Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, March 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ...

  • ୟୁଏଇ ନଷ୍ଟ କଲା ୫ ବାଲିଷ୍ଟିକ ...

  • ହାଇକୋର୍ଟରେ ଖାରଜ ହେଲା ଲାଲୁଙ୍କ ପିଟିସନ

  • ଅନୁମତି ନଥିବା କହି ଇରାନ ଫେରାଇ ଦେଲା ...

  • ଯୁଦ୍ଧର ପ୍ରଭାବ : ବଢ଼ିବ ମଦ, ବିୟର ମୂଲ୍ୟ

  • ଏଲପିଜି ବୁକିଂ ନିୟମକୁ ନେଇ ସରକାରଙ୍କ ...

  • ‘ମେଟା’ ଉପରେ ୩୫,୨୦୦ କୋଟିର ଫାଇନ୍

  • ସୋନିଆ ଗାନ୍ଧି ଅସୁସ୍ଥ, ହସ୍ପିଟାଲରେ ...

  • ପଞ୍ଜାବୀ ଅଭିନେତ୍ରୀଙ୍କୁ ଦ୍ୱିତୀୟ ବିବାହ ...

  • ସିଗାରେଟ ଧୂଆଁ ନୁହେଁ, ଭୁଲ ବୁଝାମଣା

ରାଜ୍ୟ
Home ›› ରାଜ୍ୟ ››ବିଜୁ ଜନତା ଦଳର ରାଜନୈତିକ ସଫଳତାର ପ୍ରମୁଖ କାରଣ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷୁର୍ଣ୍ଣ ଲୋକପ୍ରିୟତା

ବିଜୁ ଜନତା ଦଳର ରାଜନୈତିକ ସଫଳତାର ପ୍ରମୁଖ କାରଣ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷୁର୍ଣ୍ଣ ଲୋକପ୍ରିୟତା

2023-12-26 09:52:55
15438
Share:
Facebook
Twitter
E-Mail
WhatsApp
Telegram
ବିଜୁ ଜନତା ଦଳର ରାଜନୈତିକ ସଫଳତାର ପ୍ରମୁଖ କାରଣ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷୁର୍ଣ୍ଣ ଲୋକପ୍ରିୟତା

ଭୁବନେଶ୍ୱର: ୨୬ ଡିସେମ୍ବର ୧୯୯୭ ଦିନ ପ୍ରତିଷ୍ଠିତ ବିଜୁ ଜନତା ଦଳ ୨୬ ଡିସେମ୍ବର ୨୦୨୩ରେ ଏହାର ୨୭ତମ ସ୍ଥାପନା ଦିବସ ପାଳନ କରୁଛି। ବିଜୁ ଜନତା ଦଳର କ୍ରମାଗତ ରାଜନୈତିକ ସଫଳତାର ପ୍ରମୁଖ କାରଣ ହେଲା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅକ୍ଷୁର୍ଣ୍ଣ ଲୋକପ୍ରିୟତା। ଏବେ ବି ବିଭିନ୍ନ ସର୍ଭେରେ ସେ ଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବିବେଚିତ ହେଉଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକପ୍ରିୟତାର କେତେକ କାରଣ ହେଲା- ସରଳ ଜୀବନଯାପନ ଶୈଳୀ, ଲୋକଙ୍କ ପାଇଁ ସମ୍ମାନ, ସମାଜର ଅବହେଳିତ ବର୍ଗ ଓ ମହିଳାମାନଙ୍କ ସଶକ୍ତୀକରଣ ପାଇଁ ସଂକଳ୍ପ, ଓଡ଼ିଶାକୁ ଏକନମ୍ବର ରାଜ୍ୟ ରୂପେ ଗଢ଼ି ତୋଳିବା ପାଇଁ ପ୍ରୟାସ, ବିରୋଧୀ ଦଳ ତଥା ଗଣତାନ୍ତ୍ରିକ ଅନୁଷ୍ଠାନମାନଙ୍କ ପାଇଁ ସମ୍ମାନ ଏବଂ ଶୃଙ୍ଖଳିତ ଦଳ ପରିଚାଳନା।
ବିଜୁ ଜନତା ଦଳର ସଫଳତାର ଦ୍ୱିତୀୟ କାରଣ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାରର ସଫଳ ବିକାଶ, ଜନମଙ୍ଗଳ ଓ ରୂପାନ୍ତରଣ କାର୍ୟ୍ୟକ୍ରମ, ରାଜ୍ୟରେ ଅଇନ ଶୃଙ୍ଖଳା ରକ୍ଷା, ପ୍ରଶାସନରେ ଦୁର୍ନୀତି ବିରୋଧୀ କାର୍ୟ୍ୟକ୍ରମ ଓ ‘୫-ଟି’ ଉପକ୍ରମ, ରାଜ୍ୟର ବଜେଟ୍‌ରେ ଶୃଙ୍ଖଳା ଏବଂ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର କ୍ରମାଗତ ଭାବେ ବୃଦ୍ଧି, ସ୍ୱାସ୍ଥ୍ୟ, ଶିକ୍ଷା, ଐତିହ୍ୟ, କ୍ରୀଡ଼ା ଆଦିର ରୂପାନ୍ତରଣକୁ ପ୍ରାଥମିକତା ପ୍ରଦାନ କରାଯିବା ସହିତ ମହିଳାଙ୍କ ରାଜନୈତିକ ତଥା ମିଶନ ଶକ୍ତି କାର୍ୟ୍ୟକ୍ରମ ମାଧ୍ୟମରେ ମହିଳାଙ୍କୁ ଆର୍ଥିକ ସଶକ୍ତୀକରଣ। ବିଜୁ ଜନତା ଦଳ ରାଜନୈତିକ ସଫଳତାର ତୃତୀୟ କାରଣ ହେଲା ସାମଜିକ-ଆର୍ଥିକ-ଲିଙ୍ଗଗତ-ଆଞ୍ଚଳିକ ନ୍ୟାୟ, ଆଦର୍ଶ ଓ ଉପଯୁକ୍ତ ନିର୍ବାଚନ ପରିଚାଳନା। ଦଳ ଜଣେ ଦଳିତ ମହିଳା ଓ ଜଣେ ଆଦିବାସୀ ନେତାଙ୍କୁ ବିଧାନସଭାର ବାଚସ୍ପତି ଓ ଉପବାଚସ୍ୱତି ଦାୟିତ୍ୱ ଦେଇଛି ଓ ୫ ଜଣ ମହିଳାଙ୍କୁ ଲୋକସଭା ପଠାଇଛି। ପଞ୍ଚାୟତ ଓ ନଗରପାଳିକା ନିର୍ବାଚନରେ ଅନେକ ପଛୁଆବର୍ଗ, ମହିଳା, ଯୁବକ, ଆଦିବାସୀ ଓ ଦଳିତ ବ୍ୟକ୍ତିଙ୍କୁ ଦଳ ଲୋକ ପ୍ରତିନିଧି ହେବାର ସୁଯୋଗ ପ୍ରଦାନ କରିଛି। ଫଳରେ ବିଜୁ ଜନତା ଦଳ ରାଜ୍ୟର ପ୍ରଗତି ପାଇଁ ଏକ ସାମାଜିକ ଅନ୍ଦୋଳନରେ ପରିବର୍ତ୍ତନ ହୋଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

Powered by Froala Editor

Tags Naveen pattanaik

Related articles Odisha News Lens 4.1

  • ଏଲପିଜି ବୁକିଂ ନିୟମକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ
    ଦେଶ-ଦେଶାନ୍ତର

    ଏଲପିଜି ବୁକିଂ ନିୟମକୁ ନେଇ ସରକାରଙ୍କ ସ୍ପଷ୍ଟୀକରଣ

    14066
    Mar 25, 2026
  • ସୋନିଆ ଗାନ୍ଧି ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
    ଦେଶ-ଦେଶାନ୍ତର

    ସୋନିଆ ଗାନ୍ଧି ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

    14699
    Mar 25, 2026
  • ୟୁଏଇ ନଷ୍ଟ କଲା  ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ଓ ୧୭ଟି ଡ୍ରୋନ
    ଦେଶ-ଦେଶାନ୍ତର

    ୟୁଏଇ ନଷ୍ଟ କଲା ୫ ବାଲିଷ୍ଟିକ କ୍ଷେପଣାସ୍ତ୍ର ଓ ୧୭ଟି ଡ୍ରୋନ

    14443
    Mar 25, 2026
  • ସିଗାରେଟ ଧୂଆଁ ନୁହେଁ, ଭୁଲ ବୁଝାମଣା
    ମନୋରଞ୍ଜନ

    ସିଗାରେଟ ଧୂଆଁ ନୁହେଁ, ଭୁଲ ବୁଝାମଣା

    13992
    Mar 24, 2026
  • ଯୁଦ୍ଧର ପ୍ରଭାବ : ବଢ଼ିବ ମଦ, ବିୟର ମୂଲ୍ୟ
    ଦେଶ-ଦେଶାନ୍ତର

    ଯୁଦ୍ଧର ପ୍ରଭାବ : ବଢ଼ିବ ମଦ, ବିୟର ମୂଲ୍ୟ

    15104
    Mar 25, 2026
  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....
    ବିଶେଷ

    କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    14792
    Mar 25, 2026
  • ‘ମେଟା’ ଉପରେ ୩୫,୨୦୦ କୋଟିର ଫାଇନ୍
    ଦେଶ-ଦେଶାନ୍ତର

    ‘ମେଟା’ ଉପରେ ୩୫,୨୦୦ କୋଟିର ଫାଇନ୍

    14166
    Mar 25, 2026
  • ଅନୁମତି ନଥିବା କହି ଇରାନ ଫେରାଇ ଦେଲା ପାକିସ୍ତାନ ଜାହଜ
    ଦେଶ-ଦେଶାନ୍ତର

    ଅନୁମତି ନଥିବା କହି ଇରାନ ଫେରାଇ ଦେଲା ପାକିସ୍ତାନ ଜାହଜ

    13671
    Mar 25, 2026
  • ପଞ୍ଜାବୀ ଅଭିନେତ୍ରୀଙ୍କୁ ଦ୍ୱିତୀୟ ବିବାହ କଲେ ବାଦଶାହ
    ମନୋରଞ୍ଜନ

    ପଞ୍ଜାବୀ ଅଭିନେତ୍ରୀଙ୍କୁ ଦ୍ୱିତୀୟ ବିବାହ କଲେ ବାଦଶାହ

    14001
    Mar 24, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ସିଗାରେଟ ଧୂଆଁ ନୁହେଁ, ଭୁଲ ବୁଝାମଣା

    13992
    Mar 24, 2026
  • ଦେଶ-ଦେଶାନ୍ତର

    ହାଇକୋର୍ଟରେ ଖାରଜ ହେଲା ଲାଲୁଙ୍କ ପିଟିସନ

    14263
    Mar 25, 2026
  • ଦେଶ-ଦେଶାନ୍ତର

    ଅନୁମତି ନଥିବା କହି ଇରାନ ଫେରାଇ ଦେଲା ପାକିସ୍ତାନ ଜାହଜ

    13671
    Mar 25, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17384
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17449
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17797
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16268
    Apr 03, 2021

ବିଶେଷ

  • କେଉଁ ତ୍ଵଚା ପାଇଁ ମୁଲତାନି ମିଟ୍ଟି ବ୍ୟବହାର କରିବେ ଜାଣନ୍ତୁ....

    14792
    Mar 25, 2026
  • କିଡ୍‌ନୀକୁ ସୁସ୍ଥ ରଖିବାର ଉପାୟ ଜାଣନ୍ତୁ....

    14861
    Mar 23, 2026
  • ବୟସ ବୃଦ୍ଧିକୁ ହ୍ରାସ କରେ ଏହି ଫଳ

    13939
    Mar 22, 2026
  • ‘ପଖାଳ’ ହେଉଛି ଓଡ଼ିଆଙ୍କ ସହ ଜଡ଼ିତ ଭାବପ୍ରବଣତା

    15089
    Mar 20, 2026
  • ସ୍ତ୍ରୀଙ୍କ ପାଖରେ ଏପରି ଗୁଣ ଥିଲେ ହୋଇଯାଆନ୍ତି ବରବାଦ

    15637
    Mar 19, 2026

ବାଣିଜ୍ୟ

ସୁନା୬,୭୦୦ ଟଙ୍କା କମିଲା

ଘରୋଇ ଫ୍ୟୁଚର୍ସ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ହୋଇଛି । ସୋମବାର, ୨୩  ରିପୋର୍ଟ ଲେଖାଯିବା ସମୟରେ, ସୁନା ଫ୍ୟୁଚର୍ସ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ପ୍ରାୟ ୬,୭୦୬ ହ୍ରାସ ପାଉଥିଲା।

MCX ରେ, ସୁନା ୧,୪୦,୧୫୮ (ପ୍ରତି ୧୦ ଗ୍ରାମ) ରେ ଖୋଲିଥିଲା। ପୂର୍ବ MCX ରେ ସୁନା ୧,୪୪,୪୯୨ ରେ କା ...

  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15015
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15526
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13823
    Mar 20, 2026
  • ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

    14264
    Mar 05, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସିଗାରେଟ ଧୂଆଁ ନୁହେଁ, ଭୁଲ ବୁଝାମଣା

    13992
    Mar 24, 2026
  • ଯୁଦ୍ଧର ପ୍ରଭାବ : ବଢ଼ିବ ମଦ, ବିୟର ମୂଲ୍ୟ

    15104
    Mar 25, 2026
  • ପଞ୍ଜାବୀ ଅଭିନେତ୍ରୀଙ୍କୁ ଦ୍ୱିତୀୟ ବିବାହ କଲେ ବାଦଶାହ

    14001
    Mar 24, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In