Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Friday, December 01, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ନେଦରଲ୍ୟାଣ୍ଡର ଝିଅ ଉତ୍ତର ପ୍ରଦେଶ ବୋହୂ

  • ମଣିପୁରୀ ରୀତିନୀତି ସହ ଲିନ୍‌ଙ୍କୁ ...

  • ପ୍ଲାଟଫର୍ମକୁ ପାସ୍‌ କରୁଥିଲେ, ...

  • ସାଲାଡରେ କଟା ଆଙ୍ଗୁଠି ଦେଖି ମହିଳାଙ୍କୁ ...

  • ଟ୍ରେନ୍ ରୋକି ପଳାଇଲେ ଡ୍ରାଇଭର, କହିଲେ ‘ମୋ ...

  • ଦୂତି ଚାନ୍ଦ 'ଡ଼ିପ୍ ଫେକ'ର ଶିକାର

  • ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ...

  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ମୃତ

  • ଡିସେମ୍ବର ୧୪ ପର୍ୟ୍ୟନ୍ତ ଆଧାର କାର୍ଡକୁ ...

  • ଏକ ବର୍ଷ ହେଲା ମାଆର ଶବ ସହିତ ରହୁଥିଲେ ଦୁଇ ...

ରାଜ୍ୟ
Home ›› ରାଜ୍ୟ ››୩୦ ବର୍ଷ ହେଲା ନ୍ୟାୟ ମାଗୁଛନ୍ତି ଇନ୍ଦ୍ରାବତୀ ବିସ୍ଥାପିତ

୩୦ ବର୍ଷ ହେଲା ନ୍ୟାୟ ମାଗୁଛନ୍ତି ଇନ୍ଦ୍ରାବତୀ ବିସ୍ଥାପିତ

2023-11-21 01:02:28
13309
Share:
Facebook
Twitter
E-Mail
WhatsApp
Telegram
୩୦ ବର୍ଷ ହେଲା ନ୍ୟାୟ ମାଗୁଛନ୍ତି ଇନ୍ଦ୍ରାବତୀ ବିସ୍ଥାପିତ

ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପକୁ ବିତିଲାଣି ୩୦ ବର୍ଷ । ଅଥଚ ବିସ୍ଥାପିତଙ୍କ ଦୁଃଖ ସରୁନି । ସେତେବେଳେ ପ୍ରକଳ୍ପ ପାଇଁ ଜମିବାଡି ସବୁଦେଲେ ଚାଷୀ । ଜଳଭଣ୍ଡାରରେ ଲୀନ ହେଲା ୨୦ ହଜାର ଏକରରୁ ଊର୍ଦ୍ଧ୍ୱ ଜମି । ଭାବିଥିଲେ ଲୋକଙ୍କ ହିତରେ ଜମି ଯାଇଛି । ତାର କ୍ଷତିପୂରଣ ସରକାର ଦେବେ । ହେଲେ ଜମି ହରାଇ ଜମିଦାର ଏବେ ଦିନ ମଜୁରିଆ ।  

୧୯୮୫ ମସିହାରେ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ହେଲା । ୧୯୯୦ରୁ ୧୯୯୨ ମଧ୍ୟରେ କଳାହାଣ୍ଡି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ୧୦୫ ଖଣ୍ଡ ଗ୍ରାମର ୬ ହଜାର ୧୩୩ ପରିବାର ବାସଚ୍ୟୁତ ହେଲେ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଂଟି ବ୍ଲକ୍‌ର ଗେଡ଼଼ଦେଓପାଲ୍ଲି, ମାଗାଁ, ଲମତାଗୁଡା, ଅଂଚଳଗୁମ୍ମା, ବରେହିପଦର ଓ ତେନ୍ତୁଳିଖୁଂଟି ପଂଚାୟତର ୩୪ଟି କ୍ଲଷ୍ଟର ଗ୍ରାମରେ ୧୨ ଶହ ବିସ୍ଥାପିତ ପରିବାରଙ୍କୁ ଥଇଥାନ କରାଗଲା । 

ସେହିପରି ନନ୍ଦାହାଣ୍ଡି ବ୍ଲକରେ ପ୍ରାୟ ୩୦୦ ପରିବାର, କଳାହାଣ୍ଡି ଜିଲ୍ଲାର ଜୟପାଟଣା ଓ ଥୁଆମୂଳ ରାମପୁର ବ୍ଲକରେ ୩ ହଜାର ୧୨୧ ପରିବାର, କୋରାପୁଟ ଜିଲ୍ଲାର ବୋରିଗୁମ୍ମା, ଦଶମନ୍ତପୁର ବ୍ଲକର ବିଭିନ୍ନ ଗ୍ରାମରେ ୧୦୬୧ ପରିବାର ଥଇଥାନ ହୋଇଛନ୍ତି । ବିସ୍ଥାପିତଙ୍କୁ କ୍ଷତିପୂରଣ ବାବଦରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୩୫ ହଜାର ୫୦୦ ଟଙ୍କା, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୪୨ ହଜାର ୨୦୦ ଓ ପଂଚମ ପର୍ଯ୍ୟାୟରେ ୭୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିଥିଲା । ତେବେ କ୍ଷତିପୂରଣ ପ୍ରଦାନରେ ପାତର ଅନ୍ତର କାରଣରୁ ବିସ୍ଥାପିତ ସେମାନଙ୍କ ହକ୍ ପାଇଁ ୩୦ ବର୍ଷ ଧରି ଲଢ଼େ଼ଇ ଜାରି ରଖିଛନ୍ତି । ଇନ୍ଦ୍ରାବତୀ ବୁଡ଼଼ି ଅଂଚଳ ବିକାଶ ପରିଷଦ ଏହାର ନେତୃତ୍ୱ ନେଉଛି । 

ପରିଷଦର ସମ୍ପାଦକ ସୁଧୀର ସୁନାଙ୍କ ଦାବି ହେଲା କ୍ଷତିପୂରଣ ପ୍ରଦାନରେ ପାତର ଅନ୍ତର ଦୂର କରିବା ପାଇଁ ଆର୍‌ଡିସିସ୍ତରରେ ୨୦୦୮ ମସିହାରେ ଉଚ୍ଚସ୍ତରୀୟ ବେଠକ କରାଯାଇ ପୁନଃ କ୍ଷତିପୂରଣ ପ୍ରଦାନ ଲାଗି ପ୍ରାୟ ୧୬ କୋଟି ଟଙ୍କାର ଅଟକଳ ରଖାଯାଇଥିଲା । ଯାହା ଆଜି ସୁଦ୍ଧା ବିସ୍ଥାପିତଙ୍କୁ ମିଳିପାରିନି । କେବଳ ସେତିକି ନୁହେଁ ଯେଉଁ ବିସ୍ଥାପିତ ପରିବାର ସରକାରୀ ଜମିରେ ଘର କରିଛନ୍ତି ଏଯାବତ୍ ବହୁ ପରିବାରଙ୍କୁ ଘରଡ଼ିହ ଜମିର ପଟ୍ଟା ମିଳିପାରୁନି । 

୧୯୯୪ ମସିହାରେ ବିସ୍ଥାପିତ ପରିବାରଙ୍କୁ ବିଦ୍ୟୁତ୍ ଯୋଗାଣ ପାଇଁ ୧ କୋଟି ୬ ଲକ୍ଷ ଟଙ୍କାର ଅନୁଦାନ ମିଳିଥିଲା । କିନ୍ତୁ ବିଦ୍ୟୁତ୍ ସଂଯୋଗ ବେଳକୁ ପ୍ରତି ପରିବାର ପିଛା ୫ରୁ ୬ ହଜାର ଟଙ୍କା ଆଦାୟ କରି ସଂଯୋଗ ଦିଆଯାଇଥିବା ଅଭିଯୋଗ କରିଛନ୍ତି ବିସ୍ଥାପିତ । ତେବେ ବିସ୍ଥାପିତଙ୍କ ପ୍ରତି ଦୃଷ୍ଟି ଦେବାକୁ ସେ ଅନୁରୋଧ କରିଛନ୍ତି । 

Powered by Froala Editor

Tags indrabati

Related articles Odisha News Lens 3.2

  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ମୃତ
    ଦେଶ-ଦେଶାନ୍ତର

    କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ, ୭ ମୃତ

    15051
    Nov 30, 2023
  • ଦୂତି ଚାନ୍ଦ 'ଡ଼ିପ୍ ଫେକ'ର ଶିକାର
    ଦେଶ-ଦେଶାନ୍ତର

    ଦୂତି ଚାନ୍ଦ 'ଡ଼ିପ୍ ଫେକ'ର ଶିକାର

    14913
    Dec 01, 2023
  •  ଡିସେମ୍ବର ୧୪ ପର୍ୟ୍ୟନ୍ତ ଆଧାର କାର୍ଡକୁ ମାଗଣାରେ କରିହେବ ଅପଡେଟ
    ଦେଶ-ଦେଶାନ୍ତର

    ଡିସେମ୍ବର ୧୪ ପର୍ୟ୍ୟନ୍ତ ଆଧାର କାର୍ଡକୁ ମାଗଣାରେ କରିହେବ ଅପଡେଟ

    14468
    Nov 30, 2023
  • ଟ୍ରେନ୍ ରୋକି ପଳାଇଲେ ଡ୍ରାଇଭର, କହିଲେ ‘ମୋ ଡ୍ୟୁଟି ସରିଯାଇଛି’
    ଦେଶ-ଦେଶାନ୍ତର

    ଟ୍ରେନ୍ ରୋକି ପଳାଇଲେ ଡ୍ରାଇଭର, କହିଲେ ‘ମୋ ଡ୍ୟୁଟି ସରିଯାଇଛି’

    13736
    Dec 01, 2023
  • ପ୍ଲାଟଫର୍ମକୁ ପାସ୍‌ କରୁଥିଲେ, ଦ୍ରୁତଗତିରେ ମାଡିଆସିଲା ମେଟ୍ରୋ ଟ୍ରେନ୍
    ଦେଶ-ଦେଶାନ୍ତର

    ପ୍ଲାଟଫର୍ମକୁ ପାସ୍‌ କରୁଥିଲେ, ଦ୍ରୁତଗତିରେ ମାଡିଆସିଲା ମେଟ୍ରୋ ଟ୍ରେନ୍

    14419
    Dec 01, 2023
  • ସାଲାଡରେ କଟା ଆଙ୍ଗୁଠି ଦେଖି ମହିଳାଙ୍କୁ ଆସିଲା ଆଟାକ୍‌
    ଦେଶ-ଦେଶାନ୍ତର

    ସାଲାଡରେ କଟା ଆଙ୍ଗୁଠି ଦେଖି ମହିଳାଙ୍କୁ ଆସିଲା ଆଟାକ୍‌

    15095
    Dec 01, 2023
  • ଏକ ବର୍ଷ ହେଲା ମାଆର ଶବ ସହିତ ରହୁଥିଲେ ଦୁଇ ଝିଅ
    ଦେଶ-ଦେଶାନ୍ତର

    ଏକ ବର୍ଷ ହେଲା ମାଆର ଶବ ସହିତ ରହୁଥିଲେ ଦୁଇ ଝିଅ

    14992
    Nov 30, 2023
  • ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଯୋଗାଇ ଦିଆଯିବ ୧୫ ହଜାର ଡ୍ରୋନ୍‌‌
    ଦେଶ-ଦେଶାନ୍ତର

    ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଯୋଗାଇ ଦିଆଯିବ ୧୫ ହଜାର ଡ୍ରୋନ୍‌‌

    13591
    Nov 30, 2023
  • ନେଦରଲ୍ୟାଣ୍ଡର ଝିଅ ଉତ୍ତର ପ୍ରଦେଶ ବୋହୂ
    ଦେଶ-ଦେଶାନ୍ତର

    ନେଦରଲ୍ୟାଣ୍ଡର ଝିଅ ଉତ୍ତର ପ୍ରଦେଶ ବୋହୂ

    15516
    Dec 01, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଡିସେମ୍ବର ୧୪ ପର୍ୟ୍ୟନ୍ତ ଆଧାର କାର୍ଡକୁ ମାଗଣାରେ କରିହେବ ଅପଡେଟ

    14468
    Nov 30, 2023
  • ଦେଶ-ଦେଶାନ୍ତର

    ପ୍ଲାଟଫର୍ମକୁ ପାସ୍‌ କରୁଥିଲେ, ଦ୍ରୁତଗତିରେ ମାଡିଆସିଲା ମେଟ୍ରୋ ଟ୍ରେନ୍

    14419
    Dec 01, 2023
  • ଦେଶ-ଦେଶାନ୍ତର

    ନେଦରଲ୍ୟାଣ୍ଡର ଝିଅ ଉତ୍ତର ପ୍ରଦେଶ ବୋହୂ

    15516
    Dec 01, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15332
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15681
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14360
    Apr 03, 2021

ବିଶେଷ

  • ଜୀବନରେ ଅମଙ୍ଗଳ ଦୂର କରିଥାନ୍ତି ଗଣେଶ

    14118
    Nov 30, 2023
  • ଡାଏଟରେ ସାମିଲ କରନ୍ତୁ ଭେଣ୍ତି, ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ

    15429
    Nov 30, 2023
  • ଶରୀରର ଏହି ଅଙ୍ଗ ଡେଇଁବା ଦ୍ୱାରା ମିଳିଥାଏ ଶୁଭ ସଙ୍କେତ

    14570
    Nov 29, 2023
  • କ୍ଷୀର ଗୁଡରେ ରହିଛି ଆଶ୍ଚର୍ଯ୍ୟଜନକ ଲାଭ

    15204
    Nov 29, 2023
  • କେଶକୁ ଧଳା କରିବାରେ ରୋକିବ ଏହି ୮ଟି ସୁପରଫୁଡ

    15882
    Nov 28, 2023

ବାଣିଜ୍ୟ

ଖୁଦ୍ରାସ୍ଫୀତି ୪.୮୭% ଖସିଲା, ୪ ମାସରେ ସର୍ବନିମ୍ନ

ଅକ୍ଟୋବର ୨୦୨୩ ରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି ଖୁଚୁରା ମୁଦ୍ରାସ୍ଫୀତି। ଅକ୍ଟୋବର ମାସରେ ଖୁଦ୍ରାସ୍ଫୀତି ୪.୮୭% ରହିଛି। ଏହା ୪ ମାସ ମଧ୍ୟରେ ସର୍ବନିମ୍ନ। ଖାଦ୍ୟ ସାମଗ୍ରୀର ଦାମ ହ୍ରାସ ପାଇବା ଯୋଗୁ ମୁଦ୍ରାସ୍ଫୀତି ହାରରେ ସୁଧାର ଆସିଥିବା ସରକାର କହିଛନ୍ତି।

ଜୁଲାଇ ୨୦୨୩ ପରେ କ୍ରମାଗତ ତୃତୀୟ ମାସ ପାଇଁ ଖୁ ...

  • ଜିଓ ପକ୍ଷରୁ 'ଜିଓଫୋନ୍ ପ୍ରାଇମା' ଶୁଭାରମ୍ଭ

    13756
    Nov 09, 2023
  • ଅକ୍ଟୋବରରେ ୧୮ ଦିନ ବ୍ୟାଙ୍କ ଛୁଟି, ଶୀଘ୍ର ସାରନ୍ତୁ କାମ

    14614
    Sep 28, 2023
  • ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

    15103
    Sep 20, 2023
  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14530
    Aug 28, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମଣିପୁରୀ ରୀତିନୀତି ସହ ଲିନ୍‌ଙ୍କୁ ଜୀବନସାଥୀ ବାଛିଲେ ରଣଦୀପ

    13538
    Dec 01, 2023
  • ଦୂତି ଚାନ୍ଦ 'ଡ଼ିପ୍ ଫେକ'ର ଶିକାର

    14913
    Dec 01, 2023
  • ସାଲାଡରେ କଟା ଆଙ୍ଗୁଠି ଦେଖି ମହିଳାଙ୍କୁ ଆସିଲା ଆଟାକ୍‌

    15095
    Dec 01, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In