Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 15, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ମାତାପିତା ହେବେ କଟ୍ରିନା-ବିକି କୌଶଲ

  • ବନତାରାକୁ କ୍ଲିନ୍ ଚିଟ୍

  • ପୋତିଦେଇଥିଲେ, ମାଟି ତଳୁ ଉଦ୍ଧାର ହେଲା ...

  • ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

  • ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ...

  • ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ...

  • ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ...

  • ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

  • ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ...

  • ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

ରାଜନୀତି
Home ›› ରାଜନୀତି ››ନବୀନ ବାବୁଙ୍କ ସରକାରରେ ଅପାରଗ ପ୍ରଶାସକ ପୁରସ୍କୃତ : ସତ୍ୟବ୍ରତ ପଣ୍ଡା

ନବୀନ ବାବୁଙ୍କ ସରକାରରେ ଅପାରଗ ପ୍ରଶାସକ ପୁରସ୍କୃତ : ସତ୍ୟବ୍ରତ ପଣ୍ଡା

2023-11-18 19:24:39
14330
Share:
Facebook
Twitter
E-Mail
WhatsApp
Telegram
ନବୀନ ବାବୁଙ୍କ ସରକାରରେ ଅପାରଗ ପ୍ରଶାସକ ପୁରସ୍କୃତ : ସତ୍ୟବ୍ରତ ପଣ୍ଡା

ଭୁବନେଶ୍ୱର,ତା.୧୮/୧୧: ରାଜ୍ୟ ସରକାର ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଶ୍ରୀ ସୁରେଶ ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ଦେଇଛନ୍ତି । ଏହି ପ୍ରକାର ନିଯୁକ୍ତି ମୁଖ୍ୟମନ୍ତ୍ରୀ ଓ ସରକାରଙ୍କର ସମ୍ପୂର୍ଣ୍ଣ ଇଛାଧୀନ । କିନ୍ତୁ ଗତ କିଛିଦିନ ଧରି ଶ୍ରୀ ମହାପାତ୍ର ଅଧ୍ୟକ୍ଷ ଥିବା ବିଦ୍ୟୁତ ନିୟାମକ ଆୟୋଗରେ ଦେଖାଯାଇଥିବା କିଛି ଅସଙ୍ଗତି ଏହି ନୂତନ ନିଯୁକ୍ତି ସମ୍ବନ୍ଧରେ ପ୍ରଶ୍ନବାଚୀ ଠିଆ କରାଇଛି । ରାଜ୍ୟ ସରକାର ଏ ବାବଦରେ ଜନସାଧାରଣଙ୍କ ନିକଟରେ ନିଜ ଉତର ରଖିବା ଆବଶ୍ୟକ । ପ୍ରଥମତଃ ସୁନ୍ଦରଗଡ ଜିଲ୍ଲାର ତଲାବିରା ବିଦ୍ୟୁତ ପ୍ରକଳ୍ପରୁ ଓଡ଼ିଶା ୧୬ଶହ ମେଗାୱାଟ ଶସ୍ତା ଦରର ବିଜୁଳି ପାଇବା ପାଇଁ ହକଦାର । କିନ୍ତୁ ଓଡ଼ିଶାକୁ ମାତ୍ର ୮ଶହ ମେଗାୱାଟ ବିଦ୍ୟୁତ ପ୍ରଦାନ କରି ତାମିଲନାଡୁକୁ ୧୫ଶହ ମେଗାୱାଟ ବିଦ୍ୟୁତ ଯୋଗାଣ ସକାଶେ ରାଜ୍ୟ ସରକାର ଚୁକ୍ତିବଦ୍ଧ ହୋଇଛନ୍ତି । ଏହା କେନ୍ଦ୍ର କୋଇଲା ଓ ଶକ୍ତି ମନ୍ତ୍ରଣାଳୟର ସଂଶୋଧିତ ନୀତି ୨୦୨୧କୁ ଉଲଘଂନ କରୁଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା କହିଛନ୍ତି ।

ବେଆଇନ ଚ୍ୟୁକ୍ତିକୁ ତର୍ଜମା, ନିୟନ୍ତ୍ରଣ ଓ ଆବଶ୍ୟକ ହେଲେ ରଦ୍ଦ କରିବାର କ୍ଷମତା ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ରହିଛି । କେନ୍ଦ୍ରୀୟ ବିଦ୍ୟୁତ ଆଇନ ଧାରା ୮୬(୧)(ଖ) ଓ (ଘ)ରେ ଏହାର ବ୍ୟବସ୍ଥା ରହିଛି । କିନ୍ତୁ ଶ୍ରୀ ମହାପାତ୍ର ଏହି କ୍ଷମତାର ସଦୁପଯୋଗ କଲେ ନାହିଁ । ଓଡ଼ିଶାର ସ୍ୱାର୍ଥ ଅପେକ୍ଷା ତାମିଲନାଡୁ ସ୍ୱାର୍ଥକୁ ପ୍ରାଥମିକତା ଦେଲେ । ୧୫ନିୟୁତ ଟନ୍ କୋଇଲା ଦହନର ପ୍ରଦୂଷଣରେ ଛଟପଟ ହେଲା ଓଡିଶା । କିନ୍ତୁ ଓଡ଼ିଶାର ଜନସାଧାରଣ ଶସ୍ତା ବିଜୁଳି ପାଇବାରୁ ବଂଚିତ ହେଲେ । ସେହି କାରଣରୁ ଶ୍ରୀ ମହାପାତ୍ରଙ୍କୁ ପୁରସ୍କୃତ କରାଗଲା କି ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ ଉଠାଇଛନ୍ତି ।

ବିଦ୍ୟୁତ ନିୟାମକ ଆୟୋଗର ନିର୍ଦ୍ଦେଶକୁ ଅମାନ୍ୟ କରି ବିତରଣକାରୀ ସଂସ୍ଥା ଓଡ଼ିଶା ଜନସାଧାରଣଙ୍କଠାରୁ ତ୍ରୁଟିପୂର୍ଣ୍ଣ ବିଲ୍ ଜରିଆରେ ୫ହଜାର କୋଟି ଟଙ୍କା ଅଧିକ ଆଦାୟ କରିନେଇଥିଲା । କେନ୍ଦ୍ରୀୟ ବିଦ୍ୟୁତ ଆଇନର ଧାରା ୬୨(୩)(୬) ଅନୁଯାୟୀ ଏହି ଅର୍ଥ ସମୁଳସୁଧ ଜନସାଧାରଣଙ୍କୁ ଫେରାଇବା ଆବଶ୍ୟକ । ବିଭିନ୍ନ ଗ୍ରାହକ ସଂସ୍ଥାଙ୍କର ଆବେଦନ ସତ୍ୱେ ଶ୍ରୀ ମହାପାତ୍ର କିଛି ପଦକ୍ଷେପ ନେଲେ ନାହିଁ । ବେସରକାରୀ ବିତରଣକାରୀ ସଂସ୍ଥା ଅନ୍ୟାୟଭାବେ ୫ହଜାର କୋଟି ଟଙ୍କା ଲୁଟ୍ କଲା । ଶ୍ରୀ ମହାପାତ୍ରଙ୍କ ସେହି ଦକ୍ଷତା କାରଣରୁ ସେ ପୁରସ୍କୃତ ହୋଇଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି । 

Powered by Froala Editor

Tags BJP, BJPOdisha

Related articles Odisha News Lens 4.1

  • ବନତାରାକୁ କ୍ଲିନ୍ ଚିଟ୍
    ଦେଶ-ଦେଶାନ୍ତର

    ବନତାରାକୁ କ୍ଲିନ୍ ଚିଟ୍

    14102
    Sep 15, 2025
  • ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ
    ବିଶେଷ

    ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

    14462
    Sep 15, 2025
  • ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଓ୍ବାକଫ୍ ସଂଶୋଧନ ଆଇନକୁ ନେଇ ଏହା କହିଲେ ସୁପ୍ରିମକୋର୍ଟ

    15594
    Sep 15, 2025
  • ପୋତିଦେଇଥିଲେ, ମାଟି ତଳୁ ଉଦ୍ଧାର ହେଲା କଅଁଳ ଜୀବନ
    ଦେଶ-ଦେଶାନ୍ତର

    ପୋତିଦେଇଥିଲେ, ମାଟି ତଳୁ ଉଦ୍ଧାର ହେଲା କଅଁଳ ଜୀବନ

    15302
    Sep 15, 2025
  • ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ମାନ୍ୟତା ...
    ଦେଶ-ଦେଶାନ୍ତର

    ନେପାଳ ଜେନ୍‌ ଜେଡ ବିକ୍ଷୋଭରେ ପ୍ରାଣ ହରାଇଥିବା ବିକ୍ଷୋଭକାରୀଙ୍କୁ ସହିଦ ମାନ୍ୟତା ...

    13670
    Sep 15, 2025
  • ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’
    ମନୋରଞ୍ଜନ

    ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

    14639
    Sep 14, 2025
  • ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ
    ଦେଶ-ଦେଶାନ୍ତର

    ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

    15079
    Sep 14, 2025
  • ମାତାପିତା ହେବେ କଟ୍ରିନା-ବିକି କୌଶଲ
    ମନୋରଞ୍ଜନ

    ମାତାପିତା ହେବେ କଟ୍ରିନା-ବିକି କୌଶଲ

    14803
    Sep 15, 2025
  • ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ଡାକିଲେ ‘ଶର୍ମାଜୀ’
    ଦେଶ-ଦେଶାନ୍ତର

    ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ଡାକିଲେ ‘ଶର୍ମାଜୀ’

    13847
    Sep 14, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

    14639
    Sep 14, 2025
  • ବିଶେଷ

    ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

    14462
    Sep 15, 2025
  • ଦେଶ-ଦେଶାନ୍ତର

    ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ଗ୍ରାହକ

    14378
    Sep 15, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16729
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16828
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17188
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15645
    Apr 03, 2021

ବିଶେଷ

  • ବେଡ୍‌ରୁମ୍‌ରେ ଏହା ରଖିଲେ ହୋଇଥାଏ ଶୁଭ

    14462
    Sep 15, 2025
  • କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ .....

    13765
    Sep 13, 2025
  • ଅଧାଗ୍ଲାସ ଲେମ୍ବୁ ପାଣିର ଅନେକ ଫାଇଦା

    14514
    Sep 11, 2025
  • ଅଦା ପାଣି ଦୂର କରେ ପେଟର ଏହି ସମସ୍ୟା

    15787
    Sep 11, 2025
  • କଞ୍ଚା ଅମୃତଭଣ୍ଡା ରସ ଅନେକ ରୋଗ କରେ ଦୂର

    15538
    Sep 10, 2025

ବାଣିଜ୍ୟ

ଶସ୍ତା ହେଲା ସୁନା

GST ପରିଷଦର 56ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି। ଏହି ବୈଠକ ପରେ ସାରା ଦେଶରେ ସୁନା ଦର ମଧ୍ୟ ହ୍ରାସ ପାଇଛି। MCX ଉପରେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭, ୯୫୦ ଟଙ୍କା ହୋଇଥିବା ବେଳେ ...

  • ବଢିଛି ସୁନା ଦର, ୧୨୫,୦୦୦ ଟଙ୍କା ଛୁଇଁବ

    14916
    Sep 03, 2025
  • ଆମୱେର ନୁ୍ୟଟ୍ରିଲାଇଟ ଏନ୍‌ଏଫଏସୟୁ ଦ୍ୱାରା ବିଶ୍ୱାସଭାଜନ: ନିରାପଦ ପୋଷଣ କ୍ଷେତ୍ରରେ ଏକ ମାଇଲଖୁଣ୍ଟ

    14335
    Sep 02, 2025
  • ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

    15571
    Aug 28, 2025
  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15232
    Aug 19, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

    14639
    Sep 14, 2025
  • ଯୁପିଆଇ ମାଧ୍ୟମରେ ଏବେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରିପାରିବେ ଗ୍ରାହକ

    14378
    Sep 15, 2025
  • ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

    15079
    Sep 14, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In