Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, April 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ...

  • ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ...

  • ଏବେ ଦିଲ୍ଲୀବାସୀଙ୍କ ପାଇଁ ବିଦ୍ୟୁତ୍ ...

  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ...

  • ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ...

  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

  • ୨୦୧୯ ପରେ ଭାରତରେ ପହଞ୍ଚିବ ବିଶ୍ୱର ସବୁଠୁ ...

  • ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ...

  • କ୍ଷମା ମାଗି ଏମିତି କହିଲେ ନିଶିକାନ୍ତ ...

  • ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

Home ›› ››ପୂର୍ବତନ ରାଜ୍ୟପାଳଙ୍କ ଘରେ ସିବିଆଇ ରେଡ୍

ପୂର୍ବତନ ରାଜ୍ୟପାଳଙ୍କ ଘରେ ସିବିଆଇ ରେଡ୍

2024-02-22 10:25:33
15959
Share:
Facebook
Twitter
E-Mail
WhatsApp
Telegram
ପୂର୍ବତନ ରାଜ୍ୟପାଳଙ୍କ ଘରେ ସିବିଆଇ ରେଡ୍

ନୂଆଦିଲ୍ଲୀ:ଜାମ୍ମୁକାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଘରେ ସିବିଆଇ ରେଡ୍ । ଦିଲ୍ଲୀରେ ସିବିଆଇ ପ୍ରାୟ ୩୦ଟି ସ୍ଥାନରେ ରେଡ୍ କରିଛି । ହାଇଡ୍ରୋ ପାୱାର ପ୍ରୋଜେକ୍ଟ ମାମଲାରେ ସିବିଆଇ ସତ୍ୟପାଲ ମଲ୍ଲିକଙ୍କ ଘରେ ଏହି ରେଡ୍ କରିଛି । ତେବେ ଖାଲି ସେତିକି ନୁହେଁ, ଦିଲ୍ଲୀ ସହିତ ଜାମ୍ମୁକାଶ୍ମୀରର କିଛି ସ୍ଥାନରେ ମଧ୍ୟ ରେଡ୍ କରିଛି ସିବିଆଇ ।
ଏହି ରେଡ୍ ୨୦୧୯ ମସିହା କିରୁ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ପାଇଁ ୨୨୦୦ କୋଟିର ସିଭିଲ୍ କାମରେ ହେଇଥିବା ଭ୍ରଷ୍ଟାଚାର ପାଇଁ କରାଯାଇଛି । ୨୦୧୮ ଅଗଷ୍ଟ ମାସରୁ ୨୦୧୯ ଅକ୍ଟୋବର ମାସ ପର୍ୟ୍ୟନ୍ତ ଜାମ୍ମୁକାଶ୍ମୀରରେ ରାଜ୍ୟପାଳ ଥିଲେ ସତ୍ୟପାଲ ମଲ୍ଲିକ । ଆଉ ସେ ଅଭିଯୋଗ କରିଥିଲେ ଯେ, ଏହି ଦୁଇଟି ଫାଇଲକୁ ମଞ୍ଜୁର କରିବାକୁ ତାଙ୍କୁ ୩ ଶହ କୋଟି ଟଙ୍କା ଅଫର୍ କରାଯାଇଥିଲା । ତେଣୁ ଏହି ଘଟଣାର ସତ୍ୟାସତ୍ୟ ଜାଣିବାକୁ ସିବିଆଇ ରେଡ୍ କରିଥିବା ଜଣାପଡିଛି ।

ଅନ୍ୟପଟେ ସତ୍ୟପାଲ ମଲ୍ଲିକ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ମୁଁ ଜଣେ ଚାଷୀର ପୁଅ, ମୁଁ କେବେ ବି ଡରିବିନି  ।

Powered by Froala Editor

Tags Cbi raid

Related articles Odisha News Lens 4.1

  • ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩୦ ପର୍ଯ୍ୟନ୍ତ ପେଟ୍ରୋକେମିକାଲ୍ ଉତ୍ପାଦ ...
    ଦେଶ-ଦେଶାନ୍ତର

    ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ୩୦ ପର୍ଯ୍ୟନ୍ତ ପେଟ୍ରୋକେମିକାଲ୍ ଉତ୍ପାଦ ...

    13686
    Apr 02, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି
    ବାଣିଜ୍ୟ

    ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14308
    Apr 01, 2026
  •  ଏବେ ଦିଲ୍ଲୀବାସୀଙ୍କ ପାଇଁ  ବିଦ୍ୟୁତ୍ ସେବା ପାଇବା ହେବ ସହଜ
    ଦେଶ-ଦେଶାନ୍ତର

    ଏବେ ଦିଲ୍ଲୀବାସୀଙ୍କ ପାଇଁ ବିଦ୍ୟୁତ୍ ସେବା ପାଇବା ହେବ ସହଜ

    13680
    Apr 02, 2026
  • ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ଉତକ୍ଷେପଣ
    ଦେଶ-ଦେଶାନ୍ତର

    ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ଉତକ୍ଷେପଣ

    14453
    Apr 02, 2026
  • ୨୦୧୯ ପରେ ଭାରତରେ ପହଞ୍ଚିବ ବିଶ୍ୱର ସବୁଠୁ ଶସ୍ତା ତେଲ
    ଦେଶ-ଦେଶାନ୍ତର

    ୨୦୧୯ ପରେ ଭାରତରେ ପହଞ୍ଚିବ ବିଶ୍ୱର ସବୁଠୁ ଶସ୍ତା ତେଲ

    15672
    Apr 01, 2026
  • ଏନକାଉଣ୍ଟରରେ ଆତଙ୍କବାଦୀ ନିହତ
    ଦେଶ-ଦେଶାନ୍ତର

    ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

    15244
    Apr 01, 2026
  •  ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ
    ବିଶେଷ

    ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    14954
    Apr 02, 2026
  • ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ଲେଖାଥିବା ଟିସୁ
    ଦେଶ-ଦେଶାନ୍ତର

    ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ଲେଖାଥିବା ଟିସୁ

    13954
    Apr 01, 2026
  • ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ହେବେ ଚାଷୀ
    ଦେଶ-ଦେଶାନ୍ତର

    ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ହେବେ ଚାଷୀ

    15432
    Apr 01, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଚନ୍ଦ୍ର ଅଭିଯାନ ଆର୍ଟେମିସ୍ -୨ର ସଫଳତା ଉତକ୍ଷେପଣ

    14453
    Apr 02, 2026
  • ବିଶେଷ

    ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    14954
    Apr 02, 2026
  • ଦେଶ-ଦେଶାନ୍ତର

    ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ହେବେ ଚାଷୀ

    15432
    Apr 01, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17396
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17457
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17807
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16284
    Apr 03, 2021

ବିଶେଷ

  • ଏହି ସ୍ଥାନରେ ଲଗାଇଲେ ଆଲୋଭେରା ଗଛ, ଘରକୁ ମାଡ଼ିଆସିବ ବିପଦ

    14954
    Apr 02, 2026
  • ଘରେ ଅଶାନ୍ତି ବଢ଼ାଏ ଏହି ଗଛ

    14352
    Apr 01, 2026
  • ପ୍ରତିଦିନ ଦୁଇଟି ରସୁଣ ପାଖୁଡା ଖାଆନ୍ତୁ, ଚମତ୍କାର ଦେଖନ୍ତୁ

    15824
    Mar 31, 2026
  • ଅନେକ ଔଷଧିୟ ଗୁଣରେ ଭରପୁର ରଜନୀଗନ୍ଧା ଫୁଲ

    15433
    Mar 30, 2026
  • ଓଜନ କମାଇବାର ସହଜ ଉପାୟ

    16164
    Mar 28, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15309
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15038
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15542
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13837
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବିମାନରେ ଆତଙ୍କ: ମିଳିଲା ‘ଡେନ୍‌ଜର’ ଲେଖାଥିବା ଟିସୁ

    13954
    Apr 01, 2026
  • ଧାନ କିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି, ଉପକୃତ ହେବେ ଚାଷୀ

    15432
    Apr 01, 2026
  • ଏନକାଉଣ୍ଟରରେ ଆତଙ୍କବାଦୀ ନିହତ

    15244
    Apr 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In