ମିଳୁନି ହଷ୍ଟେଲ, ବାଣୀବିହାର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ
ଭୁବନେଶ୍ୱର: ବାଣୀବିହାରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । ହଷ୍ଟେଲ ମିଳିନଥିବାରୁ ଛାତ୍ରଛାତ୍ରୀ ଅସନ୍ତୋଷ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାରମ୍ବାର ଅଭିଯୋଗ ପରେ ବି ହଷ୍ଟେଲ ମିଳୁନଥିବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ପ୍ରଥମେ ହଷ୍ଟେଲ ଆଗରେ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ । ଏହା ପରେ ପିଜି କାଉନସିଲଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଛାତ୍ରଛାତ୍ରୀମାନେ ରାଲି କରି ଯାଇ ପିଜି କାଉନସିଲଙ୍କ ନିକଟରେ ନିଜର ଦାବି ରଖିଛନ୍ତି ।
Powered by Froala Editor