Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, May 19, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର ...

  • ପାକିସ୍ତାନକୁ ସମର୍ଥନ କରି ଆର୍ଥିକ କ୍ଷତି ...

  • ଭୂମିକମ୍ପ: ଥରିଲା ଆଫଗାନିସ୍ତାନ

  • କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ

  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ...

  • ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ...

  • ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ...

  • ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରୁଥିବାର ପୁଣି ...

  • ଲସ୍କର-ଏ-ତୈବା କମାଣ୍ଡର ସୈଫୁଲ୍ଲା ଖାଲିଦ୍ ...

ମନୋରଞ୍ଜନ
Home ›› ମନୋରଞ୍ଜନ ››ଝଲସୁଛି ଲୀଲା ପ୍ୟାଲେସ୍ : ଉଦୟପୁରରେ ପହଞ୍ଚିଲେ ପରିଣୀତି, ରାଘବ

ଝଲସୁଛି ଲୀଲା ପ୍ୟାଲେସ୍ : ଉଦୟପୁରରେ ପହଞ୍ଚିଲେ ପରିଣୀତି, ରାଘବ

2023-09-23 17:46:05
16623
Share:
Facebook
Twitter
E-Mail
WhatsApp
Telegram
ଝଲସୁଛି ଲୀଲା ପ୍ୟାଲେସ୍ : ଉଦୟପୁରରେ ପହଞ୍ଚିଲେ ପରିଣୀତି, ରାଘବ

୨୪ ତାରିଖରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ବାହାଘର। ଦୁହେଁ ବିବାହ କରିବାକୁ ଯାଉଥିବା ବେ‌ଳେ ବାହାଘର ପୂର୍ବ ଉତ୍ସବର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଉଦୟପୁରର ‘ଦ ଲୀଲା ପ୍ୟାଲେସ୍‌’ରେ ବାହାଘର ହେବ । ବିମାନବନ୍ଦରରେ ଦୁହିଁଙ୍କ ଫଟୋ ଥିବା ଏକ ବଡ଼ ହୋର୍ଡିଂ ଲଗାଯାଇଛି। ଶୁକ୍ରବାର ଦୁହେଁ ଉଦୟପୁରରେ ପହଞ୍ଚିଥିବାବେଳେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉଦୟପୁରରେ ରାଘବ ଓ ପରୀଙ୍କର ମେହେନ୍ଦୀରୁ ନେଇ, ସଂଗୀତ, ହଳଦୀ ଆଦି ଧୁମ୍‌ଧାମ୍‌ରେ ହେବ। ପରିଣୀତିଙ୍କ ବାପାମାଆ ଓ ଭାଇ ମଧ୍ୟ ଉଦୟପୁରରେ ପହଞ୍ଚି ଯାଇଛନ୍ତି। ପରୀଣିତିଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ବି ବାହାଘରରେ ସାମିଲ୍‌ ହେବେ। ଅତିଥିମାନଙ୍କର ଉଦୟପୁରେ ପହଞ୍ଚିବା କାର୍ଯ୍ୟ ଜାରି ରହିଛି।

Powered by Froala Editor

Tags udaypur

Related articles Odisha News Lens 4.1

  • ଭୂମିକମ୍ପ: ଥରିଲା ଆଫଗାନିସ୍ତାନ
    ଦେଶ-ଦେଶାନ୍ତର

    ଭୂମିକମ୍ପ: ଥରିଲା ଆଫଗାନିସ୍ତାନ

    14399
    May 19, 2025
  • ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ...
    ଦେଶ-ଦେଶାନ୍ତର

    ଅପରେସନ ସିନ୍ଦୂର ବିରୋଧରେ ଆପତ୍ତିଜନକ ମନ୍ତବ୍ୟ : ପ୍ରଫେସରଙ୍କୁ ଜେରା କରିବ ବୋଲି ...

    15355
    May 18, 2025
  • ଲସ୍କର-ଏ-ତୈବା କମାଣ୍ଡର ସୈଫୁଲ୍ଲା ଖାଲିଦ୍ ନିହତ
    ଦେଶ-ଦେଶାନ୍ତର

    ଲସ୍କର-ଏ-ତୈବା କମାଣ୍ଡର ସୈଫୁଲ୍ଲା ଖାଲିଦ୍ ନିହତ

    15510
    May 18, 2025
  • ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ
    ଦେଶ-ଦେଶାନ୍ତର

    ଆକାଶ ଆନନ୍ଦ ବିଏସପିର ମୁଖ୍ୟ ରାଷ୍ଟ୍ରୀୟ ସଂଯୋଜକ ନିଯୁକ୍ତ

    15291
    May 18, 2025
  • ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରୁଥିବାର ପୁଣି ଏକ ଭିଡିଓ ଜାରି କଲା ସେନା
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରୁଥିବାର ପୁଣି ଏକ ଭିଡିଓ ଜାରି କଲା ସେନା

    14978
    May 18, 2025
  • ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର ଗିରଫ
    ଦେଶ-ଦେଶାନ୍ତର

    ଆଉଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର ଗିରଫ

    14362
    May 19, 2025
  • କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ
    ଦେଶ-ଦେଶାନ୍ତର

    କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ

    15027
    May 19, 2025
  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....
    ବିଶେଷ

    ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14415
    May 19, 2025
  • ପାକିସ୍ତାନକୁ ସମର୍ଥନ କରି ଆର୍ଥିକ କ୍ଷତି ସହୁଛି ତୁର୍କୀ
    ଦେଶ-ଦେଶାନ୍ତର

    ପାକିସ୍ତାନକୁ ସମର୍ଥନ କରି ଆର୍ଥିକ କ୍ଷତି ସହୁଛି ତୁର୍କୀ

    14700
    May 19, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଲସ୍କର-ଏ-ତୈବା କମାଣ୍ଡର ସୈଫୁଲ୍ଲା ଖାଲିଦ୍ ନିହତ

    15510
    May 18, 2025
  • ଦେଶ-ଦେଶାନ୍ତର

    କାରଖାନାରେ ଭୀଷଣ ଅଗ୍ନିକାଣ୍ଡ, ୮ ମୃତ

    15027
    May 19, 2025
  • ବିଶେଷ

    ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15025
    May 19, 2025

Advertisement

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16605
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    16896
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15442
    Apr 03, 2021

ବିଶେଷ

  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15025
    May 19, 2025
  • ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ଶୟନ କକ୍ଷ ସଜାନ୍ତୁ ଏମିତି.....

    14415
    May 19, 2025
  • ଆପଲ ସାଇଡରର ଆଶ୍ଚର୍ଯୟଜନକ ଲାଭ ବିଷୟରେ ଜାଣନ୍ତୁ.....

    14029
    May 18, 2025
  • ଧନଠାରୁ ଅଧିକ ମୂଲ୍ୟବାନ ପ୍ରେମ

    15537
    May 18, 2025
  • ଏହି ଘରୋଇ ଉପାୟ କଲେ କେଶ ହେବ ମୂଳରୁ ହେବ କଳା

    14013
    May 16, 2025

ବାଣିଜ୍ୟ

ଖିମଜୀ ଜୁଏଲର୍ସ ଆରମ୍ଭ କଲା ‘ଦି ଗ୍ରାଣ୍ଡ୍ ଅକ୍ଷୟ ତୃତୀୟା ସେଲ୍’

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟାର ଉତ୍ସାହ ଉଦ୍ଦୀପନାକୁ ପାଳନ କରିବା ପାଇଁ ଓଡ଼ିଶାର ସର୍ବପୁରାତନ ଏବଂ ସବୁଠାରୁ ବିଶ୍ୱସନୀୟ ଜୁଏଲର ଖିମଜୀ ଜୁଏଲର୍ସ ଏହାର ବହୁ ପ୍ରତୀକ୍ଷିତ ଅକ୍ଷୟ ତୃତୀୟା ସେଲ୍ ଆରମ୍ଭ ସମ୍ପର୍କରେ ...

  • ଜୁସି ଆଶୀର୍ବାଦ ସୋୟା ଚଙ୍କସ ସହିତ ଖୁସିର ମୁହୂର୍ତ୍ତ ବାଣ୍ଟିଛନ୍ତି ସେଲିବ୍ରିଟି ଦମ୍ପତି ଅର୍ଚ୍ଚିତା ଏବଂ ସବ୍ୟସାଚୀ

    16269
    Feb 21, 2025
  • ଫେବୃଆରୀରେ ସୁନା ଦର ସବୁଠୁ ଉଚ୍ଚା, ଆହୁରି ବଢ଼ିବ

    13982
    Feb 06, 2025
  • ରାଇଡର୍ସଙ୍କ ପସନ୍ଦ ହଣ୍ଟର ୩୫୦, ସୃଷ୍ଟି କଲା ନୂଆ ମାଇଲଖୁଣ୍ଟ

    14776
    Jan 28, 2025
  • ହଟସନ୍ ଆଗ୍ରୋ ହାତକୁ ଗଲା ‘ମିଲ୍କ ମନ୍ତ୍ର’

    15302
    Jan 28, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପ୍ରୋଟିନରେ ଭରପୁର ଏହି ୫ ଜିନିଷ

    15025
    May 19, 2025
  • ଆତଙ୍କବାଦୀ ଆଡ୍ଡା ଧ୍ୱଂସ କରୁଥିବାର ପୁଣି ଏକ ଭିଡିଓ ଜାରି କଲା ସେନା

    14978
    May 18, 2025
  • ଲସ୍କର-ଏ-ତୈବା କମାଣ୍ଡର ସୈଫୁଲ୍ଲା ଖାଲିଦ୍ ନିହତ

    15510
    May 18, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In