Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, June 03, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଜୁନ୍ ୪ ସୁଦ୍ଧା କେରଳରେ ପହଞ୍ଚିବ ମୌସୁମୀ ...

  • ବିମାନ ଇନ୍ଧନ ରପ୍ତାନି ଉପରେ ଅସ୍ଥାୟୀ ...

  • ଆନ୍ନାମଲାଇଙ୍କ ବିଜେପିରୁ ଇସ୍ତଫା

  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ...

  • ସୁପ୍ରିମକୋର୍ଟରେ ଶପଥ ନେଲେ ୫ ନୂଆ ...

  • କଳା କୋଟ୍ ସହ ଧଳା ସାର୍ଟ ଲୁକ୍ ପଛର ରାଜ୍ ...

  • ଖୁବଶୀଘ୍ର କେରଳ ଛୁଇଁବ ମୌସୁମୀ

  • ସିବିଏସଇ ୱେବସାଇଟ୍ ଖୋଲୁନି; ବର୍ଷିଲେ ...

  • ପଶ୍ଚିମବଙ୍ଗରେ ବିଜେପି ସରକାରଙ୍କ ପ୍ରଥମ ...

  • ବୃଦ୍ଧି ହେଲା ବାଣିଜ୍ୟିକ ସିଲିଣ୍ଡର ...

ରାଜ୍ୟ
Home ›› ରାଜ୍ୟ ››ରାଜ୍ୟରେ ଆଜ୍‌ମା ନେଲାଣି ୩୩୪୮ ଜୀବନ

ରାଜ୍ୟରେ ଆଜ୍‌ମା ନେଲାଣି ୩୩୪୮ ଜୀବନ

2023-11-07 10:24:41
14527
Share:
Facebook
Twitter
E-Mail
WhatsApp
Telegram
ରାଜ୍ୟରେ ଆଜ୍‌ମା ନେଲାଣି ୩୩୪୮ ଜୀବନ

ଭୁବନେଶ୍ବର : ଦିଲ୍ଲୀରେ ପ୍ରଦୂଷଣ ଉଦ୍‌ବେଗଜନକ ସ୍ଥିତିରେ ରହିଛି। ଏପଟେ ଓଡ଼ିଶାର ୭ଟି ସହରରେ ପ୍ରଦୂଷଣ ସ୍ଥିତି ମଧ୍ୟ ଉଦ୍‌ବେଗଜନକ ରହିଛି। ପ୍ରଦୂଷଣ ପାଇଁ ଯେଉଁ କେତୋଟି ରୋଗ ହୋଇଥାଏ ତହିଁରୁ ଆଜ୍‌ମା ଅନ୍ୟତମ। ରାଜ୍ୟରେ ଗତବର୍ଷ କେବଳ ଆଜ୍‌ମାରେ ୩୩୪୮ ଜୀବନ ଯାଇଛି। ସିଓପିଡି(କ୍ରୋନିକ୍‌ ଅବଷ୍ଟ୍ରକ୍ଟିଭ୍ ପଲମୋନାରି ଡିଜିଜ୍‌) ଜନିତ ମୃତ୍ୟୁ ବୃଦ୍ଧି କୁହାଯାଉଥିଲେ ହେଁ ଏ ସଂପର୍କିତ ବିଶେଷ ତଥ୍ୟ ନାହିଁ। ତେଣୁ ପ୍ରଦୂଷଣ ପାଇଁ ଓଡ଼ିଶାରେ ହଜାର ହଜାର ଜୀବନ ଯାଉଥିବା ବିଶେଷଜ୍ଞ ଦାବି କଲେଣି। ଜାତୀୟ ନିର୍ମଳ ବାୟୁ କାର୍ଯ୍ୟକ୍ରମ (ଏନ୍‌ସିଏପି) ଅଧୀନରେ ଭୁବନେଶ୍ବର, କଟକ, ଅନୁଗୁଳ, ରାଉରକେଲା, ତାଳଚେର, ବାଲେଶ୍ବର ଓ କଳିଙ୍ଗନଗରରେ ଅନୁଧ୍ୟାନ ଆରମ୍ଭ ହୋଇଛି। ଏକ୍ବ୍ୟୁଆଇ(ଏୟାର କ୍ବାଲିଟି ଇଣ୍ଡେକ୍ସ) ଯୋଗୁଁ ଏସବୁ ସହରରେ କେତେ ସଂଖ୍ୟକ ଆକ୍ବ୍ୟୁଟ୍‌ ରେସ୍ପିରେଟୋରି ଇଲନେସ୍‌(ଏଆରଆଇ) ବା ଶ୍ବାସ ରୋଗୀ ହସ୍ପିଟାଲକୁ ଆସୁଛନ୍ତି ତାହାର ତଥ୍ୟ ସଂଗ୍ରହ କରାଯାଉଛି। ଭୁବନେଶ୍ବରରେ କ୍ୟାପିଟାଲ ହସ୍ପିଟାଲ ସମେତ ଏମ୍‌ସ, କିମ୍‌ସ, ହାଇଟେକ୍‌ ଓ ସମ୍‌ ହସ୍ପିଟାଲ, କଟକରେ ଏସ୍‌ସିବି ଓ ଅଶ୍ବିନୀ, ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ତାଳଚେରସ୍ଥିତ ନେହରୁ ଶତାବ୍ଦୀ ସେଣ୍ଟ୍ରାଲ ହସ୍ପିଟାଲ, ରାଉରକେଲାରେ ଆରଜିଏଚ୍‌ ଓ ଆଇଜିଏଚ୍‌, ବାଲେଶ୍ବରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜ ଓ କଳିଙ୍ଗନଗରସ୍ଥିତ ହସ୍ପିଟାଲରୁ ଏଆର୍‌ଆଇ ରୋଗୀଙ୍କ ତଥ୍ୟ ସଂଗ୍ରହ ଚାଲିଛି। ଏହା କେନ୍ଦ୍ର ସରକାରଙ୍କ ଯୋଜନା। ହେଲେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରୁଛନ୍ତି। ପୂର୍ବରୁ ହସ୍ପିଟାଲମାନଙ୍କୁ ରୋଗୀଙ୍କ ସଂପର୍କିତ କାଗଜପତ୍ର ପ୍ରଦାନ ପାଇଁ କୁହାଯାଇଥିଲା।

ଇତିମଧ୍ୟରେ ୨-୩ବର୍ଷ ହେବ, ଏହି କାର୍ଯ୍ୟକ୍ରମ ଜାରି ରହିଥିଲେ ହେଁ ଏଯାଏ ଏଆର୍‌ଆଇ ସଂପର୍କିତ ସଂପୂର୍ଣ୍ଣ ତଥ୍ୟ ମିଳିବା ସମ୍ଭବ ହୋଇନାହିଁ। ଏଣୁ ରାଜ୍ୟ ସରକାର ମୋବାଇଲ ଆପ୍‌ ଜରିଆରେ ରୋଗୀଙ୍କ ରିପୋର୍ଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ୭ଟି ସହରରେ ଏହାକୁ କାର୍ଯ୍ୟକାରୀ କରାଯାଇଥିବାରୁ ରାଜ୍ୟବ୍ୟାପୀ ଏଆର୍‌ଆଇର ଚିତ୍ର ମିଳିପାରୁନାହିଁ। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଗତବର୍ଷ ଏହି କାର୍ଯ୍ୟପାଇଁ ହସ୍ପିଟାଲମାନଙ୍କୁ ତାଲିମ୍ ପ୍ରଦାନ କରାଯାଇଥିଲା। ଚଳିତବର୍ଷ ନଭେମ୍ବରରେ ପୁଣିଥରେ ତାଲିମ୍ କାର୍ଯ୍ୟକ୍ରମ କରାଯିବ। ଡିସେମ୍ବରଠାରୁ ରିୟଲ ଟାଇମ୍‌ ବା ନିର୍ଦ୍ଦିଷ୍ଟ ସମୟରେ ଏଆର୍‌ଆଇ ଜନିତ ରୋଗୀଙ୍କ ସଂପର୍କରେ ତଥ୍ୟ ଆସିବ। କିଛି ରାଜ୍ୟ ଏଆର୍‌ଆଇ ତଥ୍ୟ ପ୍ରଦାନ କରିବା ଆରମ୍ଭ କରିଛନ୍ତି। ଓଡ଼ିଶାରେ ଘରୋଇ ହସ୍ପିଟାଲମାନେ ତଥ୍ୟ ପ୍ରଦାନ କରିବାରେ ବିଳମ୍ବ ଯୋଗୁଁ ଓଡ଼ିଶାରେ ଏହା ବିଳମ୍ବିତ ହୋଇଛି। ତେବେ ଏହାକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ହେଲେ ଏଥିରେ ନିର୍ଦ୍ଦିଷ୍ଟ ଭାବେ କେତେଜଣ ଆଜ୍‌ମା, ସିଓପିଡି ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହାର ତଥ୍ୟ ମିଳିବ ନାହିଁ ବୋଲି ଅଧିକାରୀ ଜଣକ ସ୍ପଷ୍ଟ କରିଛନ୍ତି। 

Powered by Froala Editor

Tags Asthma

Related articles Odisha News Lens 4.1

  • ସୁପ୍ରିମକୋର୍ଟରେ ଶପଥ ନେଲେ ୫ ନୂଆ ବିଚାରପତି
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ଶପଥ ନେଲେ ୫ ନୂଆ ବିଚାରପତି

    14647
    Jun 02, 2026
  • ବିମାନ ଇନ୍ଧନ ରପ୍ତାନି ଉପରେ ଅସ୍ଥାୟୀ ନିଷେଧ ଘୋଷଣା କଲେ ପୁଟିନ୍
    ଦେଶ-ଦେଶାନ୍ତର

    ବିମାନ ଇନ୍ଧନ ରପ୍ତାନି ଉପରେ ଅସ୍ଥାୟୀ ନିଷେଧ ଘୋଷଣା କଲେ ପୁଟିନ୍

    15526
    Jun 02, 2026
  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...
    ବିଶେଷ

    ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14312
    Jun 02, 2026
  •  ବୃଦ୍ଧି ହେଲା ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ
    ଦେଶ-ଦେଶାନ୍ତର

    ବୃଦ୍ଧି ହେଲା ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ

    14413
    Jun 01, 2026
  • ସିବିଏସଇ ୱେବସାଇଟ୍  ଖୋଲୁନି; ବର୍ଷିଲେ ଛାତ୍ରଛାତ୍ରୀ
    ଦେଶ-ଦେଶାନ୍ତର

    ସିବିଏସଇ ୱେବସାଇଟ୍ ଖୋଲୁନି; ବର୍ଷିଲେ ଛାତ୍ରଛାତ୍ରୀ

    14111
    Jun 02, 2026
  • ଆନ୍ନାମଲାଇଙ୍କ ବିଜେପିରୁ ଇସ୍ତଫା
    ଦେଶ-ଦେଶାନ୍ତର

    ଆନ୍ନାମଲାଇଙ୍କ ବିଜେପିରୁ ଇସ୍ତଫା

    14068
    Jun 02, 2026
  • କଳା କୋଟ୍ ସହ ଧଳା ସାର୍ଟ ଲୁକ୍ ପଛର ରାଜ୍ କହିଲେ ଥାଲାପତି
    ଦେଶ-ଦେଶାନ୍ତର

    କଳା କୋଟ୍ ସହ ଧଳା ସାର୍ଟ ଲୁକ୍ ପଛର ରାଜ୍ କହିଲେ ଥାଲାପତି

    15572
    Jun 02, 2026
  • ପଶ୍ଚିମବଙ୍ଗରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବିସ୍ତାର, ୩୫ ଜଣ ନୂତନ ମନ୍ତ୍ରୀ ...
    ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବିସ୍ତାର, ୩୫ ଜଣ ନୂତନ ମନ୍ତ୍ରୀ ...

    14301
    Jun 01, 2026
  • ଖୁବଶୀଘ୍ର କେରଳ ଛୁଇଁବ ମୌସୁମୀ
    ଦେଶ-ଦେଶାନ୍ତର

    ଖୁବଶୀଘ୍ର କେରଳ ଛୁଇଁବ ମୌସୁମୀ

    14236
    Jun 02, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପଶ୍ଚିମବଙ୍ଗରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବିସ୍ତାର, ୩୫ ଜଣ ନୂତନ ମନ୍ତ୍ରୀ ନେଲେ ଶପଥ

    14301
    Jun 01, 2026
  • ବିଶେଷ

    ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14312
    Jun 02, 2026
  • ଦେଶ-ଦେଶାନ୍ତର

    ବୃଦ୍ଧି ହେଲା ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ

    14413
    Jun 01, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16899
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17519
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17569
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17956
    Sep 06, 2023

ବିଶେଷ

  • ଏହି ଅଙ୍ଗରେ ସୁନା ପିନ୍ଧିଲେ କାହିଁକି ହୋଇଥାଏ ଅଶୁଭ ଜାଣନ୍ତୁ...

    14312
    Jun 02, 2026
  • ଚାପରୁ ମୁକ୍ତି ପାଇବାର ସରଳ ଉପାୟ

    15083
    May 31, 2026
  • ପ୍ରକୃତରେ ଅଣ୍ଡା ଫ୍ରିଜ୍‌ରେ ରଖିଲେ ଭଲ ନା ଖରାପ ଜାଣନ୍ତୁ.....

    15194
    May 30, 2026
  • ସବୁବେଳେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇଲେ ଅବସାଦଠାରୁ ରହିବେ ଦୂରେଇ

    14844
    May 29, 2026
  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    15411
    May 27, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15445
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15191
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15673
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    14013
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବୃଦ୍ଧି ହେଲା ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ

    14413
    Jun 01, 2026
  • ବିମାନ ଇନ୍ଧନ ରପ୍ତାନି ଉପରେ ଅସ୍ଥାୟୀ ନିଷେଧ ଘୋଷଣା କଲେ ପୁଟିନ୍

    15526
    Jun 02, 2026
  • ସୁପ୍ରିମକୋର୍ଟରେ ଶପଥ ନେଲେ ୫ ନୂଆ ବିଚାରପତି

    14647
    Jun 02, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In