ପୁଣି ସୁନା ଓ ରୂପା ଦର ବଢିଲା

ନୂଆଦିଲ୍ଲୀ: ପୁଣି ବଢିଲା ସୁନା ଓ ରୂପା ଦର। ଗତ ସପ୍ତାହରେ ସୁନା ଓ ରୂପା ଅଳଙ୍କାର ମୂଲ୍ୟ ବୃଦ୍ଧି ଘଟିଥିବା ବେଳେ ସୋମବାର ସକାଳେ ୨୨କ୍ୟାରେଟ ସୁନାର ମୂଲ୍ୟ ୬୦,୭୨୯ ଟଙ୍କା ଥିବାବେଳେ ୨୪କ୍ୟାରେଟ ସୁନାର ମୂଲ୍ୟ ୬୬, ୨୫୦ଟଙ୍କା ହୋଇଛି। ଦିଲ୍ଲୀରେ ୨୨କ୍ୟାରେଟ ସୁନା ଦର ୬୦, ୫୪୬ ଟଙ୍କା ଏବଂ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୬୬,୦୫୦ ଟଙ୍କା ହୋଇଛି। ମୁମ୍ବାଇରେ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୬୦,୬୪୭ ଟଙ୍କା ଏବଂ ୨୪ କ୍ୟାରେଟ ସୁନା ୧୦ଗ୍ରାମ ୬୬,୧୬୦ ଟଙ୍କା ରହିଛି। ସେହିପରି ରୂପା କିଲୋଗ୍ରାମ ପିଛା ୭୪ହଜାର ୦୫୦ ଟଙ୍କା ହୋଇଛି।
Powered by Froala Editor