Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, February 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ...

  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ...

  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ...

  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ...

  • ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ...

  • ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର

  • ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

  • ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ...

  • ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ...

Home ›› ››ହ୍ୱାଇଟ୍‍ହ୍ୟାଟ ଜୁନିୟର ପିଲାଙ୍କୁ ମୋବାଇଲ ଆପ୍‍ ତିଆରି ପାଇଁ ପ୍ରେରଣା ଦେବାକୁ ସିଆରୱାଇ ସହିତ ହାତ ମିଳାଇଲା

ହ୍ୱାଇଟ୍‍ହ୍ୟାଟ ଜୁନିୟର ପିଲାଙ୍କୁ ମୋବାଇଲ ଆପ୍‍ ତିଆରି ପାଇଁ ପ୍ରେରଣା ଦେବାକୁ ସିଆରୱାଇ ସହିତ ହାତ ମିଳାଇଲା

2021-06-16 10:43:07
28691
Share:
Facebook
Twitter
E-Mail
WhatsApp
Telegram
ହ୍ୱାଇଟ୍‍ହ୍ୟାଟ ଜୁନିୟର ପିଲାଙ୍କୁ ମୋବାଇଲ ଆପ୍‍ ତିଆରି ପାଇଁ ପ୍ରେରଣା ଦେବାକୁ ସିଆରୱାଇ ସହିତ ହାତ ମିଳାଇଲା

ଭୁବନେଶ୍ୱର : କୋଡିଂ ଓ ଗଣିତ ବିଷୟରେ ଅନ୍‍ଲାଇନ କ୍ଲାସ ଯୋଗାଇ ଦେଉଥିବା ଏକ ଅଗ୍ରଣୀ ଏଡ୍‍ଟେକ କମ୍ପାନୀ ହ୍ୱାଇଟ୍‍ହ୍ୟାଟ ଜୁନିୟର ସମାଜ ଉପରେ ପ୍ରଭାବ ପକାଇବାକୁ ଲକ୍ଷ୍ୟ ରଖୁଥିବା ମୋବାଇଲ ଆପ୍ଲିକେସନ ସୃଷ୍ଟି କରିବା ଦିଗରେ ପିଲାମାନଙ୍କୁ ପ୍ରେରିତ କରିବାକୁ ଅଗ୍ରଣୀ ଅଣ ସରକାରୀ ସଂଗଠନ ସିଆରୱାଇ (ଚାଇଲ୍ଡ ରାଇଟସ୍‍ ଆଣ୍ଡ ୟୁ) ସହିତ ହାତ ମିଳାଇଛି ।

ଏହି ନୂଆ ସହଭାଗିତାର ଅଂଶସ୍ୱରୂପ ସମାଜରେ ସକାରାତ୍ମକ ପ୍ରଭାବ ପକାଇବା ପ୍ରୟାସକୁ ଆଗେଇ ନେବାଭଳି ମୋବାଇଲ ଆପ୍‍ ପ୍ରସ୍ତୁତ କରୁଥିବା ଅଂଶଗ୍ରହଣକାରୀ ହ୍ୱାଇଟ୍‍ହ୍ୟାଟ ଜୁନିୟର ଛାତ୍ରଛାତ୍ରୀଙ୍କୁ ସିଆରୱାଇ ସ୍ୱୀକୃତି/ ପ୍ରମାଣପତ୍ର ପ୍ରଦାନ କରିବ ।

ହ୍ୱାଇଟ୍‍ହ୍ୟାଟ ଜୁନିୟରର ପାଠ୍ୟକ୍ରମ ପିଲାମାନଙ୍କୁ ସେମାନେ ସମ୍ମୁଖୀନ ହେଉଥିବା ବାସ୍ତବ ଦୁନିଆର ସମସ୍ୟାଗୁଡିକ ସମ୍ପର୍କରେ ଗଠନ ମୂଳକ ଭାବେ ଚିନ୍ତା କରିବା ଏବଂ ତାହାର ସମାଧାନ ନିର୍ଣ୍ଣୟ ନିମନ୍ତେ ଉଦ୍ୟମ କରିବାକୁ ଉତ୍ସାହିତ କରୁଛି । ସଂପ୍ରତି କାର୍ଯ୍ୟକାରୀ ହେବାକୁ ଯାଉଥିବା ଏହି ପ୍ରକଳ୍ପ ପିଲାଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଚିନ୍ତାଧାରା ଉପରେ ଆଧାରିତ । ଗତ ଦୁଇବର୍ଷ ମଧ୍ୟରେ ହ୍ୱାଇଟ୍‍ହ୍ୟାଟ ଜୁନିୟର ଛାତ୍ରଛାତ୍ରୀମାନେ ସାମାଜିକ ପ୍ରଭାବ ପକାଉଥିବା ବିଷୟବସ୍ତୁକୁ କେନ୍ଦ୍ରକରି ଶତାଧିକ ମୋବାଇଲ ଆପ୍‍ ପ୍ରସ୍ତୁତ କରିଛନ୍ତି । ଏଥିମଧ୍ୟରେ ଖାଦ୍ୟ ଦାନ, ରକ୍ତ/ଅଙ୍ଗ ଦାନ, ବୟସ୍କଙ୍କ ଯତ୍ନ, ଶିକ୍ଷା, ଶାରୀରିକ/ମାନସିକ ଭିନ୍ନକ୍ଷମ ଲୋଙ୍କୁ ସହାୟତା, ଜରୁରୀ କାଳୀନ ଯତ୍ନ, ପିଲାଙ୍କୁ ସହାୟତା ଏବଂ କୋଭିଡ ସହାୟତା ଆପ୍‍ ଆଦି ଅନ୍ତର୍ଭୁକ୍ତ । 

ଏ ସମ୍ପର୍କରେ ପ୍ରକାଶ କରି ହ୍ୱାଇଟ୍‍ହ୍ୟାଟ ଜୁନିୟରର ପ୍ରତିଷ୍ଠାତା ଏବଂ ସିଇଓ କରନ ବଜାଜ କହିଛନ୍ତି, “ଅବହେଳିତଙ୍କୁ ସହାୟତା କରିବା ଅଥବା ସମାଜ ପ୍ରତି ଅବଦାନ ରଖିବା ଦିଗରେ ସହାୟତା କରିବା ଲକ୍ଷ୍ୟନେଇ ମୋବାଇଲ ଆପ୍ଲିକେସନ ପ୍ରସ୍ତୁତ କରିବାକୁ ଚାହୁଥିବା ଛାତ୍ରଛାତ୍ରୀଙ୍କ ନିକଟରୁ ପ୍ରତି ମାସରେ ଶତାଧିକ ପ୍ରସ୍ତାବ ଆସୁଛି । ପିଲାମାନଙ୍କ ମଧ୍ୟରେ ଏହି ଅଣ ଲାଭଜନକ ବିଶ୍ୱ ଦୃଷ୍ଟିଭଙ୍ଗୀ ବେଶ ଉତ୍ସାହପ୍ରଦ ହୋଇଛି ଏବଂ ଏହାକୁ ଅଧିକ ସୁଦୃଢ କରିବାକୁ ସିଆରୱାଇ ସହିତ ସହଭାଗିତା କରି ଆମେ ଆନନ୍ଦିତ ।” 

ସିଆରୱାଇର ରିଜିଓନାଲ ଡାଇରେକ୍ଟର-ପଶ୍ଚିମ, କ୍ରିଏନ୍‍ ରାବାଡି କହିଛନ୍ତି, “ଏହି ମହତ ଉଦ୍ଦେଶ୍ୟ ପାଇଁ ହ୍ୱାଇଟ୍‍ହ୍ୟାଟ ଜୁନିୟର ସହିତ ସହଭାଗିତା କରିବା ନେଇ ଆମେ ଉଲ୍ଲସିତ ଅନୁଭବ କରୁଛୁ । ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ପିଲାଙ୍କ ସମ୍ପର୍କରେ ଆମ ଯୁବପିଢି ଯେଭଳି ଟିକିନିଖ୍‍ô ଭାବରେ ପରିଚିତ ହୋଇପାରିବେ ଏବଂ ସେମାନଙ୍କ ମଧ୍ୟରେ ଯେଭଳି ଅଧିକ ସହାନୁଭୂତିଶୀଳ ମନୋଭାବ ସୃଷ୍ଟି କରାଯାଇପାରିବ, ତାହା ସୁନିଶ୍ଚିତ କରାଯିବା ହେଉଛି ଏକ ଉନ୍ନତ ଆଗାମୀ କାଲି ପାଇଁ ସମାଧାନ ପନ୍ଥା ନିରୂପଣର ପ୍ରଥମ ପ୍ରୟାସ ।”


Powered by Froala Editor

Tags white hat jr ,

Related articles Odisha News Lens 4.1

  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍
    ଦେଶ-ଦେଶାନ୍ତର

    ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

    14915
    Feb 23, 2026
  • ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ
    ଦେଶ-ଦେଶାନ୍ତର

    ତେଜସ୍ ଯୁଦ୍ଧବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ

    14480
    Feb 23, 2026
  • ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର
    ମନୋରଞ୍ଜନ

    ପୁଣି ଥରେ ଯନ୍ତ୍ରଣାରେ ଦୀପିକା କକ୍କର

    13847
    Feb 22, 2026
  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ
    ବାଣିଜ୍ୟ

    ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    14994
    Feb 23, 2026
  • ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ
    ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ

    14774
    Feb 23, 2026
  • ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା
    ଦେଶ-ଦେଶାନ୍ତର

    ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା

    14563
    Feb 22, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍
    ବିଶେଷ

    ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15219
    Feb 23, 2026
  • ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ଜାଳିଦେଲା ଗୁପ୍ତାଙ୍ଗ
    ଅପରାଧ

    ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ଜାଳିଦେଲା ଗୁପ୍ତାଙ୍ଗ

    14748
    Feb 22, 2026
  • ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ
    ଦେଶ-ଦେଶାନ୍ତର

    ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ

    13622
    Feb 22, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦିଲ୍ଲୀର ଏହି ଦୁଇଟି ସେନା ସ୍କୁଲକୁ ବୋମା ଧମକ

    14774
    Feb 23, 2026
  • ଦେଶ-ଦେଶାନ୍ତର

    ମନ କି ବାତ କାର୍ଯ୍ୟକ୍ରମରେ ଓଡିଶା ଚାଷୀଙ୍କୁ ମୋଦୀଙ୍କ ପ୍ରସଂଶା

    14563
    Feb 22, 2026
  • ଅପରାଧ

    ନୃଂଶସ ପ୍ରେମିକ : ସାନିଟାଇଜର ଢାଳି ଜାଳିଦେଲା ଗୁପ୍ତାଙ୍ଗ

    14748
    Feb 22, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17350
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17419
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17761
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16237
    Apr 03, 2021

ବିଶେଷ

  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15219
    Feb 23, 2026
  • ହୃଦୟ ପାଇଁ ବହୁତ ଲାଭଦାୟକ ରସୁଣ

    15986
    Feb 21, 2026
  • ସପ୍ତାହରେ ତିନିରୁ ଚାରି ଥର ଚା ପିଇଲେ କମ ହୋଇଥାଏ ହୃଦରୋଗ ଆଶଙ୍କା

    14472
    Feb 20, 2026
  • କଲରା ସହିତ ଏହିସବୁ ଖାଇଲେ କ୍ଷତିକାରକ

    15240
    Feb 18, 2026
  • ହଳଦୀରେ ଭରି ରହିଛି ସ୍ବାସ୍ଥ୍ୟୋପକାରୀ ଗୁଣ

    15956
    Feb 17, 2026

ବାଣିଜ୍ୟ

ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

ଭୁବନେଶ୍ୱର: ଖିମଜୀ ଜୁଏଲର୍ସ ପକ୍ଷରୁ ନିଜର ନୂଆ ବିବାହ ଅଭିଯାନ ‘ନିଭାୟେଙ୍ଗେ ଅଲଓ୍ୱେଜ୍’ ଉନ୍ମୋଚନ କରାଯାଇଛି। ଏହା ହେଉଛି ବିବାହର ଚିରସ୍ଥାୟୀ ପ୍ରତିଶ୍ରୁତି ପ୍ରତି ଏକ ହୃଦୟସ୍ପର୍ଶୀ ସମ୍ମାନ। ଏହା କ ...

  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15112
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14963
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14476
    Feb 01, 2026
  • ହିମାଳୟ ୱେଲ୍‌ନେସ୍‌ ଏବଂ ଆର୍‌ସିବି ମହିଳା ଟିମ୍‌ ଭାରତର ଭବିଷ୍ୟତ ମହିଳା କ୍ରିକେଟର ଗଢିତୋଳିବାକୁ ହାତ ମିଳାଇଲେ

    16087
    Jan 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସଂଘର୍ଷ: ମେକ୍ସିକୋରେ ପୋଡ଼ିଦେଲେ ବସ୍

    14915
    Feb 23, 2026
  • ୧୦ରୁ ୧୫%କୁ ବଢ଼ିଲା ଟାରିଫ୍

    13560
    Feb 22, 2026
  • ନାକରୁ ପାଣି ବାହାରୁଥିଲେ ଏହା କଲେ ତୁରନ୍ତ ମିଳିବ ଆରାମ୍

    15219
    Feb 23, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In