ଶୁଷ୍କ ତ୍ୱଚା ପାଇଁ ପିଜୁଳି ରସ

ଗୋଟିଏ ଛୋଟ ସାଇଜର ପିଜୁଳି ଆଣି ଏହାକୁ ଛୋଟ ଛୋଟ କରନ୍ତୁ । ପରେ ଏହାକୁ ଗ୍ରାଇଣ୍ଡିଂ କରି ସେଥିରେ ଏକ ଚାମଚ ମହୁ ଓ ଅଧାଚାମଚ ଲେମ୍ବୁ ରସ ଭଲ ଭାବେ ମିଶାନ୍ତୁ ।ଏହି ପ୍ୟାକକୁ ମୁହଁରେ ଲଗାଇ ଛାଡ଼ିଦିଅନ୍ତୁ ଏବଂ ପରେ ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ ।
ଶୁଷ୍କ ତ୍ୱଚା ପାଇଁ ପିଜୁଳି ରସ ସହ ଅଧ ଚାମଚ ଓଟସ, ଗୋଟିଏ ଅଣ୍ଡା କେଶର, ଗୋଟିଏ ଚାମଚ ମହୁ ଓ ଦୁଇବୁନ୍ଦା ଗ୍ଳିସେରିନ ପକାଇ ଭଲ ଭାବେ ମିଶାନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ । ଏପରି କଲେ ତ୍ୱଚାର ଶୁଷ୍କପଣ ଦୂର ହୋଇଥାଏ ।
ମୁହଁରେ ବ୍ରଣ ସମସ୍ୟା ଦୂର କରିବା ପାଇଁ ପିଜୁଳିକୁ ଗ୍ରାଇଣ୍ଡି କରି ସେଥିରେ ଅଧା ଚାମଚ ଲେମ୍ବୁ ରସ ଓ ଅଳ୍ପ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ
ଏହି ପ୍ୟାାକକୁ ଆପଣ ସପ୍ତାହରେ ତିନିଥର ଲଗାଇପାରିବେ ।
Powered by Froala Editor