Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, May 17, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ରୂପା ଆମଦାନୀ ଉପରେ କଟକଣା ଲାଗୁ କଲେ ସରକାର

  • ଟିଏମ୍‌ସି କୌଣସି ପରିସ୍ଥିତିରେ ମଣ୍ଡ ...

  • ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ...

  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ...

  • ରୁପା ଆମଦାନୀରେ କଟକଣା

  • ଆନ୍ଧ୍ର ସରକାରଙ୍କ ଘୋଷଣା: ୩ୟ ସନ୍ତାନ ହେଲେ ...

  • ହେଣ୍ଟାଭାଇରସ୍ ଯୋଗୁ ୩ ଜଣଙ୍କ ମୃତ୍ୟୁ

  • ଆରଜି କର ମେଡିକାଲ କଲେଜ ଛାତ୍ରୀଙ୍କୁ ...

  • ପାକିସ୍ତାନ ରକେଟ୍ ଫୋର୍ସ କମାଣ୍ଡ ଫତା-୪ ...

  • ବିରଳ ଘଟଣା: ପାଞ୍ଚଦିନ ମଧ୍ୟରେ ୪ ଶିଶୁ ...

ରାଜ୍ୟ
Home ›› ରାଜ୍ୟ ››ଠିକା କମ୍ପାନୀ ଅଧିକାରୀଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ରେଡ

ଠିକା କମ୍ପାନୀ ଅଧିକାରୀଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ରେଡ

2023-09-04 08:13:58
15379
Share:
Facebook
Twitter
E-Mail
WhatsApp
Telegram
ଠିକା କମ୍ପାନୀ ଅଧିକାରୀଙ୍କ ଘରେ ଓ ଅଫିସରେ ଭିଜିଲାନ୍ସ ରେଡ

ଭୁବନେଶ୍ୱର: ଭିଜିଲାନ୍ସ ପକ୍ଷରୁ ଚଢଉ । ହିନ୍ଦୁସ୍ତାନ ଷ୍ଟିଲ କନଷ୍ଟ୍ରକ୍ସନ ୱାର୍କ୍ସ ଲିମିଟେଡର ଅଧିକାରୀଙ୍କ ଘରେ ଚଢଉ କରାଯାଇଛି । ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଘରେ ଓ ଅଫିସରେ ଭିଜିଲାନ୍ସ ଅଧିକାରୀମାନେ ରେଡ କରିଛନ୍ତି । 

ନିମ୍ନମାନର କାମ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ଏହି ଚଢଉ କରାଯାଇଥିବା ଜଣାଯାଇଛି ।  ସୋନପୁରରେ ୪ଟି ଏସସି/ଏସଟି ହଷ୍ଟେଲ ନିର୍ମାଣରେ ହୋଇଥିବା ଦୁର୍ନୀତି ପାଇଁ ଭିଜିଲାନ୍ସ ପକ୍ଷରୁ ଏହି ଚଢଉ କରାଯାଇଛି । ଚଢଉବେଳେ ଭିଜିଲାନ୍ସ ଅଧିକାରୀମାନେ ବହୁ କାଗଜପତ୍ର ଜବତ କରିଥିବା ଜଣାଯାଇଛି । ତେବେ ଚଢଉ ଜାରି ରହିଥିବାବେଳେ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି । 

ଅନୁସୂଚିତ ଜାତି ଛାତ୍ରୀନିବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଠିକା ସଂସ୍ଥା ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗତ ୫ ତାରିଖ ଦିନ ଜିଲ୍ଲା କାର୍ୟ୍ୟାଳୟ (ଏସସି/ଏସଟି ଉନ୍ନୟନ ବିଭାଗ) ପତ୍ର ସଂଖ୍ୟା ୧୧୧୧, ତା.୫.୭.୨୦୨୩ ଅନୁଯାୟୀ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ପତ୍ର ଲେଖିଥିଲେ । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।

ସୋନପୁର ଭିଜିଲାନ୍ସ ଟିମ୍ ଏବଂ କଟକ ଭିଜିଲାନ୍ସ ବିଭାଗର ବୈଷୟିକ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲେ । ସେମାନେ ମକୁନ୍ଦପୁର ଗ୍ରାମକୁ ଯାଇ ଛାତ୍ରୀନିବାସ ଅନୁଧ୍ୟାନ କରିବା ସହ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରିଥିଲେ । ଭୁବନେଶ୍ବର ଆଇଆର୍‌ସି ଭିଲେଜରେ ଥିବା ମେସର୍ସ ହିନ୍ଦୁସ୍ତାନ ଷ୍ଟିଲୱାର୍କ୍ସ କନ୍‌ଷ୍ଟ୍ରକସନ ଲିଃ.(ଏଚ୍‌ଏସ୍‌ସିଏଲ୍‌) ନାମକ ଠିକାସଂସ୍ଥା କେବିକେ ଜିଲ୍ଲା ପାଇଁ ୨୦୧୭-୧୮ରେ ସ୍ବତନ୍ତ୍ର ଆର୍‌ଏଲ୍‌ଟିଏପି ଯୋଜନାରେ ମକୁନ୍ଦପୁର ଆଶ୍ରମ ସ୍କୁଲର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ କରିଥିଲା ।

Powered by Froala Editor

Tags Vigilance

Related articles Odisha News Lens 4.1

  •  ବିରଳ ଘଟଣା: ପାଞ୍ଚଦିନ ମଧ୍ୟରେ ୪ ଶିଶୁ ହେଲେ ଜନ୍ମ
    ଦେଶ-ଦେଶାନ୍ତର

    ବିରଳ ଘଟଣା: ପାଞ୍ଚଦିନ ମଧ୍ୟରେ ୪ ଶିଶୁ ହେଲେ ଜନ୍ମ

    13893
    May 16, 2026
  • ରୂପା ଆମଦାନୀ ଉପରେ କଟକଣା ଲାଗୁ କଲେ ସରକାର
    ଦେଶ-ଦେଶାନ୍ତର

    ରୂପା ଆମଦାନୀ ଉପରେ କଟକଣା ଲାଗୁ କଲେ ସରକାର

    14249
    May 17, 2026
  • ରୁପା ଆମଦାନୀରେ କଟକଣା
    ଦେଶ-ଦେଶାନ୍ତର

    ରୁପା ଆମଦାନୀରେ କଟକଣା

    14684
    May 17, 2026
  • ଆରଜି କର ମେଡିକାଲ କଲେଜ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ନିଲମ୍ବିତ ହେଲେ ୩ ...
    ଦେଶ-ଦେଶାନ୍ତର

    ଆରଜି କର ମେଡିକାଲ କଲେଜ ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ନିଲମ୍ବିତ ହେଲେ ୩ ...

    14614
    May 16, 2026
  • ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ରାହୁଲଙ୍କ ଦାବି
    ଦେଶ-ଦେଶାନ୍ତର

    ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ରାହୁଲଙ୍କ ଦାବି

    13435
    May 17, 2026
  • ପାକିସ୍ତାନ ରକେଟ୍ ଫୋର୍ସ କମାଣ୍ଡ ଫତା-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା
    ଦେଶ-ଦେଶାନ୍ତର

    ପାକିସ୍ତାନ ରକେଟ୍ ଫୋର୍ସ କମାଣ୍ଡ ଫତା-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

    14818
    May 16, 2026
  • ଟିଏମ୍‌ସି କୌଣସି ପରିସ୍ଥିତିରେ ମଣ୍ଡ ନୁଆଁଇବ ନାହିଁ: ମମତା
    ଦେଶ-ଦେଶାନ୍ତର

    ଟିଏମ୍‌ସି କୌଣସି ପରିସ୍ଥିତିରେ ମଣ୍ଡ ନୁଆଁଇବ ନାହିଁ: ମମତା

    15357
    May 17, 2026
  • ହେଣ୍ଟାଭାଇରସ୍ ଯୋଗୁ ୩ ଜଣଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ହେଣ୍ଟାଭାଇରସ୍ ଯୋଗୁ ୩ ଜଣଙ୍କ ମୃତ୍ୟୁ

    13548
    May 17, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....
    ବିଶେଷ

    ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15010
    May 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବିରଳ ଘଟଣା: ପାଞ୍ଚଦିନ ମଧ୍ୟରେ ୪ ଶିଶୁ ହେଲେ ଜନ୍ମ

    13893
    May 16, 2026
  • ଦେଶ-ଦେଶାନ୍ତର

    ଆନ୍ଧ୍ର ସରକାରଙ୍କ ଘୋଷଣା: ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର

    15506
    May 17, 2026
  • ଦେଶ-ଦେଶାନ୍ତର

    ରୁପା ଆମଦାନୀରେ କଟକଣା

    14684
    May 17, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17479
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17529
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17915
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16363
    Apr 03, 2021

ବିଶେଷ

  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15010
    May 17, 2026
  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....

    14815
    May 15, 2026
  • ଏହା କଲେ ନିୟନ୍ତ୍ରଣରେ ରହିବ କୋଲେଷ୍ଟରଲ

    15315
    May 14, 2026
  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    16040
    May 12, 2026
  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    16210
    May 09, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15404
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15143
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15635
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13963
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପାକିସ୍ତାନ ରକେଟ୍ ଫୋର୍ସ କମାଣ୍ଡ ଫତା-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା

    14818
    May 16, 2026
  • ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବରଖାସ୍ତ କରିବାକୁ ରାହୁଲଙ୍କ ଦାବି

    13435
    May 17, 2026
  • ହେଣ୍ଟାଭାଇରସ୍ ଯୋଗୁ ୩ ଜଣଙ୍କ ମୃତ୍ୟୁ

    13548
    May 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In