ଜଳେଶ୍ୱରରୁ ୩୦୦ ଗ୍ରାମର ଧଳାଜହର ଜବତ
ଜଲେଶ୍ୱର : ପୁଣି ଜବତ ହେଲା ଧଳାଜହର। ବୁଧବାର ଜଳେଶ୍ୱରରୁ ୩୦୦ ଗ୍ରାମର ଧଳାଜହର ଜବତ କରାଯାଇଛି। ଚଢାଉ କରି ପୁଲିସ ଜବତ କରିଥିବା ବେଳେ ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଜବତ ଧଳାଜହରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ। ଘଟଣାର ତଦନ୍ତ ଜାରି ରହିଛି।
Powered by Froala Editor