Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୧୧ କୋଟି ଟଙ୍କାର ମାନହାନି ମାମଲା ରୁଜୁ ସହ ...

  • ଆସାମରେ ବନ୍ୟାସ୍ଥିତି ଭୟଙ୍କର: ...

  • ବନ୍ଦେ ମାତରମ୍’ର ଅପମାନ କଲେ କଠୋର ...

  • ଆଇଆଇଟି ୱେବ୍‌ସାଇଟ୍‌ ହ୍ୟାକ୍‌ କଲେ ଛାତ୍ର

  • ମୀନାକ୍ଷୀ ମନ୍ଦିରର ୬୦ କୋଟିର ଜମି ହଡ଼ପ

  • ୭ ହଜାର କଲେଜ୍ ଛାତ୍ରଛାତ୍ରୀ HIV ପଜିଟିଭ୍

  • ସରକାରୀ ସ୍କୁଲରେ ପୁଅର ନାଁ ଲେଖାଇଲେ ...

  • ବାଲି ମାଫିଆଙ୍କ ଆଡ୍ଡାରେ ଚଢ଼ାଉ, ୨୦ ...

  • ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୭୮କୁ ବୃଦ୍ଧି

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ...

ରାଜ୍ୟ
Home ›› ରାଜ୍ୟ ›› ପୁରୀରେ ହେବ ରଥଯାତ୍ରା, ଅନ୍ୟ ସବୁ ସ୍ଥାନରେ ବନ୍ଦ

ପୁରୀରେ ହେବ ରଥଯାତ୍ରା, ଅନ୍ୟ ସବୁ ସ୍ଥାନରେ ବନ୍ଦ

2021-06-10 09:44:34
14247
Share:
Facebook
Twitter
E-Mail
WhatsApp
Telegram
 ପୁରୀରେ ହେବ ରଥଯାତ୍ରା,  ଅନ୍ୟ ସବୁ ସ୍ଥାନରେ ବନ୍ଦ


ଭୁବନେଶ୍ୱର : ଗତବର୍ଷ ଭଳି ଚଳିତ ବର୍ଷ ବି କରୋନା ସଂକ୍ରମଣ କାଳରେ ରଥଯାତ୍ରା ପଡୁଛି  । ସଂକ୍ରମଣକୁ ରୋକିବା ପାଇଁ ପୁରୀ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ରଥଯାତ୍ରାକୁ ବନ୍ଦ କରାଯାଇଛି  । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏହି ଘୋଷଣା କରିଛନ୍ତି  ।

ସେ କହିଛନ୍ତିଯେ, ଚଳିତ ବର୍ଷ ଦ୍ୱିତୀୟ ଲହର କରୋନା ସଂକ୍ରମଣ ଜାରିରହିଛି  । ସଂକ୍ରମଣ ହାରକୁ ଆଖି ଆଗରେ ରଖି ଲୋକଙ୍କ ସୁରକ୍ଷା ପାଇଁ ସରକାର ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି  । ଗତବର୍ଷ ଭଳି ଏବର୍ଷ ମଧ୍ୟ କଟକଣା ଲାଗୁ କରିଛନ୍ତି  । ପୁରୀରେ ମହାପ୍ରଭୂଙ୍କ ଘୋଷଯାତ୍ରା କୋଭିଡ଼ କଟକଣା ଆଧାରରେ ହିଁ ହେବ  । ଚଳିତ ବର୍ଷ ବି ଅନୁରୂପ କଟକଣା ସହ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହେବ  । ଏବର୍ଷ ବି ଭକ୍ତମାନଙ୍କୁ ରଥଯାତ୍ରା ବାରଣ କରାଯାଇଛି  । ସେବାୟତମାନେ ନେଗେଟିଭ ରିପୋର୍ଟ ପାଇଥିଲେ ହିଁ ନୀତିକାନ୍ତିରେ ସାମିଲ ହେବେ । ଗୋଟିଏ ରଥଟଣାରେ ୫୦୦ରୁ ଅଧିକ ଲୋକ ରହିବେ ନାହିଁ  । ସେହିପରି ଟିକା ନେଇଥିବା ସେବାୟତମାନଙ୍କୁ ମଧ୍ୟ ସାମିଲ କରାଯିବ  । 

ଅପରପକ୍ଷରେ ରାଜ୍ୟର ଅନ୍ୟ ଯେଉଁ ମନ୍ଦିରରେ ରଥଯାତ୍ରା ହୁଏ ତାହା କେବଳ ମନ୍ଦିର ପରିସରରେ ହିଁ ହୋଇପାରିବ  । କେବଳ ନୀତିକାନ୍ତି ହିଁ ପାଳନ କରାଯିବ । ମନ୍ଦିର ପରିସର ବାହାରେ ରଥଯାତ୍ରା ହେବନାହିଁ  ।

Powered by Froala Editor

Tags Ratha yatra

Related articles Odisha News Lens 4.1

  • ଆଇଆଇଟି ୱେବ୍‌ସାଇଟ୍‌ ହ୍ୟାକ୍‌ କଲେ ଛାତ୍ର
    ଦେଶ-ଦେଶାନ୍ତର

    ଆଇଆଇଟି ୱେବ୍‌ସାଇଟ୍‌ ହ୍ୟାକ୍‌ କଲେ ଛାତ୍ର

    13795
    Jul 30, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ...

    13698
    Jul 29, 2026
  • ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୭୮କୁ ବୃଦ୍ଧି
    ଦେଶ-ଦେଶାନ୍ତର

    ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୭୮କୁ ବୃଦ୍ଧି

    15142
    Jul 30, 2026
  • ଆସାମରେ ବନ୍ୟାସ୍ଥିତି ଭୟଙ୍କର: ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି
    ଦେଶ-ଦେଶାନ୍ତର

    ଆସାମରେ ବନ୍ୟାସ୍ଥିତି ଭୟଙ୍କର: ମୃତ୍ୟୁସଂଖ୍ୟା ୭୫କୁ ବୃଦ୍ଧି

    15091
    Jul 30, 2026
  • ବାଲି ମାଫିଆଙ୍କ ଆଡ୍ଡାରେ ଚଢ଼ାଉ, ୨୦ କୋଟିରୁ ଅଧିକ ନଗଦ ଜବତ
    ଅପରାଧ

    ବାଲି ମାଫିଆଙ୍କ ଆଡ୍ଡାରେ ଚଢ଼ାଉ, ୨୦ କୋଟିରୁ ଅଧିକ ନଗଦ ଜବତ

    13696
    Jul 30, 2026
  • ୭ ହଜାର କଲେଜ୍ ଛାତ୍ରଛାତ୍ରୀ HIV ପଜିଟିଭ୍
    ଦେଶ-ଦେଶାନ୍ତର

    ୭ ହଜାର କଲେଜ୍ ଛାତ୍ରଛାତ୍ରୀ HIV ପଜିଟିଭ୍

    14324
    Jul 30, 2026
  • ବନ୍ଦେ ମାତରମ୍’ର ଅପମାନ କଲେ କଠୋର ଦଣ୍ଡବିଧାନର ବ୍ୟବସ୍ଥା
    ଦେଶ-ଦେଶାନ୍ତର

    ବନ୍ଦେ ମାତରମ୍’ର ଅପମାନ କଲେ କଠୋର ଦଣ୍ଡବିଧାନର ବ୍ୟବସ୍ଥା

    14745
    Jul 30, 2026
  • ୧୧ କୋଟି ଟଙ୍କାର ମାନହାନି ମାମଲା ରୁଜୁ ସହ ଆପତ୍ତିଜନକ ପୋଷ୍ଟ ହଟାଇବାକୁ ଆବେଦନ କଲେ ...
    ଦେଶ-ଦେଶାନ୍ତର

    ୧୧ କୋଟି ଟଙ୍କାର ମାନହାନି ମାମଲା ରୁଜୁ ସହ ଆପତ୍ତିଜନକ ପୋଷ୍ଟ ହଟାଇବାକୁ ଆବେଦନ କଲେ ...

    13833
    Jul 30, 2026
  • ମୀନାକ୍ଷୀ ମନ୍ଦିରର ୬୦ କୋଟିର ଜମି ହଡ଼ପ
    ଦେଶ-ଦେଶାନ୍ତର

    ମୀନାକ୍ଷୀ ମନ୍ଦିରର ୬୦ କୋଟିର ଜମି ହଡ଼ପ

    15078
    Jul 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମୀନାକ୍ଷୀ ମନ୍ଦିରର ୬୦ କୋଟିର ଜମି ହଡ଼ପ

    15078
    Jul 30, 2026
  • ଦେଶ-ଦେଶାନ୍ତର

    ୧୧ କୋଟି ଟଙ୍କାର ମାନହାନି ମାମଲା ରୁଜୁ ସହ ଆପତ୍ତିଜନକ ପୋଷ୍ଟ ହଟାଇବାକୁ ଆବେଦନ କଲେ ନିତିନ୍ ଗଡ଼କରୀ

    13833
    Jul 30, 2026
  • ଅପରାଧ

    ବାଲି ମାଫିଆଙ୍କ ଆଡ୍ଡାରେ ଚଢ଼ାଉ, ୨୦ କୋଟିରୁ ଅଧିକ ନଗଦ ଜବତ

    13696
    Jul 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17007
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17612
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17665
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18063
    Sep 06, 2023

ବିଶେଷ

  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14166
    Jul 28, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15821
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15805
    Jul 25, 2026
  • ଗର୍ଲଫ୍ରେଣ୍ଡ ସହ କେମିତି କରିବେ ପ୍ରଥମ କଥାବାର୍ତ୍ତା ଜାଣନ୍ତୁ...

    15457
    Jul 22, 2026
  • କଦଳୀ ପତ୍ରରେ ଖାଇଲେ ମିଳିଥାଏ ଏହିସବୁ ଫାଇଦା

    16117
    Jul 21, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

ଭୁବନେଶ୍ୱର, ୨୮/୦୭/୨୦୨୬ : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ଏହାର ସହାୟତା ପଦକ୍ଷେପକୁ ବ୍ୟାପକ କରିଛି, ଯାହା ସମାବେଶୀ ...

  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    14899
    Jul 28, 2026
  • ଫିକା ପଡିବ ସୁନାର ଚମକ

    14127
    Jul 27, 2026
  • ବେଦାନ୍ତ ଆଲୁମିନିୟମର କୋଇଲା ଖଣି ସୁନ୍ଦରଗଡ ଜିଲ୍ଲାରେ ନିକ୍ଷୟ ମିତ୍ର ପଦକ୍ଷେପ ଜରିଆରେ ଯକ୍ଷ୍ମା ରୋଗୀମାନଙ୍କୁ ସହାୟତା କରୁଛି

    15760
    Jul 23, 2026
  • ଖିମଜୀ ଫାଉଣ୍ଡେସନ ପକ୍ଷରୁ ରଥଯାତ୍ରା ୨୦୨୬ରେ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ସେବା

    15939
    Jul 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆସାମ ବନ୍ୟା, ମୃତ୍ୟୁସଂଖ୍ୟା ୭୮କୁ ବୃଦ୍ଧି

    15142
    Jul 30, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    13698
    Jul 29, 2026
  • ୭ ହଜାର କଲେଜ୍ ଛାତ୍ରଛାତ୍ରୀ HIV ପଜିଟିଭ୍

    14324
    Jul 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In