ରାଜଧାନୀରେ ଦୁଇଟି ପାଚେରୀ ଭାଙ୍ଗିଲା ହାତୀ,
ଭୁବନେଶ୍ବର: ରାଜଧାନୀର ସମ୍ ହସ୍ପିଟାଲ ନିକଟରେ ହାତୀ ପଶି ଆସିଥିବାରୁ ସ୍ଥାନୀୟ ଲୋକ ଭୟଭୀତ ରହୁଛନ୍ତି। ପ୍ରଥମ ଥର ପାଇଁ ଏହି ଅଞ୍ଚଳକୁ ହାତୀ ଆସିଥିବା କହିଛନ୍ତି ସ୍ଥାନୀୟ ଲୋକ। ହାତୀ ପଶି ଦୁଇଟି ପାଚେରୀ ଭାଙ୍ଗି ଦେଇଥିବା ମଧ୍ୟ କୁହାଯାଉଛି। ଏଭଳି ଘଟଣାର ଚିତ୍ର କ୍ୟାମେରାରେ କଏଦ ହୋଇଛି। ଆଜି ଭୋର୍୪ଟାରେ ଏହି ଚିତ୍ର କ୍ୟାମେରାରେ କଏଦ ହେଇଛି। ଏହି ଘଟଣା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।
Powered by Froala Editor