Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Thursday, December 07, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୱାର୍କ ଫ୍ରମ୍ ହୋମ୍ ନାଁରେ ଠକେଇ : ୧୦୦ରୁ ...

  • ଭାବପ୍ରବଣ ହେଲେ କଠୋର ଶାସକ, ମହିଳାଙ୍କ ...

  • ରାସ୍ତାରେ ଟଳମଳ ହେଲେ ସନ୍ନି, ଭିଡିଓ ଦେଖି ...

  • ସଂସଦ ଭବନ ଉପରେ ଆକ୍ରମଣ କରିବାକୁ ଧମକ ଦେଲା ...

  • ନାଇଜେରିଆ ସେନାର ଭୟଙ୍କର ଡ୍ରୋନ୍‌ ...

  • ଚାଲିଛି ଶୀତକାଳୀନ ଅଧିବେଶନ, ବିଦେଶ ଯିବେ ...

  • ଚେନ୍ନାଇରେ ପ୍ରବଳ ବର୍ଷା, ୧୭ ଜଣଙ୍କ ...

  • ବିଜେପିର ଏହି ୧୦ ସାଂସଦ ଦେବେ ଇସ୍ତଫା

  • ଆପଣାନ୍ତୁ ଏହି ଉପାୟ, ହେବେ ନାହିଁ ଅସରପା

  • ରୋଷେଇ ଘରେ ରଖନ୍ତୁ ନାହିଁ ଅଇନା

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଭାରତ ବିଶ୍ବକପ୍ ଜିତିଲେ ଭାଇଜାଗ ସମୁଦ୍ରକୂଳରେ ଉଲଗ୍ନ ହେବେ ରେଖା ବୋଜ

ଭାରତ ବିଶ୍ବକପ୍ ଜିତିଲେ ଭାଇଜାଗ ସମୁଦ୍ରକୂଳରେ ଉଲଗ୍ନ ହେବେ ରେଖା ବୋଜ

2023-11-18 15:50:00
14767
Share:
Facebook
Twitter
E-Mail
WhatsApp
Telegram
ଭାରତ ବିଶ୍ବକପ୍ ଜିତିଲେ ଭାଇଜାଗ ସମୁଦ୍ରକୂଳରେ ଉଲଗ୍ନ ହେବେ ରେଖା ବୋଜ

ନୂଆଦିଲ୍ଲୀ:ରାତି ପାହିଲେ ଅନୁଷ୍ଠିତ ହେବ ଆଇସିସି ବିଶ୍ୱକପର ଅନ୍ତିମ ଲଢେଇ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ୨୦୨୩ର ଅନ୍ତିମ ମ୍ୟାଚକୁ ନେଇ ସମଗ୍ର ବିଶ୍ୱର ନଜର କ୍ରିକେଟ୍ ଉପରେ ରହିଛି । ଆସନ୍ତାକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । ସମୟ ପାଖେଇ ଆସୁଥିବା ବେଳେ ଉତ୍ସାହ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ତାମିଲ ଅଭିନେତ୍ରୀ ରେଖା ବୋଜ ଆଇସିସି ବିଶ୍ୱକପ ମ୍ୟାଚ ସମ୍ପର୍କରେ ଦେଇଥିବା ବିବୃତ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ଫାଇନାଲ ମ୍ୟାଚରେ ଭାରତ ବିଶ୍ବକପ ଚମ୍ପିଆନ ହେଲେ ଭାଇଜାଗ ସମୁଦ୍ରକୂଳରେ ଉଲଗ୍ନ ହେବେ ବୋଲି କହିଛନ୍ତି ଅଭିନେତ୍ରୀ । ଏଭଳି ବୟାନ ପରେ ଅଭିନେତ୍ରୀଙ୍କୁ ଖୁବ୍ ସମାଲୋଚନା କରାଯାଉଛି ।

ଅହମ୍ମଦାବାଦରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଆୟୋଜିତ ହେବାକୁ ଥିବା ମ୍ୟାଚ୍ ଉପରେ ଫିଲ୍ମ ତାରକାମାନେ ମଧ୍ୟ ନଜର ରଖିଛନ୍ତି । ରବିବାର କ୍ରିକେଟର ଦୁଇଟି ଶ୍ରେଷ୍ଠ ଦଳ ମୁହାଁମୁହିଁ ହେବେ । ତେବେ ଭାରତ ଜିତିଲେ ଭାଇଜାଗ ବିଚରେ ଉଲଗ୍ନ ହୋଇ ବୁଲିବେ ବୋଲି ତାଲିମ ଅଭିନେତ୍ରୀ ଜଣକ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଷ୍ଟୋରୀ ସେୟାର କରିଛନ୍ତି । ଅଭିନେତ୍ରୀ ଜଣକର ଏଭଳି ବୟାନକୁ ନେଇ ସମାଲୋଚନା ବଢିବାରେ ଲାଗିଛି । ରୋଖାଙ୍କ ଏହି ବୟାନ ପରେ ଅନେକ ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ବିବୃତ୍ତିକୁ ମନେ ପକାଇଛନ୍ତି ।

କହିରଖୁଛୁ କି, ପୂର୍ବରୁ ପୁନମ ମଧ୍ୟ ସମାନ ପ୍ରକାରର ଆଚରଣ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ । ତେବେ ଶସ୍ତା ଲୋକପ୍ରିୟତା ପାଇଁ ସେ ଏଭଳି ପୋଷ୍ଟ କରିଥିବା କିଛି ୟୁଜର୍ସ କମେଣ୍ଟ ଦେଇଥିବା ବେଳେ ଆଉ ଏକ ୟୁଜର୍ସ ଲେଖିଛନ୍ତି, ଆପଣଙ୍କୁ ଲଜ୍ଜା ଲାଗିବା କଥା । ଏହା ଆମର ସଂସ୍କୃତି ନୁହେଁ । ଏଭଳି ବୟାନ ଦେଇ ବିବାଦ ଘେରକୁ ଠେଲି ହୋଇଯାଇଛନ୍ତି ଅଭିନେତ୍ରୀ ରେଖା ବୋଜ।

Powered by Froala Editor

Tags World cup

Related articles Odisha News Lens 3.2

  • ଆପଣାନ୍ତୁ ଏହି ଉପାୟ, ହେବେ ନାହିଁ ଅସରପା
    ବିଶେଷ

    ଆପଣାନ୍ତୁ ଏହି ଉପାୟ, ହେବେ ନାହିଁ ଅସରପା

    13886
    Dec 06, 2023
  • ଭାବପ୍ରବଣ ହେଲେ କଠୋର ଶାସକ, ମହିଳାଙ୍କ ଆଗରେ ଲୁହ ଛଳଛଳ
    ଦେଶ-ଦେଶାନ୍ତର

    ଭାବପ୍ରବଣ ହେଲେ କଠୋର ଶାସକ, ମହିଳାଙ୍କ ଆଗରେ ଲୁହ ଛଳଛଳ

    15201
    Dec 07, 2023
  • ରୋଷେଇ ଘରେ ରଖନ୍ତୁ ନାହିଁ ଅଇନା
    ବିଶେଷ

    ରୋଷେଇ ଘରେ ରଖନ୍ତୁ ନାହିଁ ଅଇନା

    13725
    Dec 06, 2023
  • ୱାର୍କ ଫ୍ରମ୍ ହୋମ୍ ନାଁରେ ଠକେଇ : ୧୦୦ରୁ ଅଧିକ ଫ୍ରଡ୍ ୱେବସାଇଟ୍ ବନ୍ଦ
    ଦେଶ-ଦେଶାନ୍ତର

    ୱାର୍କ ଫ୍ରମ୍ ହୋମ୍ ନାଁରେ ଠକେଇ : ୧୦୦ରୁ ଅଧିକ ଫ୍ରଡ୍ ୱେବସାଇଟ୍ ବନ୍ଦ

    15032
    Dec 07, 2023
  •  ଚାଲିଛି ଶୀତକାଳୀନ ଅଧିବେଶନ, ବିଦେଶ ଯିବେ ରାହୁଲ
    ଦେଶ-ଦେଶାନ୍ତର

    ଚାଲିଛି ଶୀତକାଳୀନ ଅଧିବେଶନ, ବିଦେଶ ଯିବେ ରାହୁଲ

    15251
    Dec 06, 2023
  • ନାଇଜେରିଆ ସେନାର ଭୟଙ୍କର ଡ୍ରୋନ୍‌ ଆକ୍ରମଣ, ୮୫ ମୃତ
    ଦେଶ-ଦେଶାନ୍ତର

    ନାଇଜେରିଆ ସେନାର ଭୟଙ୍କର ଡ୍ରୋନ୍‌ ଆକ୍ରମଣ, ୮୫ ମୃତ

    15581
    Dec 06, 2023
  • ଚେନ୍ନାଇରେ ପ୍ରବଳ ବର୍ଷା, ୧୭ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଚେନ୍ନାଇରେ ପ୍ରବଳ ବର୍ଷା, ୧୭ ଜଣଙ୍କ ମୃତ୍ୟୁ

    15454
    Dec 06, 2023
  • ବିଜେପିର ଏହି ୧୦ ସାଂସଦ ଦେବେ ଇସ୍ତଫା
    ଦେଶ-ଦେଶାନ୍ତର

    ବିଜେପିର ଏହି ୧୦ ସାଂସଦ ଦେବେ ଇସ୍ତଫା

    15590
    Dec 06, 2023
  • ସଂସଦ ଭବନ ଉପରେ ଆକ୍ରମଣ କରିବାକୁ ଧମକ ଦେଲା ଗୁରୁପତୱନ୍ତ ସିଂ ପନ୍ନୁ
    ଦେଶ-ଦେଶାନ୍ତର

    ସଂସଦ ଭବନ ଉପରେ ଆକ୍ରମଣ କରିବାକୁ ଧମକ ଦେଲା ଗୁରୁପତୱନ୍ତ ସିଂ ପନ୍ନୁ

    15578
    Dec 06, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନାଇଜେରିଆ ସେନାର ଭୟଙ୍କର ଡ୍ରୋନ୍‌ ଆକ୍ରମଣ, ୮୫ ମୃତ

    15581
    Dec 06, 2023
  • ଦେଶ-ଦେଶାନ୍ତର

    ବିଜେପିର ଏହି ୧୦ ସାଂସଦ ଦେବେ ଇସ୍ତଫା

    15590
    Dec 06, 2023
  • ଦେଶ-ଦେଶାନ୍ତର

    ୱାର୍କ ଫ୍ରମ୍ ହୋମ୍ ନାଁରେ ଠକେଇ : ୧୦୦ରୁ ଅଧିକ ଫ୍ରଡ୍ ୱେବସାଇଟ୍ ବନ୍ଦ

    15032
    Dec 07, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15335
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15688
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14366
    Apr 03, 2021

ବିଶେଷ

  • ଆପଣାନ୍ତୁ ଏହି ଉପାୟ, ହେବେ ନାହିଁ ଅସରପା

    13886
    Dec 06, 2023
  • ରୋଷେଇ ଘରେ ରଖନ୍ତୁ ନାହିଁ ଅଇନା

    13725
    Dec 06, 2023
  • ହଳଦୀ ପତ୍ରରେ ତିଆରି ସ୍ବତନ୍ତ୍ର ଏଣ୍ଡୁରୀ ପିଠା

    13862
    Dec 05, 2023
  • ପଢ଼ୁଆଁ ଅଷ୍ଟମୀରେ ମହାପ୍ରଭୁ ହେବେ ପଢ଼ୁଆଁ

    13963
    Dec 05, 2023
  • ମାର୍ଗଶୀର ମାସରେ ଶଙ୍ଖ ପୂଜା ଅତ୍ୟନ୍ତ ଶୁଭ

    14475
    Dec 04, 2023

ବାଣିଜ୍ୟ

ବିବାହ ଋତୁରେ ସୁନା ୬୪ ପାର୍‌

ବାହାଘର ସିଜିନରେ ହୁ ହୁ ବଢୁଛି ସୁନା ଦର । ଘରୋଇ ବଜାରରେ ସୁନା ଦର ୧୦ ଗ୍ରାମ ପ୍ରତି ୬୪ ହଜାର ପାର୍ କରିଛି । ଯାହା ୬ ମାସର ସର୍ବୋଚ୍ଚ । 

ବିବାହ ଋତୁ ଆରମ୍ଭରୁ ବଢିଛି ସୁନା ଦର । ୨୪ କ୍ୟାରେଟର ୧୦ ଗ୍ରାମ ସୁନା ୬୪ ହଜାର ୨ଶହ ଟଙ୍କା ହୋଇଛି । ସେହିପରି୨୨ କ୍ୟାରେଟ୍ ୧୦ ଗ୍ରାମ ସୁନାର ଦାମ୍ ୫୮ ହଜାର ୮୫ ...

  • ଖୁଦ୍ରାସ୍ଫୀତି ୪.୮୭% ଖସିଲା, ୪ ମାସରେ ସର୍ବନିମ୍ନ

    15290
    Nov 14, 2023
  • ଜିଓ ପକ୍ଷରୁ 'ଜିଓଫୋନ୍ ପ୍ରାଇମା' ଶୁଭାରମ୍ଭ

    13761
    Nov 09, 2023
  • ଅକ୍ଟୋବରରେ ୧୮ ଦିନ ବ୍ୟାଙ୍କ ଛୁଟି, ଶୀଘ୍ର ସାରନ୍ତୁ କାମ

    14618
    Sep 28, 2023
  • ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

    15106
    Sep 20, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାସ୍ତାରେ ଟଳମଳ ହେଲେ ସନ୍ନି, ଭିଡିଓ ଦେଖି ରାଗିଗଲେ ୟୁଜର୍ସ

    13762
    Dec 07, 2023
  • ଚାଲିଛି ଶୀତକାଳୀନ ଅଧିବେଶନ, ବିଦେଶ ଯିବେ ରାହୁଲ

    15251
    Dec 06, 2023
  • ନାଇଜେରିଆ ସେନାର ଭୟଙ୍କର ଡ୍ରୋନ୍‌ ଆକ୍ରମଣ, ୮୫ ମୃତ

    15581
    Dec 06, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In