Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, July 09, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ...

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ...

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ...

  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ ...

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ...

  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ...

  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ...

  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ...

  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ...

  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ ...

Home ›› ››ମ୍ୟୁଜିକ୍ ଭିଡିଓ ଅନୁଭୁତି ଓ ପ୍ଲେ-ଲିଷ୍ଟ୍ ସହ ଆରମ୍ଭ ହେଲା ଜିଓସାୱନ ଟିଭି

ମ୍ୟୁଜିକ୍ ଭିଡିଓ ଅନୁଭୁତି ଓ ପ୍ଲେ-ଲିଷ୍ଟ୍ ସହ ଆରମ୍ଭ ହେଲା ଜିଓସାୱନ ଟିଭି

2021-06-08 04:45:20
22709
Share:
Facebook
Twitter
E-Mail
WhatsApp
Telegram
ମ୍ୟୁଜିକ୍ ଭିଡିଓ ଅନୁଭୁତି ଓ ପ୍ଲେ-ଲିଷ୍ଟ୍ ସହ ଆରମ୍ଭ ହେଲା ଜିଓସାୱନ ଟିଭି

ଭୁବନେଶ୍ୱର : ସଂଗୀତ ଓ ଅଡିଓ ମନୋରଂଜନ କ୍ଷେତ୍ରରେ ଦକ୍ଷିଣ ଏସିଆର ସର୍ବବୃହତ ପ୍ରସାରଣ ପ୍ଲାଟଫର୍ମ ଜିଓସାୱନ ତାହାର ନୂଆ ଭିଡିଓ ଉତ୍ପାଦ- ଜିଓସାୱନ ଟିଭି ଉନ୍ମୋଚନ କରିଛି । ଏହି ଅନନ୍ୟ ଭିଡିଓ ବୈଶିଷ୍ଟ୍ୟ ଅଭିଜ୍ଞ ଶୈଳୀରେ ପ୍ରସ୍ତୁତି ଏବଂ ଉପଭୋକ୍ତାଙ୍କ ପସନ୍ଦର ବ୍ୟବହାର ମଧ୍ୟରେ ରହୁଥିବା ତାରତମ୍ୟ ଦୂର କରିବା ଲକ୍ଷ୍ୟ ରଖିଛି । ଏହି ପ୍ଲାଟଫର୍ମରେ ଭିଡିଓ ଉତ୍ପାଦଗୁଡିକରେ ଜିଓସ୍ୱାୱନ ଟିଭି ନବୀନତମ ସଂଯୋଗ ହୋଇଛି ।

ଜିଓସାୱନଟିଭି ସହିତ ଏହି ପ୍ଲାଟଫର୍ମ ଏହାର ପରିବ୍ୟାପ୍ତ ଲୋକପ୍ରିୟ ଅଡିଓ ସେବା ସହିତ ସଂଗୀତ ପାଇଁ ଏକ ନୂଆ ଟେଲିଭିଜନ ଅନୁଭୂତି ସୃଷ୍ଟି କରୁଛି । ଏହି ବୈଶିଷ୍ଟ୍ୟ ବ୍ୟବହାରକାରୀଙ୍କୁ ସର୍ବୋଚ୍ଚ ଗୁଣମାନର ପ୍ରସାରଣ ପ୍ରଯୁକ୍ତି ସହିତ ଗୋଟିଏ ସ୍ଥାନରେ ସମସ୍ତ ପ୍ରକାରର ମନୋରଂଜନ ପ୍ରଦାନ କରିବ ।

ଅଭିଜ୍ଞମାନଙ୍କ ଦ୍ୱାରା ନିଖୁଣ ଭାବରେ ପ୍ରସ୍ତୁତି ଏବଂ ସହଜ ବ୍ୟବହାରର ସମ୍ମିଶ୍ରଣ ଦ୍ୱାରା ବ୍ୟବହାରକାରୀମାନେ ସଂପ୍ରତି ହୋମପେଜ୍‌ରେ ଏକ ନୂଆ ଟାବ୍‌ରେ ସଂଗୀତ ଟିଭି ଚାନେଲ ଏବଂ ସଂଗୀତ ଭିଡିଓ ପ୍ଲେ ତାଲିକାର ସୁଯୋଗ ନେବାକୁ ସମର୍ଥ ହେବେ, ଯାହା ସେମାନେ ଦେଖିବାକୁ ପସନ୍ଦ କରୁଥିବା ତାଲିକାରୁ ବାଛିବାକୁ ଅନୁମତି ପ୍ରଦାନ କରିବ । ଆନାଲୋଗ ଚାନେଲଗୁଡିକ ସଦୃଶ ଟିଭି ଚାନେଲଗୁଡିକ ଗୋଟିଏ ପରେ ଗୋଟିଏ ଭିଡିଓ ପ୍ଲେ ସୁପାରିଶ କରିଥିବେ, ଅନ୍ୟପକ୍ଷରେ ଭିଡିଓ ପ୍ଲେ ତାଲିକାଗୁଡିକ ଭାବ, ଶୈଳୀ ଏବଂ କଳାକାଳଙ୍କ ଦ୍ୱାରା ପ୍ରସ୍ତୁତ ପ୍ଲେ ତାଲିକା ଆଧାରିତ ହେବ ।
ନୂଆକରି ପ୍ରଚଳନ କରାଯାଇଥିବା ସଂଗତ ଟିଭି ଚାନେଲ ଏବଂ ସଂଗୀତ ଭିତିକ ଭିଡିଓ ପ୍ଲେ ତାଲିକା ଜରିଆରେ ଜିଓସାୱନ ବ୍ୟବହାରକାରୀଙ୍କୁ ଜଣେ କଳାକାର,ସମୟ ଅଥବା ଭାବ ଆଧାରିତ ପସନ୍ଦରୁ ବାଛିବା ଏବଂ ତାହାର ସୁଯୋଗ ନେବାକୁ ଅନୁମତି ପ୍ରଦାନ ଜରିଆରେ ସେମାନଙ୍କୁ ଭିନ୍ନ ଅନୁଭୂତି ପ୍ରଦାନ କରୁଛି ।

ନୂଆ ବୈଶିଷ୍ଟ୍ର ବ୍ୟବହାରକାରୀଙ୍କୁ ଅତି ସହଜରେ ସେମାନେ ଦେଖିବାକୁ ଚାହୁଁଥିବା ଭିଡିଓଗୁଡିକ ମଧ୍ୟରେ ଗୋଟିଏରୁ ଅନ୍ୟକୁ ପରିବର୍ତନ କରିବା ଏବଂ ପୂର୍ବରୁ କ୍ୟୁ (ଧାଡି) କରିଥିବା ଅଡିଓ ଟ୍ରାକ୍‌ଗୁଡିକୁ ଯିବାକୁ ସମର୍ଥ କରାଇବ । ସଂପୂର୍ଣ୍ଣ ଇନ୍‌-ଆପ୍ ଭିଡିଓ ଅନୁଭୂତି ପାଇବାକୁ ଜିଓସାୱନ ବ୍ୟବହାରକାରୀମାନେ ସଂପ୍ରତି ଭୂଲମ୍ବରୁ ଭୂସମାନ୍ତର ମୋଡ୍‌କୁ ପରିବର୍ତନ କରିପାରିବେ ।


ଏହାର ଶୁଭାରମ୍ଭ ପାଇଁ ଜିଓସାୱନ ଟିଭି ଲୋକପ୍ରିୟ କଳାକାର, ଭାବ, ଶୈଳୀ ଏବଂ ସଂଗୀତର ଯୁଗ ଆଦିକୁ ସାମିଲ କରିବ । ନୂଆ ଉତ୍ପାଦ ପ୍ରଚଳନକୁ ସମର୍ଥନ କରିବା ପାଇଁ ଏକ ଅଭିଯାନ କରାଯାଉଛି ଯେଉଁଥିରେ ବାଦଶାହ, ଜଷ୍ଟିନ ବାଇବର, ଦୁଆ ଲିପା, କେ-ପପ୍ ସେନ୍‌ସେସନ୍ ବିଟିଏସ ଏବଂ ଆକୁଲଙ୍କ ସମେତ ଅନେକ କଳାକାରଙ୍କ ମ୍ୟୁଜିକ ଭିଡିଓ ପ୍ରଦର୍ଶନ କରାଯାଉଛି । ଏହି ପ୍ରଚଳନକୁ ବିବିଧ ସାମାଜିକ ଗଣମାଧ୍ୟମ, ଡିଜିଟାଲ ତଥା ଇନଷ୍ଟାଗ୍ରାମ ଜରିଆରେ ଏକ ଭିଆର ଅନୁଭୂତି ଆଦି ଜରିଆରେ ଅଧିକ ପରିବର୍ଦ୍ଧିତ କରାଯିବ ।

ଏହା ପୂର୍ବରୁ ବ୍ରାଣ୍ଡ୍ ତାହାର ପ୍ରଥମ ଭିଡିଓ ପ୍ରଚଳନ କରିଥିଲା ଯେଉଁଥିରେ ବଛାବଛା ଟ୍ରାକ ସହିତ ଏକତ୍ର ଯିବାପାଇଁ କ୍ଷୁଦ୍ର- ୧୫ ସେକେଣ୍ଡ ଲୁପିଙ୍ଗ ଭିଜୁଆଲଗୁଡିକ ସ୍ଥାନ ପାଇଥିଲା ଏବଂ ତାହା ଭାରତୀୟ କଳାକାରମାନଙ୍କୁ ଏକ ସମୃଦ୍ଧ ଗତିଶୀଳ ସଂସ୍କୃତି ପ୍ରଦାନ କରିବା ସହିତ ସମର୍ଥକମାନଙ୍କୁ ଆଉ ଏକ ଟଚ୍‌ପଏଂଟ ପ୍ରଦାନ କରିଥିଲା । ୨୦୨୦ ଜୁନ୍ ଶେଷଭାଗରେ ପ୍ରଚଳନ କରାଯିବା ଦିନଠାରୁ ଏହି କ୍ଷୁଦ୍ର ଭିଡିଓଗୁଡିକ ୨୦୦ ନିୟୁତରୁ ଅଧିକ ଦେଖାଯାଇସାରିଛି । କଳାକାର ଏବଂ ବ୍ୟବହାରକାରୀଙ୍କ ଦ୍ୱାରା ସୃଷ୍ଟ ଭିଡିଓ ବିଷୟବସ୍ତୁ ଆପ୍‌କୁ ଆଣିବା ସକାଶେ ଜିଓସାୱନ ଅଗଷ୍ଟରେ ଟ୍ରିଲର ସହିତ ସହଭାଗିତା କରିଥିଲା ।

ଜିଓସାୱନ ପ୍ରୋ ବ୍ୟବହାରକାରୀମାନେ ଆପ୍‌ରେ ବିଶାଳ ଭିଡିଓ ଲାଇବ୍ରେରୀକୁ ବିଜ୍ଞାପନ ରହିତ ଭାବରେ ଅସୀମିତ ଉପଭୋଗ କରିପାରିବେ ଏବଂ ଫ୍ରିମିୟମ ବ୍ୟବହାରକାରୀମାନେ ମାସକୁ ସର୍ବାଧିକ ତିନୋଟି ଭିଡିଓ ଦେଖିପାରିବେ ।

Powered by Froala Editor

Tags reliance jio , jio saavn

Related articles Odisha News Lens 4.1

  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା
    ଦେଶ-ଦେଶାନ୍ତର

    କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା

    14452
    Jul 08, 2026
  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13493
    Jul 08, 2026
  • ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ତଦାରଖ କରିବେ କୃଷ୍ଣ ମୋହନ

    14585
    Jul 07, 2026
  • ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ
    ଦେଶ-ଦେଶାନ୍ତର

    ରୁଷ ତରଫରୁ କିଭ୍ ସହର ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ, ୨୩ମୃତ

    13820
    Jul 07, 2026
  • ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ
    ଦେଶ-ଦେଶାନ୍ତର

    ପ୍ରଦର୍ଶିତ ହେଲା ଗୋଲ୍ଡ-ପ୍ଲେଟେଡ୍ ‘ରାମଚରିତମାନସ’ ଗ୍ରନ୍ଥ

    13655
    Jul 07, 2026
  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
    ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14471
    Jul 08, 2026
  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା
    ଦେଶ-ଦେଶାନ୍ତର

    ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15249
    Jul 08, 2026
  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...
    ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...

    14125
    Jul 08, 2026
  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି
    ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15559
    Jul 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14471
    Jul 08, 2026
  • ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15559
    Jul 08, 2026
  • ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13493
    Jul 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17582
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17636
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18035
    Sep 06, 2023

ବିଶେଷ

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15234
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15568
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15374
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15239
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14663
    Jun 30, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15838
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15708
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13814
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14926
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15559
    Jul 08, 2026
  • ମୋଦୀଙ୍କୁ ଇଣ୍ଡୋନେସିଆରେ ମିଳିଲା ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ଆଦିପୂର୍ଣ୍ଣ’ ପଦକ

    15129
    Jul 07, 2026
  • କେତନଙ୍କ ପୂର୍ବରୁ ପ୍ରେମିକଙ୍କୁ ବାହା ହୋଇ ସାରିଥିଲେ ସିୟା

    14452
    Jul 08, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In