Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ

  • ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ...

  • ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ...

  • ରିଲିଜ୍ ପୂର୍ବରୁ ଦିଲ୍ଲୀରେ ଟିକସମୁକ୍ତ ...

  • ନେହେରୁଙ୍କ ରେକର୍ଡ ଭାଙ୍ଗିଲେ ମୋଦି

  • ମହଙ୍ଗା ସେଲିବ୍ରିଟିଙ୍କ ତାଲିକାରେ ବିରାଟ ...

  • ଇନଷ୍ଟାଗ୍ରାମରେ ‘ବଣ୍ଟଓ୍ବାରା ୧୯୪୭’ର ...

  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ ...

  • ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ...

  • ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ...

Home ›› ››ଏହି ୩ ରାଜ୍ୟରେ ବିଜେପି ଆଗୁଆ, ତେଲେଙ୍ଗାନାରେ ଆଗରେ ଅଛି କଂଗ୍ରେସ

ଏହି ୩ ରାଜ୍ୟରେ ବିଜେପି ଆଗୁଆ, ତେଲେଙ୍ଗାନାରେ ଆଗରେ ଅଛି କଂଗ୍ରେସ

2023-12-03 07:39:19
13881
Share:
Facebook
Twitter
E-Mail
WhatsApp
Telegram
ଏହି ୩ ରାଜ୍ୟରେ ବିଜେପି  ଆଗୁଆ, ତେଲେଙ୍ଗାନାରେ ଆଗରେ ଅଛି କଂଗ୍ରେସ

ନୂଆଦିଲ୍ଲୀ: ଗତ ମାସରେ ତେଲେଙ୍ଗାନା, ଛତିଶଗଡ଼, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ମିଜୋରାମରେ ବିଧାନସଭା ନିର୍ବାଚନ ହୋଇଥିଲା। ମିଜୋରାମକୁ ଛାଡ଼ି ଆଜି ଅନ୍ୟ ଚାରିଟି ରାଜ୍ୟରେ ଭୋଟ୍ ଗଣତି ଚାଲିଛି। ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି। ଭୋଟ୍ ଗଣତିର ସାଢ଼େ ୩ ଘଣ୍ଟା ପରେ ଆସିଥିବା ସୂଚନା ଅନୁଯାୟୀ ବିଜେପି ୩ଟି ରାଜ୍ୟରେ ଆଗୁଆ ଥିବା ବେଳେ ଗୋଟିଏରେ ଆଗରେ ଅଛି କଂଗ୍ରେସ।

ମଧ୍ୟ ପ୍ରଦେଶରେ ବିଜେପି ପୁଣି କ୍ଷମତାକୁ ଆସିବା ସ୍ପଷ୍ଟ ହୋଇଯାଇଛି। ଦଳ ଏଠାରେ ୧୪୮ଟି ଆସନରେ ଆଗୁଆ ଥିବା ବେଳେ ବିରୋଧୀ କଂଗ୍ରେସ ୭୯ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ୩ଟି ଆସନରେ ଆଗୁଆ ଅଛନ୍ତି। ଏଠାରେ ୨୩୦ଟି ଆସନ ଥିବା ବେଳେ ସରକାର ଗଠନ ପାଇଁ ୧୧୬ଟି ଆସନ ଆବଶ୍ୟକ। ଆଉ ଏହି ଟାର୍ଗେଟରୁ ଢେର ଆଗରେ ରହିଛି ବିଜେପି।

ରାଜସ୍ଥାନରେ ୧୯୯ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଥିବା ବେଳେ ସମସ୍ତ ଆସନରେ ଏବେ ଗଣତି ଚାଲିଛି। ସରକାରରେ ଥିବା କଂଗ୍ରେସ ପଛରେ ଚାଲିଛି। କଂଗ୍ରେସ ୭୧ଟି ଆସନରେ ଆଗୁଆ ଚାଲିଥିବା ବେଳେ ବିଜେପି ୧୦୭ଟି ଆସନରେ ଆଗୁଆ ଚାଲିଛି। ଅନ୍ୟାନ୍ୟ ୨୧ଟି ଆସନରେ ଆଗରେ ଅଛନ୍ତି। ଏଠାରେ ସରକାର ଗଢ଼ିବା ପାଇଁ ମ୍ୟାଜିକ୍ ନମ୍ବର ହେଉଛି ୧୦୦।

ଛତିଶଗଡ଼ରେ କଂଗ୍ରେସ ଜିତିବ ବୋଲି ଅନେକ ଏକ୍‌ଜିଟ୍ ପୋଲ୍ ତଥ୍ୟ ଦେଇଥିଲେ। ଗଣତି ବେଳେ ପ୍ରାରମ୍ଭିକ ଟ୍ରେଣ୍ଡିଂ ମଧ୍ୟ ସେୟା କହୁଥିଲେ। କିନ୍ତୁ ଦିନ ଗଡ଼ିବା ଓ ଗଣତି ବଢ଼ିବା ସହିତ ବାଜି ପଲଟି ଗଲା ଭଳି ଲାଗୁଛି। ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ହେଉଥିବା ବେଳେ ଖବର ଲେଖାଯିବା ସୁଦ୍ଧା ବିଜେପି ଆଗକୁ ଚାଲିଯାଇଛି। ବିଜେପି ୫୨ଟି ଆସନରେ ଆଗରେ ଚାଲିଥିବା ବେଳେ କଂଗ୍ରେସ ୩୭ଟି ଆସନରେ ଆଗରେ ରହିଛି। ଅନ୍ୟାନ୍ୟ ୧ଟି ଆସନରେ ଆଗରେ ଚାଲିଛନ୍ତି।

ଅନ୍ୟପକ୍ଷରେ ତେଲେଙ୍ଗାନାରେ କଂଗ୍ରେସ ବାଜି ମାରିବା ସ୍ପଷ୍ଟ ହୋଇଯାଇଛି। ଏଠାରେ ପ୍ରାରମ୍ଭରୁ ଆଗରେ ରହିଛି ଦଳ। ଏହାର ଆଖପାଖରେ ପହଞ୍ଚି ପାରିନି ଏବେ ସରକାରରେ ଥିବା ଭାରତ ରାଷ୍ଟ୍ର ସମିତି ବା ବିଆରଏସ୍‌। ତେଲେଙ୍ଗାନାରେ ୧୧୯ଟି ଆସନ ଥିବା ବେଳେ ୭୨ଟିରେ କଂଗ୍ରେସ ଆଗରେ ରହିଥିବା ବେଳେ କ୍ଷମତାରେ ଥିବା ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ପଛରେ ପଡ଼ିଯାଇଛି। ବିଆରଏସ୍‌ ୩୪ଟି ଆସନରେ ଆଗୁଆ ରହିଛି। ବିଜେପି ୮ଟି ଓ ଅନ୍ୟାନ୍ୟ ଦଳ ୫ଟି ଆସନରେ ଆଗୁଆ ଚାଲିଛନ୍ତି।

Powered by Froala Editor

Tags Election

Related articles Odisha News Lens 4.1

  • ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ଉତ୍ତୀର୍ଣ୍ଣ
    ଦେଶ-ଦେଶାନ୍ତର

    ସାବାସ୍ ଚାରୁ, ୨୩ ବର୍ଷରେ ୧୯ ଟି ଚାକିରିରେ ଉତ୍ତୀର୍ଣ୍ଣ

    15040
    Jun 09, 2026
  • ରିଲିଜ୍ ପୂର୍ବରୁ ଦିଲ୍ଲୀରେ ଟିକସମୁକ୍ତ ହେଲା 'ଭାରତ ଭାଗ୍ୟ ବିଧାତା'
    ମନୋରଞ୍ଜନ

    ରିଲିଜ୍ ପୂର୍ବରୁ ଦିଲ୍ଲୀରେ ଟିକସମୁକ୍ତ ହେଲା 'ଭାରତ ଭାଗ୍ୟ ବିଧାତା'

    14364
    Jun 10, 2026
  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....
    ବିଶେଷ

    ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13309
    Jun 10, 2026
  • ମହଙ୍ଗା ସେଲିବ୍ରିଟିଙ୍କ ତାଲିକାରେ ବିରାଟ କୋହଲିଙ୍କ ସ୍ଥାନ ପ୍ରଥମ
    ମନୋରଞ୍ଜନ

    ମହଙ୍ଗା ସେଲିବ୍ରିଟିଙ୍କ ତାଲିକାରେ ବିରାଟ କୋହଲିଙ୍କ ସ୍ଥାନ ପ୍ରଥମ

    13291
    Jun 10, 2026
  • ଇନଷ୍ଟାଗ୍ରାମରେ ‘ବଣ୍ଟଓ୍ବାରା ୧୯୪୭’ର ପ୍ରଥମ ଝଲକ
    ମନୋରଞ୍ଜନ

    ଇନଷ୍ଟାଗ୍ରାମରେ ‘ବଣ୍ଟଓ୍ବାରା ୧୯୪୭’ର ପ୍ରଥମ ଝଲକ

    14440
    Jun 10, 2026
  • ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ...
    ଦେଶ-ଦେଶାନ୍ତର

    ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ...

    14735
    Jun 10, 2026
  • ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ହଟାଯିବ
    ଦେଶ-ଦେଶାନ୍ତର

    ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ହଟାଯିବ

    14197
    Jun 09, 2026
  • ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ
    ଦେଶ-ଦେଶାନ୍ତର

    ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ

    14681
    Jun 10, 2026
  • ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ଆକ୍ରମଣ, ୮ ମୃତ
    ଦେଶ-ଦେଶାନ୍ତର

    ଇସ୍ରାଏଲ୍ ସେନା ପକ୍ଷରୁ ବଡ଼ଧରଣର ବିମାନ ଆକ୍ରମଣ, ୮ ମୃତ

    13367
    Jun 10, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13309
    Jun 10, 2026
  • ଦେଶ-ଦେଶାନ୍ତର

    ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ହଟାଯିବ

    14197
    Jun 09, 2026
  • ଦେଶ-ଦେଶାନ୍ତର

    ପାକିସ୍ତାନୀ ସାମରିକ ଆକ୍ରମଣରେ ୧୩ ମୃତ

    14681
    Jun 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16917
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17536
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17582
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17974
    Sep 06, 2023

ବିଶେଷ

  • ଶୋଇବା ପୂର୍ବରୁ ପାଣି ପିଇବା ଶରୀର ପାଇଁ ଭଲ କି ଖରାପ ଜାଣନ୍ତୁ.....

    13309
    Jun 10, 2026
  • ଥାଇରଏଡ୍‌କୁ ସୁସ୍ଥ କରିବା ପାଇଁ ଯୋଗ ନିହାତି ଜରୁରୀ

    15205
    Jun 09, 2026
  • ଶରୀରରେ ରକ୍ତ କମିଯାଉଥିଲେ ଖାଆନ୍ତୁ ଏହି ଖାଦ୍ୟ

    14138
    Jun 07, 2026
  • ଏହି ମସଲା ଖାଇଲେ ହେବନି ପେଟ ଗରମ

    14035
    Jun 05, 2026
  • ପିଲାଙ୍କ ମାନସିକତାକୁ ବୁଝି ଦିଅନ୍ତୁ ଖାଇବା

    14963
    Jun 03, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15458
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15201
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15687
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14027
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପରମାଣୁ ରଣନୀତିରେ ବଡ ପରିବର୍ତ୍ତନ : ୧୨ଟି ପରମାଣୁ ଯୁଦ୍ଧାସ୍ତ୍ରକୁ ଆଇଏନଏସ୍‌ ଅରିଘାତରେ ମୁତୟନ କଲା ଭାରତ

    14735
    Jun 10, 2026
  • ‘ଦୀଘା ଜଗନ୍ନାଥ ଧାମ’ ନାମରୁ ‘ଧାମ’ ଶବ୍ଦ ହଟାଯିବ

    14197
    Jun 09, 2026
  • ଇନଷ୍ଟାଗ୍ରାମରେ ‘ବଣ୍ଟଓ୍ବାରା ୧୯୪୭’ର ପ୍ରଥମ ଝଲକ

    14440
    Jun 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In