ବିଜେଡି ପକ୍ଷରୁ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, କିଏ କେଉଁଠି ଲଢିବେ ଜାଣନ୍ତୁ
ଭୁବନେଶ୍ୱର: ନିର୍ବାଚନୀ ମାହୋଲ ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ବିଜେଡି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେଡି ପକ୍ଷରୁ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।ଆଜି ଘୋଷଣା ହୋଇଥିବା ବିଧାନସଭା ପ୍ରାର୍ଥୀ ତାଲିକାରେ ଦଳ ୯୦ ପ୍ରତିଶତ ପ୍ରାର୍ଥୀଙ୍କୁ ରିପିଟ୍ କରିଛି ଦଳ।
ବିଧାନସଭା ପ୍ରାର୍ଥୀ ତାଲିକା: କିଏ କେଉଁଠି ଲଢିବେ ଜାଣନ୍ତୁ
ସୋନପୁର: ନିରଞ୍ଜନ ପୂଜାରୀ
ପାଟଣାଗଡ଼: ସରୋଜ ମେହେର
ବଲାଙ୍ଗୀର: କଳିକେଶ ସିଂହଦେଓ
ଭବାନୀପାଟଣା:ପୁଷ୍ପେନ୍ଦ୍ର ସିଂଦେଓ
ବାଙ୍କୀ: ଦେବୀରଞ୍ଜନ ତ୍ରିପାଠୀ
ପାଟକୁରା: ଅରବିନ୍ଦ ମହାପାତ୍ର
ବିଷମକଟକ: ଜଗନ୍ନାଥ ସାରକା
ଗୁଣପୁର: ରଘୁନାଥ ରଘୁନାଥ ଗମାଙ୍ଗୋ
ରାୟଗଡ଼ା: ଅନୁସୟା ମାଝୀ
ବରଗଡ଼: ଦେବେଶ ଆଚାର୍ଯ୍ୟ
ବିଜେପୁର: ରିତା ସାହୁ
ଅତାବିରା: ସ୍ନେହାଙ୍ଗିନୀ ଛୁରିଆ
ଭଟଲି: ସିଶାନ୍ତ ସିଂହ
ଜଳେଶ୍ୱର:ଅଶ୍ୱିନୀ ପାତ୍ର
ବସ୍ତା: ସୁବାସିନୀ ଜେନା
ଭଣ୍ଡାରିପୋଖରୀ: ସଞ୍ଜୀବ ମଲ୍ଲିକ
ଭଦ୍ରକ: ପ୍ରଫୁଲ୍ଲ ସାମଲ
ବାସୁଦେବପୁର: ବିଷ୍ଣୁବ୍ରତ ରାଉତରାୟ
ଧାମନଗର: ସଞ୍ଜୟ ଦାସ
ଚାନ୍ଦବାଲି: ବ୍ୟୋମକେଶ ରାୟ
ବିଞ୍ଝାରପୁର: ପ୍ରମିଳା ମଲ୍ଲିକ
ଧର୍ମଶାଳା: ପ୍ରଣବ ବଳବନ୍ତରାୟ
ଯାଜପୁର: ସୁଜାତା ସାହୁ
ସୁକିନ୍ଦା: ପ୍ରୀତିରଞ୍ଜନ ଘଡ଼ାଇ
ଢେଙ୍କାନାଳ: ସୁଧୀର ସାମଲ
କାମାକ୍ଷାନଗର: ପ୍ରଫୁଲ୍ଲ ମଲ୍ଲିକ
ପର୍ଜଙ୍ଗ: ନୃସିଂହ ସାହୁ
ପାଲଲହଡ଼ା: ମୁକେଶ ପାଲ
ଛେଣ୍ଡିପଦା: ସୁଶାନ୍ତ ବେହେରା
ସୋନପୁର: ନିରଞ୍ଜନ ପୂଜାରୀ
ଲୋଇସିଂହା: ନିହାର ବେହେରା
ପାଟଣାଗଡ଼: ସରୋଜ ମେହେର
ବଲାଙ୍ଗୀର: କଳିକେଶ ସିଂହଦେଓ
ଟିଟିଲାଗଡ଼: ଟୁକୁନି ସାହୁ
ନୂଆପଡ଼ା: ରାଜେନ୍ଦ୍ର ଢୋଲକିଆ
ଉମରକୋଟ: ନବୀନା ନାଏକ
ଝରିଗାଁ: ରମେଶ ମାଝୀ
ନବରଙ୍ଗପୁର: କୌଶଲ୍ୟା ପ୍ରଧାନୀ
ଡାବୁଗାଁ – ମନୋହର ରନ୍ଧାରୀ
ଲାଞ୍ଜିଗଡ – ପ୍ରଦୀପ କୁମାର ଦିଶାରୀ
ଜୁନାଗଡ – ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ – ପୁଷ୍ପେନ୍ଦ୍ର ସିଂ ଦେଓ
ଭବାନୀପାଟଣା – ଲତିକା ନାୟକ
ଜି ଉଦୟଗିରି – ସାଲୁଗା ପ୍ରଧାନ
କଣ୍ଟାମାଳ – ମହିଧର ରଣା
ବୌଦ୍ଧ – ପ୍ରଦୀପ କୁମାର ଅମାତ
ବଡମ୍ବା – ଦେବୀ ପ୍ରସାଦ ମିଶ୍ର
ଆଠଗଡ – ରଣେନ୍ଦ୍ର ପ୍ରତାପ ସ୍ୱାଇ
କଟକ ଚୌଦାର – ସୌଭିକ ବିଶ୍ୱାଳ
ନିଆଳି – ପ୍ରମୋଦ ମଲ୍ଲିକ
କଟକ ସଦର – ଚନ୍ଦ୍ରସାରଥୀ ବେହେରା
ପାଟକୁରା – ଅରବିନ୍ଦ ମହାପାତ୍ର
ଆଳି – ପ୍ରତାପ ଦେବ
ରାଜନଗର – ଧ୍ରୁବ ସାହୁ
ମହାକାଳପଡା – ଅତନୁ ସବ୍ୟସାଚ୍ଚୀ ନାୟକ
ପୁରୀ – ସୁନୀଲ ମହାନ୍ତି
ବ୍ରହ୍ମଗିରି – ଉମାକାନ୍ତ ସାମନ୍ତରାୟ
ସତ୍ୟବାଦୀ – ସଞ୍ଜୟ ଦାସବର୍ମା
ପିପିଲି – ରୁଦ୍ର ପ୍ରସାଦ ମହାରଥୀ
ଜଟଣୀ – ବିଭୂତି ବଳବନ୍ତରାୟ
ରଣପୁର – ସତ୍ୟନାରାୟଣ ପ୍ରଧାନ
ଦଶପଲ୍ଲା – ରମେଶ ଚନ୍ଦ୍ର ବେହେରା
ନୟାଗଡ – ଅରୁଣ ସାହୁ
ଭଞ୍ଜନଗର – ବିକ୍ରମ କେଶରୀ ଆରୁଖ
ପୋଲସରା – ଶ୍ରୀକାନ୍ତ ସାହୁ
କବିସୂର୍ୟ୍ୟନଗର – ଲତିକା ପ୍ରଧାନ
ଛତ୍ରପୁର – ସୁବାଷ ଚନ୍ଦ୍ର ବେହେରା
ସୋରଡା – ସଂଘମିତ୍ରା ସ୍ୱାଇଁ
ହିଞ୍ଜିଳି – ନବୀନ ପଟ୍ଟନାୟକ
ଗୋପାଳପୁର – ବିକ୍ରମ କୁମାର ପଣ୍ଡା
ଦିଗପହଣ୍ଡି – ବିପ୍ଲବ ପାତ୍ର
ଚିକିଟି – ଚିନ୍ମୟ ନନ୍ଦ ଶ୍ରୀରୂପଦେବ
କୋଟପାଡ – ଚନ୍ଦ୍ରଶେଖର ମାଝୀ
କୋରାପୁଟ – ରଘୁରାମ ପୋଡାଲ
ମାଲକାନଗିରି – ମାନସ ମାକାମ୍ବୀ
କାଶୀପୁର – ବଦ୍ରିନାରାୟଣ ପାତ୍ର
ପାଟଣା – ଜଗନ୍ନାଥ ନାୟକ
Powered by Froala Editor