Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, September 20, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

  • ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ...

  • ପୃଥ୍ୱୀ ଶ’ଙ୍କ ସହ ସମ୍ପର୍କ ଭାଙ୍ଗିଲେ ...

  • ଦ୍ଵିତୀୟଥର କନ୍ୟାରତ୍ନର ମାତା-ପିତା ହେଲେ ...

  • ୬୨ ପ୍ରତିଶତ ଜେନ୍-ଜି ଅବସର ପାଇଁ ନିବେଶ ...

  • ୮% ମହଙ୍ଗା ଭତ୍ତା ବଢ଼ାଇଲେ ଭଗୱନ୍ତ ମାନ ...

  • ଓସ୍କାର ୨୦୨୭ ପାଇଁ ଭାରତରୁ ‘ଗୋନ୍ଧଳ’ ...

  • ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍‌ରେ ଗଣେଶ ...

  • ନକଲି ଘିଅରେ ତିରୁପତି ଲଡୁ ତିଆରି

  • ସ୍କୁଲ ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ...

ରାଜ୍ୟ
Home ›› ରାଜ୍ୟ ››ଯୁକ୍ତ ୩ ପ୍ରଥମ ପର୍ୟ୍ୟାୟ ନାମଲେଖା ସରିଲା

ଯୁକ୍ତ ୩ ପ୍ରଥମ ପର୍ୟ୍ୟାୟ ନାମଲେଖା ସରିଲା

2023-07-21 07:26:38
13654
Share:
Facebook
Twitter
E-Mail
WhatsApp
Telegram
ଯୁକ୍ତ ୩ ପ୍ରଥମ ପର୍ୟ୍ୟାୟ ନାମଲେଖା ସରିଲା

ଭୁବନେଶ୍ୱର : ସରିଲା ଯୁକ୍ତ ୩ ପ୍ରଥମ ପର୍ୟ୍ୟାୟ ନାମଲେଖା । ସାମ୍‌ସ ତଥ୍ୟ ଅନୁଯାୟୀ, ପ୍ରଥମ ପର୍ୟ୍ୟାୟରେ ମୋଟ ୯୨ହଜାର ୬୧୦ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି । ରାଜ୍ୟରେ ଆହୁରି ୧ଲକ୍ଷ ୭୭ହଜାର ୫୫୩ ସିଟ୍‌ ବଳକା ରହିଛି । ଏହି ବଳକା ସିଟ୍‌ ପାଇଁ ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟ ନାମଲେଖା ହେବ । ଏଥିପାଇଁ ଦ୍ୱିତୀୟ ମେଧା ତାଲିକା ଆସନ୍ତା ୨୭ ତାରିଖରେ ପ୍ରକାଶ ପାଇବ । ଚଳିତ ବର୍ଷ ୧୦୪୧ କଲେଜରେ ୨ଲକ୍ଷ ୭୦ ହଜାର ୨୪୨ ସିଟ୍‌ରେ ନାମଲେଖା ଚାଲିଛି । ନାମଲେଖା ପାଇଁ ରାଜ୍ୟରେ ୨ଲକ୍ଷ ୨୩ ହଜାର ୩୧୦ ଜଣ ଆବେଦନ କରିଥିଲେ ।

ପ୍ରଥମ ପର୍ୟ୍ୟାୟରେ ୧ଲକ୍ଷ ୭୪ହଜାର ୧୯୫ ଜଣଙ୍କୁ ଚୟନ କରାଯାଇଥିଲା । ଏଥିରୁ ୯୨ ହଜାର ୬୧୦ଜଣ ନାମ ଲେଖାଇଛନ୍ତି । କଳା ବିଭାଗରେ ୧ଲକ୍ଷ ୫୨ ହଜାର ସିଟ୍‌ ପାଇଁ ୧ଲକ୍ଷ ୮ହଜାର ୪୮୩ଜଣଙ୍କୁ ଚୟନ କରାଯାଇଥିବା ବେଳେ ୬୧ ହଜାର ୪୬୯ଜଣ ନାମଲେଖାଇଛନ୍ତି । ସେହିପରି ଫିଜିକାଲ୍‌ ସାଇନ୍ସରେ ୪୫ହଜାର ୯୮୭ ସିଟ୍‌ ଥିବା ବେଳେ ପ୍ରଥମ ପର୍ୟ୍ୟାୟରେ ୨୪ହଜାର ୩୩୯ ଜଣଙ୍କୁ ଚୟନ କରାଯାଇଥିଲା । ୧୦ହଜାର ୪୨୭ଜଣ ନାମଲେଖାଇଛନ୍ତି । ବାୟୋଲୋଜିକାଲ ସାଇନ୍ସ ପାଇଁ ୨୮ହଜାର ସିଟ୍‌ ଥିବାବେଳେ ପ୍ରଥମ ମେରିଟ୍‌ ଲିଷ୍ଟରେ ୧୮ହଜାର ୯୧୯ ଜଣ ଚୟନ ହୋଇଥିଲେ । ମାତ୍ର ୭ହଜାର ୧୫୬ଜଣ ନାମଲେଖାଇଛନ୍ତି । ସେହିପରି ବାଣିଜ୍ୟ ପାଇଁ ୩୫ହଜାର ୨୫୨ ସିଟ୍‌ ଥିବାବେଳେ ୧୭ହଜାର ୨୧୭ଜଣଙ୍କୁ ନାମଲେଖା ପାଇଁ ଚୟନ କରାଯାଇଥିଲା । ଏଥିରୁ ୧୦ହଜାର ୨ଜଣ ନାମ ଲେଖାଇଛନ୍ତି । ଶାସ୍ତ୍ରୀ ନାମଲେଖା ପାଇଁ ୯ହଜାର ୧୪୮ସିଟ୍‌ ଥିବାବେଳେ ୩୮୭୦ଜଣଙ୍କୁ ନାମଲେଖା ପାଇଁ ଚୟନ କରାଯାଇଥିଲା । ଏଥିରୁ ୩୦୫୪ଜଣ ନାମ ଲେଖାଇଛନ୍ତି । ସେଲ୍‌ଫ ଫାଇନାନ୍ସ ନାମଲେଖା ପାଇଁ ୨୦୮୬ ସିଟ୍‌ ଥିବାବେଳେ ୧୩୬୭ଜଣଙ୍କୁ ଚୟନ କରାଯାଇଥିଲା । ମାତ୍ର ୫୦୨ଜଣ ନାମଲେଖାଇଥିବା ବେଳେ ଆହୁରି ୧୫୮୪ ସିଟ୍‌ ବଳକା ରହିଛି ।

Powered by Froala Editor

Tags PLUS 3 ADMISSION FIRST PHASE FINISH

Related articles Odisha News Lens 4.1

  • ନକଲି ଘିଅରେ ତିରୁପତି ଲଡୁ ତିଆରି
    ଦେଶ-ଦେଶାନ୍ତର

    ନକଲି ଘିଅରେ ତିରୁପତି ଲଡୁ ତିଆରି

    13408
    Sep 20, 2026
  • ପୃଥ୍ୱୀ ଶ’ଙ୍କ ସହ ସମ୍ପର୍କ ଭାଙ୍ଗିଲେ ଆକୃତି
    ଦେଶ-ଦେଶାନ୍ତର

    ପୃଥ୍ୱୀ ଶ’ଙ୍କ ସହ ସମ୍ପର୍କ ଭାଙ୍ଗିଲେ ଆକୃତି

    13964
    Sep 20, 2026
  • ଦ୍ଵିତୀୟଥର କନ୍ୟାରତ୍ନର ମାତା-ପିତା ହେଲେ ଦୀପିକା-ରଣବୀର
    ମନୋରଞ୍ଜନ

    ଦ୍ଵିତୀୟଥର କନ୍ୟାରତ୍ନର ମାତା-ପିତା ହେଲେ ଦୀପିକା-ରଣବୀର

    14374
    Sep 20, 2026
  •  ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍‌ରେ ଗଣେଶ ମୂର୍ତ୍ତି
    ଦେଶ-ଦେଶାନ୍ତର

    ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍‌ରେ ଗଣେଶ ମୂର୍ତ୍ତି

    14325
    Sep 20, 2026
  • ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ
    ଦେଶ-ଦେଶାନ୍ତର

    ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ

    15528
    Sep 20, 2026
  • ସ୍କୁଲ ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ବିରିୟାନି
    ଦେଶ-ଦେଶାନ୍ତର

    ସ୍କୁଲ ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ବିରିୟାନି

    15077
    Sep 20, 2026
  • ୮% ମହଙ୍ଗା ଭତ୍ତା ବଢ଼ାଇଲେ ଭଗୱନ୍ତ ମାନ ସରକାର
    ଦେଶ-ଦେଶାନ୍ତର

    ୮% ମହଙ୍ଗା ଭତ୍ତା ବଢ଼ାଇଲେ ଭଗୱନ୍ତ ମାନ ସରକାର

    13639
    Sep 20, 2026
  • ଓସ୍କାର ୨୦୨୭ ପାଇଁ ଭାରତରୁ ‘ଗୋନ୍ଧଳ’ ମନୋନୀତ
    ମନୋରଞ୍ଜନ

    ଓସ୍କାର ୨୦୨୭ ପାଇଁ ଭାରତରୁ ‘ଗୋନ୍ଧଳ’ ମନୋନୀତ

    15330
    Sep 20, 2026
  • ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ
    ଦେଶ-ଦେଶାନ୍ତର

    ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

    13510
    Sep 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୬୨ ପ୍ରତିଶତ ଜେନ୍-ଜି ଅବସର ପାଇଁ ନିବେଶ କରୁଛନ୍ତି

    14702
    Sep 20, 2026
  • ଦେଶ-ଦେଶାନ୍ତର

    ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ

    15528
    Sep 20, 2026
  • ଦେଶ-ଦେଶାନ୍ତର

    ଗିରଫ ହେଲେ ଇମ୍ରାନ ଖାନ୍‌ଙ୍କ ଭଉଣୀ

    13510
    Sep 20, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17109
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17796
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17773
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18181
    Sep 06, 2023

ବିଶେଷ

  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14346
    Sep 18, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14658
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16282
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14808
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    14118
    Sep 03, 2026

ବାଣିଜ୍ୟ

ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

ଭୁବନେଶ୍ୱର : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଆର୍କିଟେକ୍ଟସ୍ (ଆଇଆଇଏ), ଓଡ଼ିଶା ଚାପ୍ଟରର ୨୦୨୬-୨୮ ନିମନ୍ତେ ନବ ନିର୍ବାଚିତ ଏକଜିକ୍ୟୁଟିଭ କମିଟି (କାର୍ଯ୍ୟନିର୍ବାହୀ କମିଟି) ନିର୍ବାଚନ ଫଳ  ସେପ୍ଟେମ୍ବର ୪, ୨୦୨୬ ...

  • EPFOରେ ବଡ଼ ପରିବର୍ତ୍ତନ, ୧୫,୦୦୦ ଟଙ୍କାରୁ ୨୫,୦୦୦ ବଢ଼ିଲା ଟଙ୍କା ସୀମା

    15603
    Sep 17, 2026
  • ବେଦାନ୍ତ ଆଲୁମିନିୟମର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିର ଗ୍ରାମାଞ୍ଚଳରେ ଜଳସେଚନ ସୁବିଧାକୁ ସୁଦୃଢ଼ କରିଛି

    15363
    Sep 16, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14655
    Sep 12, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14327
    Sep 09, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ପୃଥ୍ୱୀ ଶ’ଙ୍କ ସହ ସମ୍ପର୍କ ଭାଙ୍ଗିଲେ ଆକୃତି

    13964
    Sep 20, 2026
  • ରୁଷିଆ ଉପରେ ୟୁକ୍ରେନର ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ

    15528
    Sep 20, 2026
  • ଦ୍ଵିତୀୟଥର କନ୍ୟାରତ୍ନର ମାତା-ପିତା ହେଲେ ଦୀପିକା-ରଣବୀର

    14374
    Sep 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In