ଏହିସବୁ କ୍ଷେତ୍ର ପାଇଁ ଏତିକି ଟଙ୍କା ଖର୍ଚ୍ଚ

ଖର୍ଚ୍ଚର ହିସାବ (କୋଟିରେ)
ପେନସନ- ୨୩,୯୬୧୨, ପ୍ରତିରକ୍ଷା – ୪,୫୪,୭୭୩, ସାର - ୧,୬୪,୦୦୦, ଖାଦ୍ୟ – ୨୦୫୨୫୦, ପେଟ୍ରୋଲିୟମ – ୧୧,୯୨୫, କୃଷି ଓ ଏହା ସହ ଜଡ଼ିତ କାର୍ୟ୍ୟକ୍ରମ – ୧,୪୬,୮୧୯, କମର୍ସ ଓ ଇଣ୍ତଷ୍ଟ୍ରୀ – ୪୫,୯୫୮, ଉତ୍ତର ପୂର୍ବର ବିକାଶ – ୫,୯୦୦, ଶିକ୍ଷା – ୧,୨୪,୬୩୮,ଶକ୍ତି – ୭୬,୩୦୨,ବୈଦେଶିକ ବ୍ୟାପାର – ୨୨,୧୫୫, ଅର୍ଥ – ୮୭,୬୪୨, ସ୍ୱାସ୍ଥ୍ୟ – ୯୦,୧୭୧, ସ୍ୱରାଷ୍ଟ୍ର – ୧,୩୯,୩୨୮, ସୁଧ – ୧୧,୯୦,୪୪୦, ଆଇଟି ଓ ଟେଲିକମ – ୧,୧୫,୭୫୨, ଅନ୍ୟାନ୍ୟ – ୧,୨୩,୧୩୬, ଯୋଜନା ଓ ପରିସଂଖ୍ୟନ – ୬,୨୯୧, ଗ୍ରାମୀଣ ବିକାଶ – ୨,୬୫,୮୦୮, ବିଜ୍ଞାନ ଭିତ୍ତିକ ବିଭାଗ – ୩୨,୧୬୯, ସାମାଜିକ କଲ୍ୟାଣ – ୫୬,୫୦୧, ଜିଏସଟି କ୍ଷତି ପୂରଣ ପାଣ୍ଠି – ୧୫,୦୦୦୦, ରାଜ୍ୟର ଭାଗ – ୨,୮୬,୭୮୭, ପରିବହନ – ୫,୪୪,୦୩୯, କେନ୍ଦ୍ର ଶାସିତ ଅଞ୍ଚଳ – ୬୩,୫୪୧, ସହରୀ ବିକାଶ – ୭୭୫୨୪
Powered by Froala Editor