: ଅପେକ୍ଷାର ହେଲା ଅନ୍ତ । ଆସିଲା ବିଜେପି ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ ଦଳ ପକ୍ଷରୁ ୧୧୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ବଳକା ୩୫ ଆସନରେ ବିଜେପି ପ୍ରାର୍ଥୀ ଘୋଷଣା କରିନାହିଁ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଦଳ ଏଥର ପୁଣି ଚାନ୍ଦବାଲିରୁ ପ୍ରାର୍ଥୀ କରିଛି। ତେବେ କିଏ କେଉଁ ବିଧାନସଭା ଆସନରୁ ପ୍ରାର୍ଥୀ ହେଲେ ଜାଣନ୍ତୁ

ଚାନ୍ଦବାଲି: ମନମୋହନ ସାମଲ

ସମ୍ବଲପୁର: ଜୟନାରାୟଣ ମିଶ୍ର
ତଳସରା: ଭବାନୀଶଙ୍କର ଭୋଇ
ସୁନ୍ଦରଗଡ଼: କୁସୁମ ଟେଟେ
ବୀରମିତ୍ରପୁର: ଶଙ୍କର ଓରାମ
ରଘୁନାଥପାଲୀ: ଦୁର୍ଗାଚରଣ ତନ୍ତୀ
ରାଜଗାଙ୍ଗପୁର: ନରସିଂହ ମିଞ୍ଜ
ବଣାଇ: ସେବତୀ ମିଞ୍ଜ
କୁଚିଣ୍ଡା: ରବିନାରାୟଣ ନାଏକ
ରେଙ୍ଗାଲି: ନାଉରୀ ନାଏକ
ରେଢାଖୋଲ: ଦେବେନ୍ଦ୍ର ମହାପାତ୍ର
ଦେବଗଡ଼ : ସୁବାସ ପାଣିଗ୍ରାହୀ
ଆନନ୍ଦପୁର: ଆଲୋକ ସେଠୀ
କେନ୍ଦୁଝର: ମୋହନ ମାଝୀ
ଯଶୀପୁର:ଗଣେଶରାମ ସିଂ ଖୁଣ୍ଟିଆ
ଉଦଳା: ଭାସ୍କର ମଢେଇ
ବଡ଼ସାହି: ସନାତନ ବିଜଳି
ବାରିପଦା: ପ୍ରକାଶ ସୋରେର୍ନ
ମୋରଡ଼ା:କୃଷ୍ଣଚନ୍ଦ୍ର ମହାପାତ୍ର
ଜଳେଶ୍ୱର: ବ୍ରଜ ପ୍ରଧାନ

ବାଲେଶ୍ୱର: ମାନସ ଦତ୍ତ
ରେମୁଣା: ଗୋବିନ୍ଦ ଦାସ
ସୋର: ରାଜେନ୍ଦ୍ର ଦାସ
ସିମୁଳିଆ: ପଦ୍ମଲୋଚନ ପଣ୍ଡା
ଭଦ୍ରକ: ସୀତାଂଶୁ ଶେଖର ମହାପାତ୍ର
ଧାମନଗର: ସୂର୍ଯ୍ୟବଂଶୀ ସୂରଜ
ବିଞ୍ଝାରପୁର: ବବିତା ମଲ୍ଲିକ
ବଡ଼ଚଣା: ଅମର ନାଏକ
ଧର୍ମଶାଳା: ସ୍ମୃତିରେଖା ପହି
ଯାଜପୁର: ଗୌତମ ରାୟ
କୋରେଇ: ଆକାଶ ଦାସନାୟକ
ସୁକିନ୍ଦା: ପ୍ରଦୀପ ବଳସାମନ୍ତ
ଢେଙ୍କାନାଳ: କୃଷ୍ଣଚନ୍ଦ୍ର ପାତ୍ର
କାମାକ୍ଷାନଗର: ଶତୃଘ୍ନ ଜେନା
ପରଜଙ୍ଗ: ବିଭୂତିଭୂଷଣ ପ୍ରଧାନ
ପାଲଲହଡ଼ା: ଅଶୋକ ମହାନ୍ତି

ତାଳଚେର: କାଳନ୍ଦୀ ସାମଲ
ଛେଣ୍ଡିପଦା: ଅଗସ୍ତୀ ବେହେରା
ଆଠମଲ୍ଲିକ: ସଞ୍ଜୀବ ସାହୁ
ବୀରମହାରାଜପୁର:ରଘୁନାଥ ଜଗଦଳା
ସୋନପୁର: ପ୍ରମୋଦ ମହାପାତ୍ର
ଲୋଇସିଂହା: ମୁକେଶ ମହାଲିଙ୍ଗ

ବଲାଙ୍ଗୀର: ଗୋପାଳଜୀ ପାଣିଗ୍ରାହୀ
ଟିଟିଲାଗଡ଼: ନବୀନ ଜୈନ
କଣ୍ଟାବାଞ୍ଜି: ଲକ୍ଷ୍ମଣ ବାଗ
ନୂଆପଡ଼ା: ଅଭିନନ୍ଦନ ପଣ୍ଡା
ଖଡ଼ିଆଳ: ହିତେଶ ବଗର୍ତ୍ତୀ
ଉମରକୋଟ: ନିତ୍ୟାନନ୍ଦ ପଣ୍ଡା
ନବରଙ୍ଗପୁର: ଗୌରୀଶଙ୍କର ମାଝୀ
ଲାଞ୍ଜିଗଡ଼: ରମେଶ ମାଝୀ

ଜୁନାଗଡ଼: ମନୋଜ ମେହେର
ଧର୍ମଗଡ଼: ସୁଧୀର ପାଟ୍ଟଯୋଶୀ
ପାଟଣାଗଡ଼: କନକବର୍ଦ୍ଧନ ସିଂହଦେଓ
ଭବାନୀପାଟଣା: ପ୍ରଦୀପ୍ତ ନାଏକ

ଜୁନାଗଡ଼: ମନୋଜ ମେହେର
ଧର୍ମଗଡ଼: ସୁଧୀର ପାଟ୍ଟଯୋଶୀ
ପାଟଣାଗଡ଼: କନକବର୍ଦ୍ଧନ ସିଂହଦେଓ
ଭବାନୀପାଟଣା: ପ୍ରଦୀପ୍ତ ନାଏକ
ନର୍ଲା:ଅନିରୁଦ୍ଧ ପ୍ରଧାନ
ବାଲିଗୁଡ଼ା: କଳ୍ପନା କହଁର
ଜି.ଉଦୟଗିରି: ମାନଗୋବିନ୍ଦ ପ୍ରଧାନ
ଫୁଲବାଣୀ: ଉମାଚରଣ ମଲ୍ଲିକ
କଣ୍ଟାମାଳ:କହ୍ନେଇଚରଣ ଡାଙ୍ଗ
ବୌଦ୍ଧ: ସରୋଜ ପ୍ରଧାନ

ବଡ଼ମ୍ବା: ସମ୍ବିତ ତ୍ରିପାଠୀ
ବାଙ୍କୀ: ତୁଷାରକାନ୍ତ ଚକ୍ରବର୍ତ୍ତୀ
ଆଠଗଡ଼: ଅଭୟ ବାରିକ
ଚୌଦ୍ୱାର: ନୟନ କିଶୋର ମହାନ୍ତି
ନିଆଳି: ଛବି ମଲ୍ଲିକ
କଟକ ସଦର: ପ୍ରକାଶ ସେଠୀ
ମାହାଙ୍ଗା: ସୁମନ୍ତ ଘଡେ଼ଇ
ପାଟକୁରା: ତେଜେଶ୍ୱର ପରିଡ଼ା
ଆଳି: କୃଷ୍ଣଚନ୍ଦ୍ର ପଣ୍ଡା
ମହାକାଳପଡ଼ା: ଦୁର୍ଗାପ୍ରସନ୍ନ ନାୟକ

ପାରାଦ୍ୱୀପ: ସମ୍ପଦ ସ୍ୱାଇଁ
ତିର୍ତ୍ତୋଲ: ରାଜକିଶୋର ବେହେରା
ନିମାପଡ଼ା: ପ୍ରଭାତି ପରିଡ଼ା
ପୁରୀ: ଜୟନ୍ତ ଷଡ଼ଙ୍ଗୀ

ବ୍ରହ୍ମଗିରି: ଉପାସନା ମହାପାତ୍ର
ସତ୍ୟବାଦୀ: ଓମ ପ୍ରକାଶ ମିଶ୍ର
ପିପିଲି: ଆଶ୍ରିତ ପଟ୍ଟନାୟକ
ଜୟଦେବ: ଅରବିନ୍ଦ ଢାଲି
ଭୁବନେଶ୍ୱର ମଧ୍ୟ: ଜଗନ୍ନାଥ ପ୍ରଧାନ
ଭୁବନେଶ୍ୱର ଉତ୍ତର: ପ୍ରିୟଦର୍ଶୀ ମିଶ୍ର
ଏକାମ୍ର: ବାବୁ ସିଂହ
ଜଟଣୀ: ବିଶ୍ୱରଞ୍ଜନ ବଡ଼ଜେନା

ଚିଲିକା: ପଥ୍ୱୀରାଜ ହରିଚନ୍ଦନ
ରଣପୁର: ତାପସ ମାର୍ଥା
ଖଣ୍ଡପଡ଼ା: ଦୁଷ୍ମନ୍ତ ସ୍ୱାଇଁ
ଦଶପଲ୍ଲା: ରାଘବ ମଲ୍ଲିକ

ପୋଲସରା: ଗୋକୁଳାନନ୍ଦ ମଲ୍ଲିକ
କବିସୂର୍ଯ୍ୟନଗର: ପ୍ରତାପ ନାଏକ
ଖଲ୍ଲିକୋଟ: ପୂର୍ଣ୍ଣଚନ୍ଦ୍ର ସେଠୀ
ଛତ୍ରପୁର: କୃଷ୍ଣଚନ୍ଦ୍ର ନାୟକ
ଆସିକା: ସରୋଜ ପାଢୀ
ସୋରଡ଼ା: ନୀଳମଣି ବିଷୋୟୀ
ହିଞ୍ଜିଳି: ଶିଶିର ମିଶ୍ର
ଗୋପାଳପୁର: ବିଭୂତି ଜେନା
ବ୍ରହ୍ମପୁର: କେ. ଅନିଲ କୁମାର
ଦିଗପହଣ୍ଡି: ସିଦ୍ଧାନ୍ତ ମହାପାତ୍ର

ବ୍ରଜରାଜନଗର: ସୁରେଶ ପୂଜାରୀ
ପଦ୍ମପୁର: ଗୋବର୍ନ୍ଧନ ଭୁଏ
ବିଜେପୁର: ସନତ ଗଡ଼ତିଆ
ବରଗଡ଼: ଅଶ୍ୱିନୀ ଷଡ଼ଙ୍ଗୀ
ଅତାବିରା: ନିହାର ମହାନନ୍ଦ
ଭଟଲୀ:ଈରାଶିଷ ଆଚାର୍ଯ୍ୟ
ଝାରସୁଗୁଡ଼ା: ଟଙ୍କଧର ତ୍ରିପାଠୀ

ଚିକିଟି: ମନୋରଞ୍ଜନ ଦୟାନ ସାମନ୍ତରାୟ
ପାରଳାଖେମୁଣ୍ଡି: କେ.ନାରାୟଣ ରାଓ
ଗୁଣପୁର: ତ୍ରିନାଥ ଗୋମାଙ୍ଗୋ
କୋରାପୁଟ:ରଘୁରାମ ମଚ୍ଛା
ପଟାଙ୍ଗୀ: ଚୈତନ୍ୟ ହନ୍ତାଳ
ମାଲକାନଗିରି: ନରସିଂହ ମାଡକାମୀ

Powered by Froala Editor

Tags Bjp candidate declare

Related articles Odisha News Lens 4.1

  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ...
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ...

    14949
    Jul 07, 2026
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା
    ଦେଶ-ଦେଶାନ୍ତର

    ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15056
    Jul 08, 2026
  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
    ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14290
    Jul 08, 2026
  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13304
    Jul 08, 2026
  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ
    ଦେଶ-ଦେଶାନ୍ତର

    ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13479
    Jul 07, 2026
  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା
    ଦେଶ-ଦେଶାନ୍ତର

    କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା

    14271
    Jul 08, 2026
  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି
    ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15375
    Jul 08, 2026
  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14406
    Jul 07, 2026
  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ
    ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13642
    Jul 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13304
    Jul 08, 2026
  • ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

    13941
    Jul 08, 2026
  • ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13642
    Jul 07, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16969
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17579
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17633
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18032
    Sep 06, 2023

ବିଶେଷ

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15058
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15538
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15352
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15216
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14641
    Jun 30, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15835
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15703
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13809
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14921
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା

    14271
    Jul 08, 2026
  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13304
    Jul 08, 2026
  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ଆଦିପୂର୍ଣ୍ଣ’ ପଦକ

    14949
    Jul 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In