Odisha News Lens 3.2

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH Monday, September 25, 2023, Login
  • About
  • Contact

logo

Header Banner

Odisha News Lens 3.2

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଚୀନ୍‌ରେ ୩୦୦ କୋଟିରୁ ଅଧିକ ଘର ...

  • ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ...

  • ବସ୍‌- ଟ୍ରକ୍‌ ଧକ୍କା, ୩୯ ଆହତ

  • ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ...

  • ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ...

  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

  • ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ...

  • ଦୁଇ ମାସରେ ବାପା,ମା’ଙ୍କୁ ହରାଇ ଭାଙ୍ଗି ...

  • ସୁନା ଦୋକାନ ଲୁଟିଲେ ଲୁଟେରା : ନେଇଗଲେ ୨୫ ...

  • ୯୯ ରନ୍‌ରେ ଭାରତଠୁ ହାରିଲା ଅଷ୍ଟ୍ରେଲିଆ

ରାଜନୀତି
Home ›› ରାଜନୀତି ››ମାଲକାନଗିରି ଗସ୍ତରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା

ମାଲକାନଗିରି ଗସ୍ତରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା

2023-09-16 00:14:17
14029
Share:
Facebook
Twitter
E-Mail
WhatsApp
Telegram
ମାଲକାନଗିରି ଗସ୍ତରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା

ମାଲକାନଗିରି  - ମାଲକାନଗିରି ଜିଲ୍ଲାର ଜନସଂଖ୍ୟା ୮ ଲକ୍ଷ ୫୨ ହଜାର ରହିଛି । ତନ୍ମଧ୍ୟରୁ ଶତକଡ଼ା ୭୫ ପ୍ରତିଶତ ଶ୍ରାମିକ, ଚାଷୀ ଅଛନ୍ତି । ଏମାନେ ରୋଜଗାର ଅଭାବରୁ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଯାଉଛନ୍ତି । ଯଦି ଜିଲ୍ଲାରେ ଛୋଟ ଛୋଟ ଉଦ୍ୟୋଗ ହୋଇଥାନ୍ତା,ତାହାହେଲେ ସେମାନେ ବାହାରକୁ ଯାଇ ନଥାନ୍ତେ ବୋଲି ବିଜେପିର ରାଷ୍ଟ୍ରିୟ ପ୍ରବକ୍ତା ତଥା ଭୂବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି । ଜିଲ୍ଲାର ୭ ଟି ବ୍ଲକ ମଧ୍ୟରୁ ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ବ୍ଲକରେ ଜଳସେଚନର ସୁବିଧା ନ ଥିବା ବେଳେ ଅନ୍ୟ ବ୍ଲକର ଅବସ୍ଥା ଖରାପ ରହିଛି । ଜଳସେଚନର ସୁବିଧା ଥିଲେ ଚାଷୀମାନେ ବର୍ଷକୁ ୩ ରୁ ୪ ଟା ଫସଲ କରିପାରିଥାନ୍ତେ । ବି.ଇଡି କଲେଜ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହା କାର୍ଯ୍ୟକ୍ଷମ ହୋଇନାହିଁ । ହ୍ୟମେନ ଡେଭଲପମେଂଟ ଇଣ୍ଡେକ୍ସରେ ମାଲକାନଗିରି ଜିଲ୍ଲା ରାଜ୍ୟର ୨୯ କିମ୍ବା ୩୦ ନମ୍ବରରେ ରହିଛି । ଗତ ୨୦୧୧ ମସିହାର ଜନଗଣନା ଅନୁଯାୟୀ ଜିଲ୍ଲାର ମହିଳାଙ୍କ ସାକ୍ଷରତା ହାର ଶତକଡ଼ା ୬ ପ୍ରତିଶତରୁ ଉର୍ଦ୍ଧ ନାହିଁ । ଜିଲ୍ଲାରେ ଶିଶୁ ମୃତ୍ୟୁ ହାର, ମାତୃ ମୃତ୍ୟ ହାର ଓ କୁପୋଷଣ ହାର ଅଧିକ ରହିଛି । ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅଭାବ ରହିଛି । ଏ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହଛି ବୋଲି ମାଲକାନଗିରି ଡି.ଏନ.କେ ଖେଳ ପଡ଼ିଆଠାରେ ମାଲକାନଗିରି ବିକାଶ ପରିଷଦର ଏକ ସଭାରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା ପ୍ରକାଶ କରିିଛନ୍ତି ।ଏଥିସହ ଭୂବନେଶ୍ୱରରେ ତାମିଲନାଡ଼ୁର ଜଣେ ପ୍ରଭାବଶାଳୀ ମହିଳା ୧୫୦ ଏକର ଜମି ଜବରଦଖଲ କରି ୩୦୦ ଏକର ଜମିରେ ପାଣି ବନ୍ଦ କରିଛନ୍ତି । ଯଦି ସେଠାରେ ଏଭଳି ଅବସ୍ଥା ତାହା ହେଲେ ମାଲକାନଗିରିରେ ଏଭଳି ଜବରଦଖଲ କେତେ ଥିବ ବୋଲି ପ୍ରଶ୍ନ କରି ମୂଖ୍ୟମନ୍ତ୍ରୀ ଧ୍ରୂତରାଷ୍ଟ ନ ହୁଅନ୍ତୁ ଓ ରାଜଧର୍ମ ପାଳନ କରି ତାଙ୍କ ଆଖ ପାଖ ଅଂଚଳରେ କଣ ହେଉଛି ଦେଖନ୍ତୁ ବୋଲି ସେ କହିଛନ୍ତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଡ଼ି, ବିଜେପିର ବରିଷ୍ଠ ନେତା ଗୁରୁଚରଣ ମହାନ୍ତି, ମନୋଜ କୁମାର ପାଢ଼ୀ, ମାଲକାନଗିରି ବିକାଶ ପରିଷଦର ଆବାହକ ଇ.ପ୍ରସାଦ ରାଓ , ଆମ ପରିବାରର ଆବାହକ ଜୀବନ ସାହୁ, ଆମ ପରିବାରର ଆବାହକ ମନ୍ମଥ ମଲ୍ଲିକ, ରାଜ୍ୟ ଆବାହକ ନିଶିକାନ୍ତ ନାୟକ, ସଂଯୋଜକ ରଶ୍ମି ରଞ୍ଜନ ଲେଙ୍କା, କୋରାପୁଟ ଜିଲ୍ଲାର ପୂର୍ବତନ ବିଜେପି ସଭାପତି ବିଜୟ ମିଶ୍ରଙ୍କ ସମେତ ବହୁ ସାମାଜିକ କର୍ମି ଯୋଗ ଦେଇଥିଲେ । ଏ ଅବସରରେ ମାଲକାନଗିରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ, ଜିଲ୍ଲା ଡ୍ରାଇଭର ସଂଘ ଓ କ୍ଷୁଦ୍ର ଜମାକାରୀ ସଂଘ ଦ୍ୱାରା ସାଂସଦ ଶ୍ରୀମତି ଷଡ଼ଙ୍ଗୀଙ୍କ ଦାବୀ ପତ୍ର ପ୍ରଦାନ କରାଯାଇଥିଲା । ଏଥିପୂର୍ବରୁ ସ୍ଥାନୀୟ ବସଷ୍ଟାଣ୍ଡଠାରେ ସାଂସଦ ଶ୍ରୀମତି ଷଡ଼ଙ୍ଗୀଙ୍କୁ ସ୍ୱାଗତ କରାଯାଇଥିଲା । ପରେ ଏକ ବିରାଟ ପଦଯାତ୍ରା ସ୍ଥାନୀୟ ବସଷ୍ଟାଣ୍ଡରୁ ବାହାରି ଡି.ଏନ.କେ ଖେଳ ପଡ଼ିଆଠାରେ ପହଂଚିଥିଲା ।

Powered by Froala Editor

Tags Aparajita Sarangi

Related articles Odisha News Lens 3.2

  • ସୁନା ଦୋକାନ ଲୁଟିଲେ ଲୁଟେରା : ନେଇଗଲେ ୨୫ ଲକ୍ଷର ଗହଣା
    ଅପରାଧ

    ସୁନା ଦୋକାନ ଲୁଟିଲେ ଲୁଟେରା : ନେଇଗଲେ ୨୫ ଲକ୍ଷର ଗହଣା

    15559
    Sep 24, 2023
  • ୯୯ ରନ୍‌ରେ ଭାରତଠୁ ହାରିଲା ଅଷ୍ଟ୍ରେଲିଆ
    ଖେଳ ଖବର

    ୯୯ ରନ୍‌ରେ ଭାରତଠୁ ହାରିଲା ଅଷ୍ଟ୍ରେଲିଆ

    14776
    Sep 24, 2023
  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ
    ବିଶେଷ

    ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

    13863
    Sep 25, 2023
  • ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ
    ବିଶେଷ

    ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ

    13608
    Sep 25, 2023
  • ଦୁଇ ମାସରେ ବାପା,ମା’ଙ୍କୁ ହରାଇ ଭାଙ୍ଗି ପଡିଛନ୍ତି କିକୁ
    ମନୋରଞ୍ଜନ

    ଦୁଇ ମାସରେ ବାପା,ମା’ଙ୍କୁ ହରାଇ ଭାଙ୍ଗି ପଡିଛନ୍ତି କିକୁ

    13830
    Sep 25, 2023
  • ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା  : ମନମୋହନ ସାମଲ
    ରାଜନୀତି

    ମଧୁବାବୁଙ୍କ ସଂର୍ଘଷ ଯାତ୍ରା ଯୁବପିଢ଼ିଙ୍କ ପାଇଁ ପ୍ରେରଣା : ମନମୋହନ ସାମଲ

    13683
    Sep 25, 2023
  • ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ...
    ରାଜନୀତି

    ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ...

    13657
    Sep 25, 2023
  • ବସ୍‌- ଟ୍ରକ୍‌ ଧକ୍କା, ୩୯ ଆହତ
    ଦେଶ-ଦେଶାନ୍ତର

    ବସ୍‌- ଟ୍ରକ୍‌ ଧକ୍କା, ୩୯ ଆହତ

    13527
    Sep 25, 2023
  • ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ବିପଜ୍ଜନକ
    ଦେଶ-ଦେଶାନ୍ତର

    ନୂତନ ରୋଗ ଏକ୍ସ: କୋଭିଡ ମହାମାରୀ ଅପେକ୍ଷା ୨୦ଗୁଣା ବିପଜ୍ଜନକ

    14712
    Sep 25, 2023

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

    13863
    Sep 25, 2023
  • ମନୋରଞ୍ଜନ

    ଦୁଇ ମାସରେ ବାପା,ମା’ଙ୍କୁ ହରାଇ ଭାଙ୍ଗି ପଡିଛନ୍ତି କିକୁ

    13830
    Sep 25, 2023
  • ରାଜନୀତି

    ସେପ୍ଟେମ୍ବର ୨୫ ରୁ ଅକ୍ଟୋବର ୧୫ ସାରା ଓଡ଼ିଶାରେ କଂଗ୍ରେସର ପଦଯାତ୍ରା ଆରମ୍ଭ ହେବ : ଶରତ ପଟ୍ଟନାୟ

    13657
    Sep 25, 2023

ସଂସ୍କୃତି

୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

ଭୁବନେଶ୍ୱର : ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୨୯ତମ ଓଏମ୍‍ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଗତକାଲି  ଏକ ଭବ୍ୟ ସମାହାରରେ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଉଦ୍‍ଯାପିତ ହୋଇଯାଇଅଛି । ଚାରିଦିନ ଧରି ଅନୁଷ୍ଠିତ ଚମ ...

  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    15226
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    15539
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    14263
    Apr 03, 2021

ବିଶେଷ

  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

    13863
    Sep 25, 2023
  • ଖାଦ୍ୟ ଖାଇବା ପରେ ଗାଧୋଇବାର ଅଭ୍ୟାସ ଥିଲେ, ରୁହନ୍ତୁ ଦୂରେଇ

    13608
    Sep 25, 2023
  • ଭାଗ୍ୟଶାଳୀ ଗଛ ସ୍ନେକ ପ୍ଲାଣ୍ଟ

    15579
    Sep 23, 2023
  • ପିଅନ୍ତୁ ହଳଦୀ ଓ ଡାଳଚିନି ଚା’, ଏସବୁ ସମସ୍ୟାରୁ ଦେଇଥାଏ ମୁକ୍ତି

    15051
    Sep 23, 2023
  • ଏହା କଲେ କମିଥାଏ ଆୟୁଷ

    15541
    Sep 20, 2023

ବାଣିଜ୍ୟ

ସେୟାର ମାର୍କେଟ ଖସିଲା, ନିବେଶକ ହରାଇଲେ ୩ ଲକ୍ଷ କୋଟିରୁ ଅଧିକ

ବୁଧବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା। ବାଣିଜ୍ୟ ସମୟରେ ଏହା ୬୬,୭୨୮ ପଏଣ୍ଟକୁ ଛୁଇଁଥିଲା। ଏଥି ସହିତ, ନିଫ୍ଟି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ୧,୧୮ ପ୍ରତିଶତ ବା ୨୩୮ ପଏଣ୍ଟ ହ୍ରାସ ପାଇ ୧୯,୮୯୫ ପଏଣ୍ଟରେ ପହଞ୍ଚିଥିଲା । ଯାହା ଦ୍ୱାରା ଏଚଡିଏଫସି ବ୍ୟାଙ ...

  • ଗଣେଶ ଚତୁର୍ଥୀରେ ଲଞ୍ଚ ହେବ ଜିଓ ଏୟାର ଫାଇବର

    14318
    Aug 28, 2023
  • ରିଲାଏନ୍ସ ଲଞ୍ଚ କଲା ଆଡଭାନ୍ସ ‘ଜିଓବୁକ୍’

    15765
    Aug 04, 2023
  • ଜୁଲାଇରେ ଜିଏସଟି ୧୧% ବଢ଼ିଲା

    14138
    Aug 02, 2023
  • ଯନ୍ତ୍ରଣାରୁ ରୋଗୀକୁ ଆରାମ ଦିଏ ବନ୍ଧାକୋବି

    14517
    Jul 14, 2023

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପର୍ସରେ ସର୍ବଦା ରଖନ୍ତୁ ଚାଉଳ, ବଢିବ ଧନ

    13863
    Sep 25, 2023
  • ବସ୍‌- ଟ୍ରକ୍‌ ଧକ୍କା, ୩୯ ଆହତ

    13527
    Sep 25, 2023
  • ଦୁଇ ମାସରେ ବାପା,ମା’ଙ୍କୁ ହରାଇ ଭାଙ୍ଗି ପଡିଛନ୍ତି କିକୁ

    13830
    Sep 25, 2023

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 3.2. All rights reserved. in association with Konect.In